ବଡ ପ୍ରମାଣ- ସୁଶାନ୍ତଙ୍କ ବେକରେ ଷ୍ଟନ ଗନ ଦ୍ଵାରା କରାଯାଇଥିଲା ଆକ୍ରମଣ, ଆମେରିକା ଡାକ୍ତର କଲେ ଖୁଲାସା

ଆଜି ଆମେ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ମିଳିଥିବା ଯେଉଁ ପ୍ରମାଣ ବିଷୟରେ କହିବୁ ତାହା ବିଷୟରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ ଓ ଆପଣ ଚିନ୍ତା ବି କରି ନ ଥିବେ କି ସୁଶାନ୍ତଙ୍କ ସହ ଏହିଭଳି କିଛି ହୋଇଥିବ । କହିବାକୁ ଗଲେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ସୁଶାନ୍ତଙ୍କ ଶରୀରର ପୁରା ବାମ ପାର୍ଶ୍ଵ ପାରାଳାଇଜ ଥିଲା । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ବାମ ପଟ ଆଖି ଖୋଲା ଥିଲା ।

ଏହା ଛଡା ସୁଶାନ୍ତଙ୍କ ବାମ ପାଟ ଗୋଡ ବି ମୋଡି ହୋଇ ଥିଲା । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିବୁ ।

ଜଣେ ଆମେରିକାର ଡାକ୍ତର Raju wadhwa କହିଛନ୍ତି କି ସୁଶାନ୍ତଙ୍କ ବାମ ପାର୍ଶ୍ଵ ପୁରା ପାରାଳାଇଜ ଥିଲା ଓ କାହିଁକି ପାରାଳାଇଜ ଥିଲା ଏହା ବିଷୟରେ ବି କହିଛନ୍ତି । ଏହା ଛଡା ସେ ଏହା ବି ପ୍ରମାଣିତ କରି ଦେଇଛନ୍ତି କି ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ଥିଲା ତାହା କେମିତି ପଡିଥିଲା ?

ଆପଣଙ୍କୁ କହିଦେଉଛୁ କି ଏହି ଚିହ୍ନ Stun Gunର ଥିଲା । ଡାକ୍ତର ରାଜୁ କହିଲେ କି ସୁଶାନ୍ତ ଯେତେବେଳ ନିଜ ରୁମରେ ଥିଲେ ତେବେ ପଛପଟୁ ତାଙ୍କୁ Stun Gun ଦ୍ଵାରା ଆକ୍ରମଣ କରାଯାଇଥିଲା ଓ ଏହି Stun Gun ସେହି ଜିନିଷ ଅଟେ ଯେଉଁଥିରୁ କରେଣ୍ଟ ବାହରିଥାଏ ।

Stun Gun ଦ୍ଵାରା ଆକ୍ରମଣ କରିବା ଦ୍ଵାରା ସୁଶାନ୍ତଙ୍କ ଶରୀରର ବାମ ପାର୍ଶ୍ଵ ପାରାଳାଇଜ ହୋଇଗଲା ଓ ସୁଶାନ୍ତ ସିଂହ ରାଜପୁତ ସେହି ସ୍ଥାନରେ ପଡିଗଲେ ଓ ଏହା ପରେ ତାଙ୍କ ସହିତ ଏତେ ବଡ ଦୁର୍ଘଟଣା ହୋଇଗଲା । ଡାକ୍ତର ରାଜୁ ଆଗକୁ କହିଲେ କି ପୋଲିସ ଯଦି ଚାହିଁବେ ତେବେ ସେମାନେ ଏହି ମାମଲାରେ ସହ ଜଡିତ ଥିବା ଲୋକଙ୍କୁ ଧରି ପାରିବେ ।

ଏହା ଛଡା ବର୍ତ୍ତମାନ ଶୁଣିବାକୁ ମିଳୁଛି କି CBI ଓ ବିହାର ପୋଲିସ ଏହି କଥାର ଯାଞ୍ଚ କରୁଛନ୍ତି କି କୁପର ହସ୍ପିଟାଲର ଡାକ୍ତରମାନେ ଯେଉଁ ରିପୋର୍ଟ ଦେଇ ଥିଲେ କି ସୁଶାନ୍ତ ସିଂହ ରାଜପୁତଙ୍କ ଶରୀରରେ କେଉଁ ପ୍ରକାରର ଚିହ୍ନ ନ ଥିଲା, ବର୍ତ୍ତମାନ ଏହାର ବି ସତ୍ୟତା ଜଣା ପଡିଯିବ । ହୋଇପାରେ କି କୁପର ହସ୍ପିଟାଲର ଡାକ୍ତରଙ୍କ ଉପରେ ବି ଏଫଆଇଆର ଦର୍ଜ ହୋଇପାରେ । ଏହା ସହିତ ଏହା ବି ଶୁଣିବାକୁ ମିଳୁଛି କି ସୁଶାନ୍ତ କେସକୁ ଯେଉଁ ପୋଲିସ ଅଫିସରମାନେ ଯାଞ୍ଚ କରୁଥିଲେ ତାଙ୍କ ଉପରେ ବି ଏଫଆଇଆର ଦର୍ଜ ହୋଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।