22 ବର୍ଷର IAS ଅଫିସର ହଜେଇ ଥିଲେ ମାଫିଆଙ୍କ ନିଦ, ଏମିତି କରୁଥିଲେ କାମ କି ଆଜି ସାରା ଦେଶ କରୁଛି ସଲାମ

ନମସ୍କାର ବନ୍ଧୁଗଣ, ସିଭିଲ ସର୍ଭିସ ହେବାର ଇଚ୍ଛା ପ୍ରାୟ ସମସ୍ତଙ୍କର ଇଚ୍ଛା ରହିଥାଏ । UPSC କ୍ରାଫ୍ଟ କରିବାକୁ ଆବଶ୍ୟକ ଥାଏ କଠିନ ପରିଶ୍ରମ । କଠିନ ପରିଶ୍ରମ ଓ ସାଧନ ହିଁ ଏହି ସ୍ଵପ୍ନ କୁ ସାକାର କରିଥାଏ । ତେବେ ଯାଇ ଆଶାୟୀ ଙ୍କୁ ମିଳିଥାଏ ଏହି ସଫଳତା । ସିଭିଲ ସର୍ଭିସ ରେ ଆବେଦନ କାରୀଙ୍କ ମଧ୍ୟରୁ ମାତ୍ର 2 ପ୍ରତିଶତ ସିଲେକ୍ଟ ହୋଇଥାନ୍ତି ।

ତେବେ IAS ହେବା ପାଇଁ ଯେଉଁ ମାନେ ସ୍ଵପ୍ନ ଦେଖିଥାନ୍ତି ସେମାନଙ୍କୁ ତାଙ୍କ ଜୀବନରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । କାରଣ IAS ପଦ ପାଇବା ଏତେ ସହଜ ନୁହେଁ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଜଣେ IAS ଅଫିସର ଙ୍କ ଜୀବନ କାହାଣୀ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଫିସର ଙ୍କ ବିଷୟରେ କହିବୁ ଯିଏ କି UPSC କ୍ରାଫ୍ଟ କରିଥିଲେ ତାହା ପୁଣି ପ୍ରଥମ ପ୍ରୟାସରେ । ମାତ୍ର 22 ବର୍ଷ ରେ UPSC କ୍ରାଫ୍ଟ କରି IAS ଅଫିସର ହୋଇଛନ୍ତି ବାଟି ମିନା । ଯିଏ ବର୍ତ୍ତମାନ ସମୟରେ ଖଣି ମା-ଫି-ଆ ଙ୍କ ନିଦ ହଜାଇ ଦେଇଛନ୍ତି । ନିଜ ବ୍ୟାଚ ର କନିଷ୍ଠ IAS ଅଧିକାରୀ ସ୍ଵାତି ମିନା ଙ୍କ ଘର ରାଜସ୍ଥାନରେ । ସେ ଆଜମିର ରେ ଶିକ୍ଷା ଲାଭ କରିଛନ୍ତି ।

ସ୍ଵାତି ଡାକ୍ତର ହେବା ପାଇଁ ସ୍ଵପ୍ନ ଦେଖିଥିଲେ କିନ୍ତୁ ବାପାଙ୍କର ଇଚ୍ଛା ଥିଲା ଝିଅ IAS ହେଉ । ଏହା ପରେ ବାପା ଙ୍କର ଇଚ୍ଛା ପୂରଣ କରିବା ପାଇଁ ସ୍ଵାତି କଠିନ ପରିଶ୍ରମ କରିଥିଲେ । ଆଉ ମାତ୍ର 22 ବର୍ଷ ରେ UPSC କ୍ରାଫ୍ଟ କରି ହୋଇଗଲେ IAS ଅଫିସର । 2007 ବ୍ୟାଚ ର ସ୍ଵାତି IAS ଅଫିସର । ସ୍ଵାତି ଅଲ ଇଣ୍ଡିଆ ରାଙ୍କ 260 ଥିଲା । ସେ ମଧ୍ୟ ପ୍ରଦେଶ କ୍ୟାଡର ରେ ଏଣ୍ଟ୍ରି କରିଥିଲେ ।

ସ୍ଵାତି ଜଣେ IAS ଅଧିକାରୀ ନୁହେଁ ବରଂ ସେ ନିଜର ଦାୟିତ୍ଵ ନିର୍ଭୀକତା ର ସହ ସମ୍ପାଦନ କରନ୍ତି । ଗଣାମଧ୍ୟମର ରିପୋର୍ଟ ଅନୁଯାୟୀ ସେ ମଧ୍ୟ ପ୍ରଦେଶ ରେ ଅବସ୍ଥାପିତ ହେବା ପରେ ଖଣି ମା-ଫି-ଆ ଙ୍କ ବିରୁଦ୍ଧରେ ଆକ୍ସନ ଆରମ୍ଭ କରି ଦେଇଥିଲେ । ଲଗାତାର କାର୍ଯ୍ୟ ଅନୁଷ୍ଠାନ କାରଣରୁ ଖଣି ମା-ଫି-ଆ ଙ୍କ ନିଦ ହଜି ଯାଇଥିଲା । ସେହିପରି ଖଣ୍ଡୁଆ ଠାରେ ଥିବା ବେଳେ ତାଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା ।

ଯେତେବେଳେ ନିହତ ଶିମି ଆ-ତ-ଙ୍କ-ବା-ଦୀ ଙ୍କ ମୃ-ତ ଦେହ ତାଙ୍କ ଇଲାକାରେ ପହଞ୍ଚିଲା ସ୍ଵାତି ଙ୍କ ପାଇଁ ବହୁତ ସମସ୍ଯା ହୋଇଥିଲା । ଦୁ-ର୍ବୁ-ତ୍ତ ମାନେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରିଥିଲେ । ତଥାପି ସ୍ଵାତି ସବୁ ସମସ୍ୟାକୁ ଦକ୍ଷତାର ସହ ମୁକାବିଲା କରିବାକୁ ସଫଳ ହୋଇଥିଲେ ।ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର IAS ଅଫିସର ସ୍ଵାତି ଙ୍କ ଜୀବନ କାହାଣୀ ଙ୍କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।