ଆମର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରହିଥାଏ ? ଏହା ସହିତ ଆହୁରି 21 GK Questions ଓ Answers

ଆଜି ସମସ୍ତେ ସରକାରୀ ଚାକିରି ଚାହୁଁଛନ୍ତି । ଆଜିକାଲି ସମସ୍ତଙ୍କୁ ଚାକିରି ଦରକାର । କାରଣ ଆଜିକାଲି ପ୍ରାଇଭେଟ ଚାକିରି ର ଭରସା ନାହିଁ କାରଣ ତାହା କେବେ ବି ଚାଲି ଯାଇପରେ । ତେଣୁ ସମସ୍ତେ ଚାହୁଁଛନ୍ତି ଯେ ତାଙ୍କୁ ସରକାରୀ ଚାକିରି ମିଳିଯାଉ । ସରକାରୀ ଚାକିରି ପାଇଁ ସମସ୍ତ ବିଦ୍ୟାର୍ଥୀ ପ୍ରତି ବର୍ଷ ଚେଷ୍ଠା କରନ୍ତି ଏବଂ କଠିନ ପରିଶ୍ରମ କରନ୍ତି । ସରକାରୀ ଚାକିରି ପାଇବାକୁ ହେଲେ ଆପଣଙ୍କୁ ସେହି ଭଳି ବହି ପଢିବାକୁ ପଡିବ ଯାହାଦ୍ୱାରା ଆପଣ ଜାଣିପାରିବେ କି ପରୀକ୍ଷା ରେ ପାସ ହେବା ପାଇଁ କେଉଁଭଲି ପ୍ରଶ୍ନ ର ଉତ୍ତର ଦବାକୁ ପଡିବ । ଏବଂ ଆପଣଙ୍କୁ GK ର ପ୍ରଶ୍ନ ମଧ୍ୟ ପଚରା ଯାଏ ।

ଆପଣଙ୍କ ଏହି ସମସ୍ଯା ର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଆଣିଛୁ ଯାହା ଆପଣଙ୍କର କାମରେ ଆସିବ ଏବଂ ଏହା ଇଣ୍ଟରଭିୟୁ ରେ ମଧ୍ୟ ପଚରା ଯାଏ ।

୧- କେଉଁ ଦେଶରେ ବହୁତ କମ ଭୂମିକମ୍ପ ହୋଇଥାଏ ?

ଉତ୍ତର: ଭାରତ

୨- ଦୁନିଆରେ ସବୁଠୁ ବେଶି ଘୁଷୁରି ପାଳନ କରୁଥିବା ଦେଶର ନାମ କଣ ଅଟେ ?

ଉତ୍ତର: ଚୀନ

୩- କେଉଁ ଦେଶ ପାଖରେ ସବୁଠୁ ଅଧିକା ହଥିୟାରର ଅଛି ?

ଉତ୍ତର: ଇରାନ

୪- ଶରୀରର କେଉଁ ଅଙ୍ଗରେ ରକ୍ତ ନ ଥାଏ ?

ଉତ୍ତର: ନଖ ଓ କେସରେ

୫- ଶାଶୁ ଓ ବୋହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର: ଉଦୟପୁରରେ

୬- ଲାଲବାହାଦୁରଶାସ୍ତ୍ରୀଙ୍କ ସମାଧିସ୍ଥଳ କେଉଁ ନାମରେ ପରିଚିତ ?

ଉତ୍ତର: ବିଜୟ ଘାଟ ନାମରେ ପରିଚିତ

୭- ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର: ରାଜୀବ ଗାନ୍ଧୀ

୮- କେଉଁ ପକ୍ଷୀର ପର ନଥାଏ ?

ଉତ୍ତର: କିୱି ପକ୍ଷୀ

୯- ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କଣ ଅଟେ ?

ଉତ୍ତର: ରିଜର୍ବ ବ୍ୟାଙ୍କ ଓଫ ଇଣ୍ଡିଆ

୧୦- ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟର ନାମ କଣ ଅଟେ ?

ଉତ୍ତର: ଚାଚରୀ

୧୧- ଭିଭୋ କମ୍ପାନୀ କେଉଁ ଦେଶର ଅଟେ ?

ଉତ୍ତର: ଚୀନ

୧୨- ଦୁନିଆର ସବୁଠୁ ବଡ ଦେଶ କାହାର ଅଟେ ?

ଉତ୍ତର: ରୁଷିଆ

୧୩- ବୁଡି ଯାଉଥିବା ସୂର୍ଯ୍ୟର ଦେଶ କେଉଁ ଦେଶକୁ କୁହାଯାଇଥାଏ ?

ଉତ୍ତର: ବ୍ରିଟେନ

୧୪- ଆମର କେଉଁ ଅଙ୍ଗ ସବୁବେଳେ ଓଦା ହୋଇ ରହିଥାଏ ?

ଉତ୍ତର: ଜିଭ

୧୫- ଇଣ୍ଡିଆ ବ୍ରାଣ୍ଡ ଇକ୍କୁଟୀ ଫଣ୍ଡ କେବେ ସ୍ଥାପନ କରାଯାଇଥିଲା ?

ଉତ୍ତର: ୧୯୯୬ରେ

୧୬- ଏମିତି କେଉଁ ଗଛ ଅଛି ଯିଏକି ମାଂସ ଖାଇଥାଏ ?

ଉତ୍ତର: ଭେନୁସ ଫ୍ଲାଇ ଟ୍ରାପ

୧୭- ଡେନମାର୍କ ଦେଶର ସାସଂଦର ନାମ କଣ ଅଟେ ?

ଉତ୍ତର: ଫୋଲକେଟିଙ୍ଗ

୧୮- କେଉଁ ଦେଶର ଲୋକମାନେ ଭାରତରେ ବୁଲି ପାରିବେ ନାହିଁ ?

ଉତ୍ତର: ଉତ୍ତରକୋରିୟା

୧୯- ଗାନ୍ଧୀ ସଦନ କେଉଁଠାରେ ଅବସ୍ଥିତ ?

ଉତ୍ତର: ନୂଆଦିଲ୍ଲୀରେ

୨୦- ବୁଢିଆଣୀ ଜାଲ କେଉଁଥିରେ ତିଆରି କରା ଯାଇଥାଏ ?

ଉତ୍ତର: ପ୍ରୋଟିନ ଦ୍ଵାରା

୨୧- ମହିଳାଙ୍କ ର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହୋଇ ଯାଏ ?

ଉତ୍ତର: ଆଖି ଡୋଳା

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।