4 ବର୍ଷ ପୂର୍ବରୁ ଭାରତ ମଧ୍ୟ ଜିତିପାରିଥାନ୍ତା ବିଶ୍ଵକପ, କିନ୍ତୁ ଧୋନୀ ଚାହୁଁ ନ ଥିଲେ ଦଳ ଜିତିଯାଉ…

ଧୋନୀ ଙ୍କ ବିରୁଦ୍ଧରେ ଲାଗିଲା ସଙ୍ଗିନ ଅଭିଯୋଗ । ବିଶ୍ଵକପରେ ଜାଣିଶୁଣି ହୋଇଥିଲେ ରନ ଆଉଟ । ଧୋନି ଚାହୁଁ ନ ଥିଲେ ଅନ୍ୟ କ୍ଯାପଟେନ ବିଶ୍ଵକପ ଜିତନ୍ତୁ । ହଁ ଦର୍ଶକ ବନ୍ଧୁ ଆଇସିଶିଶି ର ତିନି ଫର୍ମାଟ ରେ ଚାମ୍ପିୟାନ ହୋଇଥିବା ଏକମାତ୍ର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । 2007 ରେ ଧୋଇ ଙ୍କ ନେତୃତ୍ବରେ ଭାରତ ଟି-20 ବିଶ୍ଵକପରେ ଚାମ୍ପିୟାନ ହୋଇଥିଲା । ସେହିପରି 2011 ରେ ତାଙ୍କ ଅଧିନାୟକରେ ଭାରତ ଦିନିକିଆ ବିଶ୍ଵକପ ମଧ୍ୟ ଜିତିଥିଲା ।

ଫଳରେ ଦ୍ଵିତୀୟ ଥର ପାଇଁ ଭାରତ ବିଶ୍ଵକପ ଟ୍ରଫି ଧରିବା ସହ ବିଶ୍ଵ କ୍ରିକେଟରେ ଔରାବିନ୍ଵିତ ହୋଇଥିଲା । ଏହ ସହ 2013ରେ ସେହି ଧୋନୀଙ୍କ କ୍ଯାପଟେନସିପ ରେ ଭାରତ ଆଇସିସିସି ଚାମ୍ପିୟାନ ରଫି ହାତେଇଥିଲା । ଯଦିଓ ଏହା ପରେ ଭାରତ କୌଣସି ଆଇସିଶିଶି ଟ୍ରଫି ଜିତିପାରି ନାହିଁ । ତେବେ 2019 ଦିନି କିଆ ବିଶ୍ଵକପ ଜିତିବାକୁ ଦଳ ଦାବିଦାର ଥିଲା ।

ହେଲେ ସେମି ଫାଇନାଳରେ ନିୟୁଜଲ୍ୟାଣ୍ଡ ବିପକ୍ଷରେ ହାରିଯାଇ ବିଶ୍ଵକପ ଦୌଡ ରୁ ବାଦ ପଡିଥିଲା ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଟିମ ଇଣ୍ଡିଆ । ସେହି ମ୍ଯାଚରେ ଧୋନୀ ରନ ଆଉଟ ହୋଇଥିଲେ । ଆଉ ଭାରତ ପରାସ୍ତ ହୋଇଥିଲା । ଆଉ ଏବେ କୁହାଯାଉଛି ସେତେବେଳେ ଧୋନୀ ଜାଣିଶୁଣି କୁଆଡେ ରନ ଆଉଟ ହୋଇଥିଲେ । ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଜୋବରାଜ ସିଂ ।

ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଅବସର ଏ ଟିମ ଇଣ୍ଡିଆର ତାରକା ଯୁବରାଜ ସିଂ ଙ୍କ ବାପା ଜୋବରାଜ କହିଛନ୍ତି ଯେ “ଧୋନୀ ଚାହୁଁ ନ ଥିଲେ ଅନ୍ୟ କ୍ଯାପଟେନ ଆଇସିଶିଶି ଟ୍ରଫି ଜିତନ୍ତୁ । ତେଣୁ ସେହି ମ୍ଯାଚରେ ସେ ଜାଣିଶୁଣି ଭଲ ବ୍ୟାଟିଂ କରି ନ ଥିଲେ । କାରଣ ଭାରତର ଅନ୍ୟ କୌଣସି ଅଧିନାୟକ ଦିନିକିଆ ବିଶ୍ଵକପ ଜିତନ୍ତୁ ଏ କଥା ଧୋନୀ ଚାହୁଁ ଥିଲେ ।

ଯେଉଁଥି ପାଇଁ ସେ ଜାଣିଶୁଣି ବିଶ୍ଵକପ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳୁ ନ ଥିଲେ । ବିରାଟ ଅଧିନାୟକ ଭାବେ ତାଙ୍କ ସହ ସମାନ ନ ହୁଅନ୍ତୁ ବୋଲି ଧୋନୀ ଚାହୁଁ ନ ଥିଲେ । ସେହି ମ୍ଯାଚରେ ରବୀନ୍ଦ୍ର ଜାଡେଜା ଭଲ ଖେଳୁଥିଲେ । ଆଉ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଧୋନୀ ଯେମିତି ଖେଳିବା କଥା ସେମିତି ଖେଳୁ ନ ଥିଲେ ।

ଆଇପିଏଲରେ ଶେଷ ଓଭରରେ 20ରୁ 25 ରନ ଦରକାର ଥିଲେ ବି ଧୋନୀ କେମି ଟି ଆକ୍ରମଣାତ୍ମକ ଖେଳନ୍ତି ତାହା ସମସ୍ତେ ଦେଖିଛନ୍ତି । କିନ୍ତୁ ଧୋନୀ ହାର୍ଦ୍ଦିକ ଓ ଜାଡେଜା ଙ୍କୁ ଏହି କଥା କହି ଦୁଇ ବ୍ୟାଟର କୁ ଆଉଟ କରାଇଥିଲେ । ଯଦି ଜାଡେଜା ସେହି ଜାଗାରେ ଏଭଳି ଭାବେ ଖେଳିପାରୁ ଥିଲେ ତେବେ ଧୋନୀ କାହିଁକି ଖେଳୁ ନ ଥିଲେ ? 18 ରନ ରେ ନିୟୁଜଲ୍ୟାଣ୍ଡ ଠାରୁ ପରାସ୍ତ ହୋଇ ବିଶ୍ବକପରୁ ବାଦ ପଡିଥିଲା ଭାରତ । ଆଉ ସେହି ମ୍ଯାଚରେ ଧୋନୀ ମନ୍ଦ ଉଦ୍ଦେଶ୍ୟ ରଖିକି ଟିମ ଇଣ୍ଡିଆକୁ ମ୍ଯାଚ ହରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେଯାର, କାମେଣ୍ଟ କରନ୍ତୁ, ଧନ୍ୟବାଦ ।