ମହେନ୍ଦ୍ର ସିଂ ଧୋନୀ 2019 ବିଶ୍ଵକପ ସେମି ଫାଇନାଲ ରେ ଟିମ ଇଣ୍ଡିଆ ନିୟୁଜଲ୍ୟାଣ୍ଡ ଠାରୁ ହାରିବା ପରେ ପିଲାଭଳି କାନ୍ଦି ପକାଇଥିଲେ.. Sanjay Banger

ଛୋଟ ପିଲାଙ୍କ ଭଳି କାନ୍ଦିଥିଲେ ଏମ ଏସ ଧୋନୀ । ଡ୍ରେସିଂ ରୁମରେ ଲୁହ ଗଡାଇଥିଲେ ଏକାଧିକ ଖେଳାଳି । ହଁ ଦର୍ଶକ ବନ୍ଧୁ ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । 2019 କ୍ରିକେଟ ବିଶ୍ଵକପରେ ଭାରତର ଶେଷ ମ୍ଯାଚ ଥିଲା ଯାହାକୁ ଆପଣ ମାନେ ସମସ୍ତେ ନିଶ୍ଚୟ ମନେ ରଖିଥିବେ । ଭାରତ ନିଜ୍ଯୁଲ୍ୟାଣ୍ଡ ସେମି ଫାଇନାଲ ମ୍ଯାଚରେ ରନ ଆଉଟ ହୋଇ ପ୍ୟାବିଲନ ରୁ ଫେରି ଆସିଥିଲେ ଟିମ ଇଣ୍ଡିଆର ବ୍ୟାଟର ଏମ ଏସ ଧୋନୀ ।

ତେବେ ରନ ଆଉଟ ସହ 2019 ରେ ଭାରତରର ବିଶ୍ଵକପର ବିଜୟ ର ସ୍ଵପ୍ନ ଧୂଳିସାତ ହୋଇ ଯାଇଥିଲା । କିନ୍ତୁ ଏହି ଘଟଣାର 4 ବର୍ଷ ପରେ ସେତେବେଳେ ଦଳର ବ୍ୟାଟିଂ ପୋଷ୍ଟ ଥିବା ସଞ୍ଜୟ ବାଙ୍କର କରିଛନ୍ତି ବଡ ଖୁଲାସ । ନିୟୁଜଲ୍ୟାଣ୍ଡ ବିରୁଦ୍ଧରେ ସେମି ଫାଇନାଲ ମ୍ଯାଚ ରେ ହାରିବା ପରେ କୁନି ପିଲାଙ୍କ ପରି ଆଖି ରୁ ଲୁହ ଗଡାଇ ଥିଲେ ଧୋନୀ । ଏମିତିକି ରନ ଆଉଟ ହେବା ପରେ ତାଙ୍କ ଆଖି ରେ ଲୁହ  ଦେଖିବାକୁ ମିଳିଥିଲା ।

ଧୋନି ଙ୍କ ସହ ଅନ୍ୟ ଖେଳାଳି ମଧ୍ୟ ଏହି ମ୍ଯାଚ ହାରିବା ପରେ କାନ୍ଦିବା ଆରମ୍ଭ କରି ଦେଇଥିଲେ । ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡେ, ଋଷଭ ପନ୍ଥ ଙ୍କ ଭଳି ଖେଳାଳୀ ଡ୍ରେସିଙ୍ଗ ରୁମରେ ବସି କାନ୍ଦିବା କଥା ଖୁଲାସା କରିଛନ୍ତି ସଞ୍ଜୟ ବାଙ୍କର । ରବିବାର ଭାରତ ନିୟୁଜଲ୍ୟାଣ୍ଡ ମ୍ଯାଚ ସମୟରେ ସଞ୍ଜୟ ବାଙ୍କର କହିଥିଲେ 2019 ର ଏହି ପରାଜୟକୁ କେହି ବି ଭୁଲି ପାରିବେନି ।

ଏହି ପରାଜୟ ସହ ଦଳର ଖେଳାଳି ମାନେ ଭାଙ୍ଗି ପଡିଥିଲେ । କାରଣ ବିଜୟ ର ଏତେ ନିକଟତର ହୋଇ ହାରିବା ବେଶ ଦୁଃଖଦାୟକ ଥିଲା । ଯାହା ପାଇଁ ଧୋନୀ ଙ୍କ ଭଳି ଖେଳାଳି ମଧ୍ୟ ଡ୍ରେସିଙ୍ଗ ରୁମରେ କାନ୍ଦି ପକାଇଥିଲେ ବୋଲି ବାଙ୍କଡା କହିଛନ୍ତି । 2019 ବିଶ୍ଵକପ ଇଂଲଣ୍ଡ ରେ ଖେଳା ଯାଇଥିଲା । ସେହି ବିଶ୍ଵକପରେ ଟିମ ଇଣ୍ଡିଆର ଥିଲା ବିଜୟ ପାଇଁ ପ୍ରିୟ ଟିମ ।

ଆରମ୍ଭରୁ ଟିମ ଇଣ୍ଡିଆ ଭଲ ଖେଳିବା ସହ ଲିକ ସ୍ଟେଜ ରେ ଗୋଟେ ବି ପରାଜୟ ହୋଇ ନ ଥିଲା । ଆଉ ଟେବେଲ ଟପର ହେବା ସହ ଦଳ ପହଞ୍ଚି ଥିଲା ସେମି ଫାଇନାଲ ରେ । ଆଉ ସେମି ଫାଇନାଲ ରେ ଭାରତ ନିୟୁଜଲ୍ୟାଣ୍ଡ କୁ ଭେଟିଥିଲା । ଆଉ ମାତ୍ର 18 ରନ ପାଇଁ ଭାରତ ପରାଜୟ ହୋଇଥିଲା । ସେତେବେଳେ ଏହି ପରାଜୟକୁ ଅନେକ ଖେଳାଳୀ ଗ୍ରହଣ କରିପାରି ନ ଥିଲେ । ଯାହା ଫଳରେ ଡ୍ରେସିଙ୍ଗ ରୁମରେ ଅନେକ ଖେଳାଳି ପିଲାଙ୍କ ଭଳି କାନ୍ଦି ଥିଲେ ବୋଲି ସଞ୍ଜୟ ବାଙ୍କର ଖୁଲାସା କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିୟ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।