ମୁଁ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କିନ୍ତୁ ଆପଣମାନେ ମୋତେ ଅନ୍ୟ କାହାକୁ ଦେଇ ଦିଅନ୍ତୁ । ମୁଁ କିଏ ? ଆହୁରି 23 ଟି ପ୍ରଶ୍ନ ଓ ଢଗଢମାଳି

ଆଜି ଆମେ ଆପଣଙ୍କ ପାଇଁ ଆଣିଚୁ କିଛି ଜିକେ ପ୍ରଶ୍ନ ଓ ଉତ୍ତର । ଯାହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିବ ଏବଂ ଆପଣ କିଛି ନୂଆ କଥା ଜାଣିବେ । ଏହା ଆପଣଙ୍କୁ ପରବର୍ତ୍ତୀ ସମୟରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଏମିତି ପ୍ରଶ୍ନ IAS, UPSC, IPS ଭଳି ପରୀକ୍ଷା ବା ଆପଣ ଦେବାକୁ ଯାଉଥିବା ଇଣ୍ଟରଭିଉରେ ଆସିପାରେ ।

ପ୍ରଶ୍ନ – ନ ବାଜିଲେ ବି ଆଘାତ ଦିଏ, ତାହା କଣ ଅଟେ ?

ଉତ୍ତର – ବାଣୀ

ପ୍ରଶ୍ନ – ସେ ଗତି କରେ କିନ୍ତୁ ତାହାର ଗୋଡ ନାହିଁ, ତାର ବ୍ୟାଙ୍କ ଅଛି, କିନ୍ତୁ ସେଥିରେ ଟଙ୍କା ନାହିଁ ? ତାହା କଣ ?

ଉତ୍ତର – ନଦୀ

ପ୍ରଶ୍ନ – ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର – ଡ. ରାଜେନ୍ଦ୍ର ପ୍ରସାଦ

ପ୍ରଶ୍ନ – ଓଡିଶାର ଜାତୀୟ ପଶୁର ନାମ କଣ ?

ଉତ୍ତର – ସମ୍ବର

ପ୍ରଶ୍ନ – ଓଡିଶାର ଜାତୀୟ ପକ୍ଷୀର ନାମ କଣ ?

ଉତ୍ତର – ଭଦଭଦଳିଆ

ପ୍ରଶ୍ନ – କେଉଁ ପତ୍ରର ସେବନ ଦ୍ଵାରା ଥଣ୍ଡା, ଜର, କାସ ଇତ୍ୟାଦି ଭଲ ହୋଇଯାଏ ଓ ବୁଦ୍ଧି ବି ବଢିଥାଏ ?

ଉତ୍ତର – ତୁଳସୀ ପତ୍ର

ପ୍ରଶ୍ନ – କେଉଁ ଗଛର ପତ୍ର ଓ ଫଳରେ ସେବନ ଦ୍ଵାରା ସମସ୍ତ ପ୍ରକାରର ପେଟ ରୋଗ ଭଲ ହୋଇଯାଏ ?

ଉତ୍ତର – ବେଲ ଗଛର ପତ୍ର

ପ୍ରଶ୍ନ – ମୋ ଠାରୁ ପ୍ରଥମ ଅକ୍ଷର ନେଇ ଯାଅ କିମ୍ବା ଶେଷ ଅକ୍ଷର ନେଇ ଯାଅ କିମ୍ବା ସବୁ ଅକ୍ଷର ନେଇ ଯାଅ । ମୁଁ କିନ୍ତୁ ସବୁବେଳେ ସମାନ ରହିଥାଏ । ମୁଁ କିଏ ?

ଉତ୍ତର – ପୋଷ୍ଟମ୍ୟାନ

ପ୍ରଶ୍ନ – ମୁଁ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । କିନ୍ତୁ ଆପଣମାନେ ମୋତେ ଅନ୍ୟ କାହାକୁ ଦେଇ ଦିଅନ୍ତୁ । ମୁଁ କିଏ ?

ଉତ୍ତର – ଟଙ୍କା

ପ୍ରଶ୍ନ – ନେତ୍ରଦାନରେ ଆଖିର କେଉଁ ଭାଗ ଦାନ କରାଯାଏ ?

ଉତ୍ତର – କାର୍ନିୟା

ପ୍ରଶ୍ନ – ଆମର ତିରଙ୍ଗା ପତକାକୁ ଭାରତର ରାଷ୍ଟ୍ରୀୟ ପତାକା ରୂପରେ କେବେ ସ୍ବୀକୃତି ମିଳିଥିଲା ?

ଉତ୍ତର – ୨୨ ଜୁଲାଇ ୧୯୪୭

ପ୍ରଶ୍ନ – ଭାରତଛାଡ ଆନ୍ଦୋଳନ କେବେ ହୋଇଥିଲା ?

ଉତ୍ତର – ୧୯୪୨

ପ୍ରଶ୍ନ – ତାଜମହଲକୁ କେଉଁ ଠିକାଦାର କରିଥିଲେ ?

ଉତ୍ତର – ଉସ୍ତାଦ ଇସା

ପ୍ରଶ୍ନ – ଘରର ବୋହୁକୁ ଇଂଗ୍ଲିଶରେ କଣ କୁହନ୍ତି ?

ଉତ୍ତର – Daughter – in low

ପ୍ରଶ୍ନ – ଭାରତର କେଉଁ ପ୍ରଧାନମନ୍ତ୍ରୀ ବିବାହ କରି ନାହାନ୍ତି ?

ଉତ୍ତର – ଅଟଳ ବିହାରୀ ବାଜପେୟୀ

ପ୍ରଶ୍ନ – ୧୦ ଟଙ୍କାର ନୋଟରେ କେଉଁ ମନ୍ଦିରର ଫଟୋ ନଜର ଆସିଥାଏ ?

ଉତ୍ତର – କୋଣାର୍କର ସୂର୍ଯ୍ୟ ମନ୍ଦିର

ପ୍ରଶ୍ନ – ଖାଇବା ସୋଢା ଅର୍ଥାତ Baking Sodaର ରାସାୟନିକ ସୂତ୍ର କଣ ଅଟେ ?

ଉତ୍ତର – NaHCo3

ପ୍ରଶ୍ନ – ତାଜମହଲ ତିଆରି କରିବା ପାଇଁ କେତେ ବର୍ଷ ଲାଗି ଥିଲା ?

ଉତ୍ତର – ୨୨ ବର୍ଷ

ପ୍ରଶ୍ନ – କ୍ଷୀରର ଶୁଦ୍ଧତା ମାପୁଥିବା ମେସିନର ନାମ କଣ ?

ଉତ୍ତର – ଲେକ୍ଟୋମିଟର

ପ୍ରଶ୍ନ – ତ୍ଵଚାର ରଙ୍ଗ ଗୋରା କେଉଁ କାରଣରୁ ହୋଇଥାଏ ?

ଉତ୍ତର – ମେଲାମିନ

ପ୍ରଶ୍ନ – ଶରୀରର କେଉଁ ଅଙ୍ଗରେ ତେଲ ଲଗାଇବା ଦ୍ଵାରା କାନ ସଫା ହୋଇଯାଏ ?

ଉତ୍ତର – ନାଭି

ପ୍ରଶ୍ନ – ବରଫ ପାଣି ଉପରେ କାହିଁକି ପହଁରିଥାଏ ?

ଉତ୍ତର – କାରଣ ଏହାର ଘନତ୍ଵ ପାଣିର ଘନତ୍ଵ ଠାରୁ କମ ହୋଇଥାଏ ?

ପ୍ରଶ୍ନ – ପରିସ୍ରାର ରଙ୍ଗ ହଲିଦାaa କାହିଁକି ହୋଇଥାଏ ?

ଉତ୍ତର – ୟୁରୋକ୍ରୋମ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।