ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।
୧- ଭାରତର ସବୁଠୁ ଶସ୍ତା ପେଟ୍ରୋଲ କେଉଁଠାରେ ମିଳେ ?
ଉତ୍ତର- ଗୋଆ
୨- ବିଶ୍ୱର ସବୁଠୁ ବଡ଼ ମସଜିଦ କେଉଁଠାରେ ଅବସ୍ଥିତ ?
ଉତ୍ତର- ଇରାକରେ ଅବସ୍ଥିତ
୩- କେଉଁ ଦେଶର ଲୋକମାନେ ବିଲେଇକୁ ଖାଆନ୍ତି ?
ଉତ୍ତର- ଚୀନ ଦେଶର ଲୋକମାନେ
୪- ଦୁନିଆର ଦ୍ୱିତୀୟ ତାଜମହଲ କେଉଁଠାରେ ଅଛି ?
ଉତ୍ତର- ବଙ୍ଗଳାଦେଶରେ ଅଛି
୫- ଭୋରରୁ ଯେଉଁ ତାରା ଦେଖାଯାଏ ତାକୁ କେଉଁ ଗ୍ରହ କୁହାଯାଏ ?
ଉତ୍ତର- ଶୁକ୍ର ଗ୍ରହ
୬- ଭାରତର ସବୁଠୁ ବେଶି ବଣ ଵାଲା ରାଜ୍ୟ କାହାକୁ କୁହାଯାଏ ?
ଉତ୍ତର- ମଧ୍ୟ ପ୍ରଦେଶ
୭- ସବୁଠୁ ଦାମ ଵାଲା ପଶୁ କିଏ ?
ଉତ୍ତର- ରେଶର ଘୋଡା
୮- ମେଘର ଘର ଭାରତର କେଉଁ ରାଜ୍ୟ କୁ କୁହାଯାଏ ?
ଉତ୍ତର- ମେଘାଳୟକୁ
୯- ପୃଥିବୀରେ ମୋଟ କେତୋଟି ମହାଦ୍ୟୁପ ଅଛି ?
ଉତ୍ତର- ୭ ଟି
୧୦- ଦିଲ୍ଲୀର ଲାଲକୀଲା ର ନିର୍ମାଣ କିଏ କରିଥିଲା ?
ଉତ୍ତର- ଶାହାଯାହାନ ନିର୍ମାଣ କରିଥିଲେ
୧୧- ଗ୍ରହର ଆବିଷ୍କାର କିଏ କରିଥିଲେ ?
ଉତ୍ତର- କେପ୍ଲର ଆବିଷ୍କାର କରିଥିଲେ
୧୨- ଶୁର୍ଯ୍ୟ ର ତାପମାନ କେତେ ?
ଉତ୍ତର- ୬୦୦୦ ଡିଗ୍ରୀ ସେଲସିଏସ
୧୩- ପର୍ବର ନଗର କାହାକୁ କୁହାଯାଏ ?
ଉତ୍ତର- ମଦୁରାଇକୁ କୁହାଯାଏ
୧୪- ଅମରନାଥ ଗୁମ୍ଫା କେଉଁଠାରେ ଅବସ୍ଥିତ ?
ଉତ୍ତର- କାଶ୍ମୀର ରେ ଅବସ୍ଥିତ
୧୫- ସବୁଠୁଁ ବେଶି ମାଟିର ଘର କେଉଁଠାରେ ଦେଶରେ ଅଛି ?
ଉତ୍ତର- ଭାରତ ଦେଶରେ
୧୬- କେଉଁ ଅଙ୍ଗରୁ ବ୍ଲଡ଼ ପ୍ରେସର ବଢିଥାଏ ?
ଉତ୍ତର- ଲାଲ ରଙ୍ଗରୁ
୧୭- ଭାରତର ପ୍ରଥମ Governor କିଏ ଥିଲେ ?
ଉତ୍ତର- ଲର୍ଡ଼ ବିଲିୟମ ବେଣ୍ଟିକ ଥିଲେ
୧୮- ଘୁଷୁରିର କେତୋଟି ଦାନ୍ତ ଅଛି ?
ଉତ୍ତର- ୪୪
୧୯- ପୁର୍ଣ ସ୍ୱରାଜ ନାରା କିଏ ଦେଇଥିଲେ ?
ଉତ୍ତର- ଜବାହାରଲାଲ ନେହେରୁ
୨୦- ଯୋଜନା ଆୟୋଗ ର ଅଧ୍ୟକ୍ଷ କିଏ ଅଟନ୍ତି ?
ଉତ୍ତର- ପ୍ରଧାନମନ୍ତ୍ରୀ
୨୧- କେଉଁ ପଶୁର ଜିଭ କଲା ହୋଇଥାଏ ?
ଉତ୍ତର- ଜିରାଫ
୨୨- ଫଳର ଡାଲିୟା ଭାରତର କେଉଁ ରାଜ୍ୟକୁ କୁହାଯାଏ ?
ଉତ୍ତର- ହିମାଚଳ ପ୍ରଦେଶ
୨୩- କେଉଁ ଦେଶରେ ସବୁଠୁ ବେଶି ମଦ ପିଅନ୍ତି ?
ଉତ୍ତର- ଅଷ୍ଟ୍ରେଲିଆ
୨୪- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?
ଉତ୍ତର- ସ୍ପେନ ଦେଶରେ
୨୫- ସବୁଠୁ ଲମ୍ବା ତଟ ରେଖା କେଉଁ ରାଜ୍ୟରେ ଅଛି ?
ଉତ୍ତର- ଗୁଜରାଟ
୨୬- ଏମିତି ଏକ ଶବ୍ଦ କୁହନ୍ତୁ
ଗୋଟିଏ ଫିଲ୍ମର ନାମ
ଗୋଟିଏ ସହର ର ନାମ
ଗୋଟିଏ ପୁଅ ର ନାମ
ଗୋଟିଏ ଫଳ ର ନାମ ଅଟେ
ଉତ୍ତର- ଅମୃତ
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।