ସୂର୍ଯ୍ୟ ସିଂହ ରାଶିରେ ହେଲେ ଗୋଚର, ଜାଣନ୍ତୁ କେଉଁ ରାଶିର ଖୋଲିବ ଭାଗ୍ୟ ଓ କାହାକୁ ମିଳିବ ସଫଳତା |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରୁଛନ୍ତି ତେବେ ସମସ୍ତ ୧୨ ଟି ରାଶି ଉପରେ ପଡ଼ିଥାଏ ଏହାର ପ୍ରଭାବ । ଆପଣଙ୍କୁ କହିଦେବାକୁ ଚାହୁଁଚୁ ଯେ ସୂର୍ଯ୍ୟ କୁ ସବୁ ଗ୍ରହ ର ରାଜା ବୋଲି କୁହା ଯାଏ । ସୂର୍ଯ୍ୟ ୧୬ ଅଗଷ୍ଟ ୨୦୨୦ ରେ ସିଂହ ରାଶି କୁ ଚଳିବେ । ସୂର୍ଯ୍ୟ ଙ୍କ ଏହି ଗତି ଆପଣଙ୍କ ରାଶି ଉପରେ କିପରି ପ୍ରଭାବ ପକାଇବ? କେଉଁ ରାଶି ମାନଙ୍କର ଭାଗ୍ୟ ଖୋଲିବ, କେଉଁ ମାନଙ୍କୁ ସଫଳତା ମିଳିବ? ଆଜି ଆମେ ଆପଣଙ୍କୁ କହିବୁ ।

ଆସନ୍ତୁ ଜାଣିବା ସୂର୍ଯ୍ୟ ଙ୍କ ଚଳନ କେଉଁ କେଉଁ ରାଶି ପାଇଁ ଶୁଭ ହେବ

ବୃଷ ରାଶି

ବୃଷ ରାଶିର ବ୍ୟକ୍ତି ମାନଙ୍କୁ ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ବହୁତ୍ ମାନ ସମ୍ମାନ ଲାଭ ହେବ । ପିତୃ ସମ୍ପତି ରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ର ସହିତ ଜଡି ରହିଥିବା ଲୋକଙ୍କୁ ବହୁତ୍ ଲାଭ ହେବ । ଯେଉଁ ମାନେ ବହୁତ୍ ଦିନ ଧରି ଚାକିରି ପାଇଁ ଚେଷ୍ଟା କରୁଥିଲେ ସେମାନଙ୍କୁ ଭଲ ଚାକିରି ମିଳିପାରେ । ମାଆ ଙ୍କ ସ୍ବାସ୍ଥ୍ୟ ରେ ସୁଧାର ଆସିବ ଏଵଂ ପରିବାରରେ ସୁଖ ଶାନ୍ତି ଲାଗି ରହିବ ।

ମିଥୁନ ରାଶି:-

ମିଥୁନ ରାଶି ଲୋକଙ୍କୁ ସୂର୍ଯ୍ୟ ଙ୍କ ଗତି ର ଶୁଭ ସମ୍ବାଦ ମିଳିବ । ଆପଣଙ୍କୁ ଆପଣଙ୍କ ଚେଷ୍ଟା ର ସଠିକ୍ ଫଳ ପ୍ରାପ୍ତ ହେବ । ଆପଣ ଯୋସ ଏବଂ ଉତ୍ସାହ ସହ ରହିବେ । ଆପଣ କୌଣସି ବଡ଼ ନିଷ୍ପତି ନେଇପାରନ୍ତି, ଯାହା ଦ୍ଵାରା ଆପଣଙ୍କୁ ଭଲ ଫାଇଦା ହବ । ନୂଆ ଲୋକଙ୍କ ସହ ମିଶିପାରନ୍ତି । ବ୍ୟାପାର ରେ ଆପଣଙ୍କୁ ଭଲ ଲାଭ ହେବ । ନିଜ ବ୍ୟାପାର କୁ ଏକ ନୂଆ ଦିଶା ରେ ନେଇପାରନ୍ତି ।

କର୍କଟ ରାଶି:-

କର୍କଟ ରାଶି ଲୋକଙ୍କୁ ସୂର୍ଯ୍ୟ ଙ୍କ ଗତି ଯୋଗୁ ଆର୍ଥିକ ସ୍ଥିତି ରେ ବହୁତ୍ ଲାଭ ହେବ । ଆପଣଙ୍କ ଧନ ବଢିବାର ସମ୍ଭାବନା ଅଛି । କୌଣସି ଅଟକି ଯାଇଥିବା କାମ ପୁରଣ ହେବ । କାହାକୁ ଯଦି ପଇସା ଉଦ୍ଧାର ଦେଇଛନ୍ତି ତାହେଲେ ତାହା ଫେରିବ । ଘର ପରିବାର ଲୋକଙ୍କ ସହ ଭଲ ତାଳ ମେଳ ରହିବା । ଆପଣ ନିଜର ମଧୁର କଥା ଦ୍ଵାରା ସମସ୍ତଙ୍କ ମାନ କିଣିବେ । କ୍ୟାରିୟର ରେ ଆଗକୁ ବଢିବାର ବହୁତ୍ ରାସ୍ତା ଖୋଲିଯିବା । ସବୁ କ୍ଷେତ୍ର ରେ ନିଜର ବେଷ୍ଟ ଦେବେ । ଆପଣ ନିଜର ଇଚ୍ଛା କୁ ପୁରଣ କରିବେ ।

ଧନୁ ରାଶି:-

ଧନୁ ରାଶି ବ୍ୟକ୍ତି ଙ୍କ ଭାଗ୍ୟ ବହୁତ୍ ମଜବୁତ ରହିବା । ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁ ସାମାଜିକ କାର୍ଯ୍ୟ ରେ ସଫଳତା ମିଳିବ । ମାନସିକ ଶକ୍ତି ଦୃଢ଼ ରହିବ । ଆପଣଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତି ଠିକ୍ ପ୍ରମାଣିତ ହେବା । ଚାକିରି ରେ ଆପଣଙ୍କୁ ପ୍ରୋମୋସନ ମିଳିବ ସହିତ ଦରମା ମଧ୍ୟ୍ୟ ବଢିବାର ସମ୍ଭାବନା ଅଛି । ଜୀବନ ସାଥିର ପୁରା ସପୋଟ ରହିବ । ପ୍ରେମ ସମ୍ପର୍କରେ ଆପଣଙ୍କୁ ଖୁସି ଖବର ମିଳିବ । ଆପଣ ଆପଣଙ୍କ ସୁଖ ଶାନ୍ତି ରେ ଜୀବନ ଯାପନ କରିବେ ।

ତୁଳା ରାଶି:-

ତୁଳା ରାଶି ର ବ୍ୟକ୍ତି ମାନଙ୍କୁ ସୂର୍ଯ୍ୟ ଙ୍କ ସ୍ଥିତି ପରିବର୍ତ୍ତନ ପାଇଁ ବହୁତ୍ ଶୁଭ ସମ୍ବାଦ ମିଳିବ । ଆପଣଙ୍କ ଦ୍ଵାରା କର ଯାଇଥିବା ପୁରୁଣା କାମ ଆପଣଙ୍କ ପାଇଁ ବହୁତ୍ ଲାଭ ହେବ । ଆପଣଙ୍କ ଧନ ସମ୍ପତି ବଢିବ । କାମରେ ବହୁତ୍ ବଡ଼ ପୋଜିସନ ମିଳିବାର ଯୋଗ ଅଛି । ଆପଣ ନିଜ କାମ ଠିକ୍ ଭାବରେ ପୁରଣ କରିବେ । କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ମିଳିବ । ଆପଣଙ୍କ ମନବଳ ଦୃଢ଼ ରହିବା ।

କୁମ୍ଭ ରାଶି:-

କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ସବୁ ଠୁ ବେଶି ଭଲ ଅଟେ । ଦାମ୍ପତ୍ୟ ଜୀବନର ସମସ୍ୟା ଦୂର ହେବ । ଜୀବନ ସାଥି ଙ୍କ ସହିତ ଚାଲିଥିବା ଝଗଡ଼ା ସବୁ ଶେଷ ହେବା । ବ୍ୟାପାର ରେ ଉନ୍ନତି ହେବ । ଅଚାନକ ଆପଣଙ୍କୁ ବହୁତ୍ ଟଙ୍କା ମିଳିବାର ଯୋଗ ଅଛି । ପାରିବାରିକ ଜୀବନରେ ଖୁସି ଆସିବ । ଆର୍ଥିକ ଯୋଜନା ରେ ଲାଭ ହେବ । କୋଟ୍ କଚେରି କାମରେ ଆପଣଙ୍କୁ ସଫଳତା ମିଳିବ ।

ମୀନ ରାଶି:-

ମୀନ ରାଶି ର ବ୍ୟକ୍ତି ମାନଙ୍କୁ ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଶୁଭ ପ୍ରମାଣିତ ହେବ । ସରକାରୀ କ୍ଷେତ୍ର ରେ ଯଦି ରହିଥିବା ଲୋକଙ୍କୁ ଲାଭ ହେବ । ନିଜ ଶତ୍ରୁ ଙ୍କୁ ପରାଜୟ କରିବେ । କୋଚ୍ କଚେରି ରେ ନିଷ୍ପତି ଆପଣଙ୍କ ତରଫ ରେ ହେବ । ଦୂର ସମ୍ପର୍କୀୟ ଙ୍କ ଠାରୁ ଶୁଭ ସମାଚାର ମିଳିବ । ବିଦ୍ୟାର୍ଥୀ ଙ୍କ ମାନ ପାଠ ପଢାରେ ଲାଗିବ । ପରୀକ୍ଷା ରେ ଭଲ କରିବେ । ଛାତ୍ର ମାନଙ୍କ କ୍ୟାରିୟର କୁ ଏକ ନୂଆ ଦିଷା ମିଳିବ ।

ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କ ସ୍ଥିତି

ମେଷ ରାଶି:-

ମେଷ ରାଶି ବ୍ୟକ୍ତି ଙ୍କୁ ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ଜଣା ଶୁଣା ପରିଣାମ ମିଳିବ । ପ୍ରେନସମ୍ପର୍କ ରେ ଆପଣକୁ ବିପରୀତ ସ୍ଥିତି ରେ ଯିବାକୁ ପଡିବ । ଆପଣଙ୍କୁ ପ୍ରେମ ସମ୍ବନ୍ଧ ରେ ସତର୍କ ରହିବାକୁ ପଡିବ । ଏହି ସମୟରେ ଜୀବନସାଥି ଙ୍କ ସହିତ ଝଗଡ଼ା ହେଇପାରେ । ଆପଣ କଥା କହିବା ଆଗରୁ ଭାବନ୍ତୁ ତାପରେ କୁହନ୍ତୁ । ସନ୍ତାନ ଠାରୁ ଅସୁବିଧା ସୃଷ୍ଟି ହୋଇପାରେ । ଟଙ୍କା ପଇସା ରେ ସତର୍କ ରୁହନ୍ତୁ ଅନ୍ୟଥା ଟଙ୍କା ପଇସା ରେ ଲସ ହେବାର ଯୋଗ ଅଛି ।

ସିଂହ ରାଶି:-

ସିଂହ ରାଶି ର ବ୍ୟକ୍ତି ମାନଙ୍କୁ ସୂର୍ଯ୍ୟ ଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁ ନିଜ ଉପରେ କଣ୍ଟ୍ରୋଲ ରଖିବା ଅତ୍ୟନ୍ତ ଜରୁରୀ । ଆପଣଙ୍କ ସ୍ୱଭାବରେ ରାଗ, ଘୃଣା ଭାବ ଦେଖିବାକୁ ମିଳିବ । ବୈବାହିକ ଜୀବନରେ ବହୁତ୍ ଅସୁବିଧା ଦେଖାଯିବ । ସାମାଜିକ କ୍ଷେତ୍ର ରେ ମାନ ସମ୍ମାନ ବଢିବ । ଏହି ରାଶି ର ଲୋକଙ୍କୁ ଏହି ସମୟରେ କୋୖଣସି ବଡ଼ ନିଷ୍ପତି ନେବା ଠିକ୍ ହେବ ନାହିଁ । ଆପଣଙ୍କୁ ନିଜ ପରିବାର ବ୍ୟକ୍ତି ଙ୍କ ଧ୍ୟାନ ରଖିବାକୁ ପଡିବ ।

କନ୍ୟା ରାଶି:-

କନ୍ୟା ରାଶି ର ବ୍ୟକ୍ତି ମାନେ କୌଣସି ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ଖର୍ଚ୍ଚ ବଢିବ । ଆପଣ ନିଜ ଶତ୍ରୁ ମାନଙ୍କୁ ପରାଜୟ କରିବେ । ଚାକିରି କ୍ଷେତ୍ର ରେ ଟ୍ରଂସ୍ଫର ହେବାର ଯୋଗ ଅଛି ଯେଉଁ କାରଣ ରୁ ଆପଣଙ୍କ ଚିନ୍ତା ବଢିବ । ଆପଣ ଆପଣଙ୍କ ଜରୁରୀ କାମରେ ଧ୍ୟାନ ଦିଅନ୍ତୁ । ଅଜଣା ଲୋକଙ୍କ ଉପରେ ଭରଷା କରନ୍ତୁ ନାହିଁ । ଏହି ରାଶି ର ଲୋକ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ନୂଆ ପରିବର୍ତ୍ତନ ପାଇଁ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ରହିବା ।

ବିଛା ରାଶି:-

ବିଛା ରାଶି ର ବ୍ୟକ୍ତି ଙ୍କ ପାଇଁ ସୂର୍ଯ୍ୟଙ୍କ ସ୍ଥାନ ପରିବର୍ତ୍ତନ ଯୋଗୁ ଆପଣଙ୍କୁ କର୍ମ କ୍ଷେତ୍ର ରେ ଭଲ ପରିଣାମ ମିଳିବ । କାମ କାର୍ଯ୍ୟ ରେ ଆସୁଥିବା ଅସୁବିଧା ଦୂର ହେବ । ଏହି ରାଶି ର ଲୋକଙ୍କୁ ନିଜ କଥାକୁ କଣ୍ଟ୍ରୋଲ କରିବା ଦରକାର୍ ଅନ୍ୟଥା ପରିବାର ଲୋକଙ୍କ ସହ କଳହ ହେବାର ଯୋଗ ଅଛି । ପ୍ରେମ ଜୀବନ ରେ ଅସୁବିଧା ସୃଷ୍ଟି ହେବ । କୌଣସି ଦୂର ଯାତ୍ରା କରିବାଠାରୁ ବଞ୍ଚିକି ରୁହନ୍ତୁ । ବନ୍ଧୁ ଙ୍କ ସହିତ ମିଶିକି କୌଣସି ଭଲ କାମ କରିବେ ଯାହାର ଲାଭ ଭବିଷ୍ୟତରେ ମିଳିବ ।

ମକର ରାଶି:-

ଏହି ରାଶିର ବ୍ୟକ୍ତି ସାବଧାନ ରୁହନ୍ତୁ । ନିଜ ସ୍ବାସ୍ଥ୍ୟ କୁ ନେଇକି କୌଣସି ଖାମ୍ ଖିୟାଲି କରନ୍ତୁ ନାହିଁ । ଆପଣଙ୍କୁ ଧନ ହନି ର ସମ୍ଭାବନା ରହିଛି । କାହାକୁ ଟଙ୍କା ପଇସା ଦିଅନ୍ତୁ ନାହିଁ । କୌଣସି ଖରାପ ସ୍ଥିତି ରେ ଆପଣଙ୍କୁ ଉଚିତ୍ ନିଷ୍ପତି ନେବାକୁ ପଡିବ । ନିଜ ଉପରେ ମାନସିକ ଚିନ୍ତା ରହିବାକୁ ଦିଅନ୍ତୁ ନାହିଁ । ଯେକୋୖଣସି କାମରେ ଆପଣଙ୍କୁ ଥଣ୍ଡା ମୁଣ୍ଡରେ ଚିନ୍ତା କରିବାକୁ ପଡ଼ିବ ଏବଂ ନିଷ୍ପତ୍ତି ନେବାକୁ ହେବା ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।