ଶକ୍ତିଶାଳୀ ଅଭିନେତାଙ୍କ ସହ ପଙ୍ଗା ନେଇ ସାରିଛନ୍ତି ଏହି ୫ ଜଣ ହିରୋଇନ, ନମ୍ବର ୧ ତ ୫ ଜଣଙ୍କ ସହ ନେଇ ସାରିଛନ୍ତି ପଙ୍ଗା, ଦେଖନ୍ତୁ କିଏ

ବଲୀଉଡରେ ଏମିତି ବହୁତ ଫିଲ୍ମ ଷ୍ଟାର ଅଛନ୍ତି, ଯେଉଁମାନଙ୍କର ପରସ୍ପର ମଧ୍ୟରେ ସମ୍ପର୍କ ବହୁତ ଖରାପ ଅଟେ । କୌଣସି ନା କୌଣସି କାରଣରୁ ଏହି ଷ୍ଟାରମାନେ ଆଜି ବି ପରସ୍ପର ଉପରେ ରାଗି ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଠାରୁ ଅଧିକ ଶକ୍ତିଶାଳୀ ଅଭିନେତାଙ୍କ ସହିତ ପଙ୍ଗା ନେଇ ସାରିଛନ୍ତି ।

୧. କଙ୍ଗନା ରନୌତ –

ବଲୀଉଡର ସବୁଠୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି କଙ୍ଗନା ରନୌତ । ଯିଏକି ପ୍ରାୟତଃ ନିଜର ବିବାଦିତ ବୟାନ କାରଣରୁ ଚର୍ଚାରେ ରହିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଋତିକ ରୋଶନଙ୍କ ସହ ବ୍ରେକଅପ ହେବା ପରେ କଙ୍ଗନା ତାଙ୍କ ସହିତ ଓ ତାଙ୍କ ପିତାଙ୍କ ସହିତ ପଙ୍ଗା ନେବା ଆରମ୍ଭ କରିଦେଲେ । ଯାହା ପରେ କଙ୍ଗନା ଋତିକଙ୍କ ଉପରେ କେସ ବି କରିଥିଲେ । କେବଳ ଏତିକି ନୁହେଁ କଙ୍ଗନା ବର୍ତ୍ତମାନ ପର୍ଯ୍ୟନ୍ତ, ଶାହରୁଖ ଖାନ, ସଲମାନ ଖାନ ଓ ଆମିର ଖାନଙ୍କ ସହିତ ବି ପଙ୍ଗା ନେଇ ସାରିଛନ୍ତି ।

୨. ଶିଳ୍ପା ଶେଟ୍ଟୀ –

୯୦ ଦଶକର ବଲୀଉଡର ସବୁଠୁ ଫିଟ ଓ ସୁନ୍ଦର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଅଫେୟାର ଅକ୍ଷୟ କୁମାରଙ୍କ ସହିତ ଚାଲିଥିଲା । କିନ୍ତୁ ସେହି ସମୟରେ ଅକ୍ଷୟ କୁମାରଙ୍କ ନାମ ରେଖାଙ୍କ ସହିତ ଯୋଡା ହେବା ଦ୍ଵାରା ସେ ଶିଳ୍ପା ଶେଟ୍ଟୀଙ୍କୁ ଛାଡି ଦେଇଥିଲେ । ଯାହା ପରେ ଶିଳ୍ପା ଶେଟ୍ଟୀ କହିଥିଲେ କି, ଅକ୍ଷୟ ସମସ୍ତଙ୍କୁ କେବଳ ବ୍ୟବହାର କରନ୍ତି ।

୩. ରେଖା –

ଗୋଟିଏ ଜମାନା ଥିଲା ଯେତେବେଳେ ବିବାହିତ ଅମିତାଭ ବଚ୍ଚନ ରେଖାଙ୍କୁ ଭଲ ପାଉଥିଲେ । କିନ୍ତୁ ଯେତେବେଳେ ଏହି କଥା ବିଷୟରେ ଜୟା ବଚ୍ଚନଙ୍କୁ ଜଣା ପଡିଲା ତ ରେଖା ଅମିତାଭଙ୍କୁ ଛାଡିଦେଲେ ।

୪. ହେମା ମାଳିନୀ –

ବଲୀଉଡର ଡ୍ରୀମ ଗର୍ଲ ହେମା ମାଳିନୀ ଶାହରୁଖ ଖାନଙ୍କ ଫିଲ୍ମ ‘ଦିଲ ଆଶନା ହେ’ କୁ ପ୍ରଡ୍ୟୁସ କରିଥିଲେ । ଶାହରୁଖ ଖାନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ହିଟ ବି ପ୍ରମାଣିତ ହୋଇଥିଲା । ଆପଣଙ୍କୁ କହିଦେଉଛୁ କି ହେମାଙ୍କୁ ଫିଲ୍ମରେ ଶାହରୁଖ ଖାନଙ୍କର ଖନେଇ ଖନେଇ କହିବା ବିଲକୁଲ ବି ପସନ୍ଦ ନ ଥିଲା, କିନ୍ତୁ ଶାହରୁଖ ଖାନଙ୍କୁ ତାହା ପସନ୍ଦ ଥିଲା । ଏହି କଥାକୁ ନେଇ ହେମା ମାଳିନୀ ଓ ଶାହରୁଖଙ୍କ ମଧ୍ୟରେ ଆଜି ବି କଥାବାର୍ତ୍ତା ହୁଏ ନାହିଁ ।

୫. ପ୍ରିୟଙ୍କା ଚୋପଡା –

ବଲୀଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପଡା ସଲମାନ ଖାନଙ୍କ ହିଟ ଫିଲ୍ମ ଭାରତର ଅଫରକୁ ମନା କରି ଦେଇଥିଲେ । ଯାହା ପର ଠାରୁ ହିଁ ସଲମାନ ଖାନ ପ୍ରିୟଙ୍କା ଚୋପଡାଙ୍କ ଉପରେ ରାଗି ଯାଇଥିଲେ । ଏହା ପରେ ସେ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମକୁ ସାଇନ କରିଥିଲେ । କିନ୍ତୁ ସଲମାନ ସଫା ସଫା କହିଦେଲେ କି ପ୍ରିୟଙ୍କାଙ୍କୁ ଫିଲ୍ମରୁ ବାହାର କରିଲେ ହିଁ ସେ ଫିଲ୍ମରେ କାମ କରିବେ ।