2024 IPL ଖେଳିବେ ଭାରତର ପୂର୍ବତନ ଅଧିନାୟକ Mahendra Singh Dhoni ପୁଣି କରିବେ କମାଲ ଧୋନୀ ।

2024 ଆଇପିଏଲରେ ଖେଳିବେ ଧୋନୀ । ପୁଣି ଦେଖିବାକୁ ମିଳିବ କ୍ଯାପଟେନ କୁଳ ଙ୍କ କମାଲ । ଆଇପିଏଲ 2024 କୁ ଅନେକ ଦିନ ବାକି ଅଛି କିନ୍ତୁ ଏବେ ଠାରୁ ଆରମ୍ଭ ହୋଇଛି ଖେଳାଳୟ ଙ୍କ ରିଲିଜ ପ୍ରକ୍ରିୟା । ଏହା ସହ ଡିସେମ୍ବର ମାସରେ ଖେଳାଳି ଙ୍କ ନିଲାମି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ପ୍ରକ୍ରିୟା ମଧ୍ୟରେ ଅନେକ ଫ୍ରାଞ୍ଚାଇଚ କିଛି ପ୍ଲେୟାର ଙ୍କୁ ଋଟର୍ନ କରି ଅନ୍ୟ କିଛି ଖେଳାଳି ଙ୍କୁ ରିଲିଜ କରିଛନ୍ତି ।

ଏହି ପ୍ରକ୍ରିୟା ରେ ଏମ ଏସ ଧୋନୀ ସାମିଲ ଅଛନ୍ତି । 2024 ଆଇପିଏଲ ପାଇଁ ଚେନ୍ନାଇ ସୁପର କିଙ୍ଗ ଧୋନୀ ଙ୍କୁ ଋଟେନ ରଖିଛି । ଫ୍ରାଞ୍ଚାଇଚ ସ୍ପଷ୍ଟ କରିଛି ଯେ 2024ରେ ଧୋନୀ ଚେନ୍ନାଇ ପାଇଁ ଖେଳୁଥିବାର ନଜର ଆସିବେ । 2020 ରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଇଥିଲେ । କିନ୍ତୁ ସେ ଆଇପିଏଲ ଖେଳିବା ଜାରି ରଖିଛନ୍ତି । ପ୍ରତିବର୍ଷ ଆଇପିଏଲ ରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ହୋଇଥାଏ ।

ଏହି କଥା ଧୋନୀ ଙ୍କ ଚା କେହି ବି ଜାଣି ନାହାନ୍ତି । ଗତ ବର୍ଷ ଆଇପିଏଲ ମ୍ଯାଚରେ ତାଙ୍କୁ ଯେବେ ପଚରା ଯାଇଥିଲା କି ହା ତାଙ୍କର ଶେଷ ଆଇପିଏଲ କି ? ଧୋନୀ ଉତ୍ତର ଦେଇଥିଲେ ଜମାରୁ ନୁହେଁ । ଧୋନୀ ଆଇପିଏଲ ଇତିହାସର ଏକ ମାତ୍ର ଖେଳାଳୀ ଯିଏ 2007 ରୁ ଏବେ ଯାଏଁ ଚେନ୍ନାଇ ସୁପର କିଙ୍ଗ ର ଅଧିନାୟକ ରହି ଆସିଛନ୍ତି । ଚେନ୍ନାଇ 2 ବର୍ଷ ବ୍ୟାନ ହେବା ସମୟରେ ସେ ପୁନେ ଦଳ ର ଅଧିନାୟକ ରହିଥିଲେ ।

ଏହା ସହ ସେ ପୁନେ କୁ 5 ଥର ଆଇପିଏଲ ଚାମ୍ପିୟାନ କରାଇବାରେ ସଫଳ ହୋଇକାନ୍ତି । 2023 ଆଇପିଏଲ ରେ ଧୋନୀ  ଭଲ ଫର୍ମ ରେ ନଜର ଆସିବେ । ସେ ଶେଷ ସମୟରେ ବଳ ଖେଳିବାର ନଜର ଆସିଥିଲେ । ଧୋନୀ 250ଟି ମ୍ଯାଚ ଖେଳି 5082 ରନ କରିଛନ୍ତି । ଶେଷ ସମୟରେ ବ୍ୟାଟିଂ କରିବା ମ୍ଯାଚ ଜିତାଇବା ହେଉ କି ୱିକେଟ ପଛରେ ଛିଡା ହୋଇ ରଣନୀତି କରିବା ଅସ୍ବଉଥିରେ ମାହିର ଅଟନ୍ତି ଧୋନୀ ।

ତେବେ 2024 ଆଇପିଏଲରେ ଧୋନୀ ପୁଣି ନିଜର ଧମାଲ ଦେଖାଇବେ । ଆଉ ତାଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ମାନେ ଷ୍ଟାଡିୟମ ରେ ନାରା ଲଗାଇବେ ଆଉ ଟନକୁ ଚିଯର ଅପ କରିବେ । ଅନେକ ଭାବିଥିଲେ ଆଗାମୀ ଆଇପିଏଲ ରେ ଧୋନୀ ଖେଳିବେ ନାହିଁ । କିନ୍ତୁ ଧୋନୀ ଙ୍କୁ ଋଟେନ ରଖିକି ବାର ସରପ୍ରାଇଜ ଦେଇଛି ଫ୍ରାଞ୍ଚାଇଚ ଫ୍ୟାନ୍ସ ମାନଙ୍କୁ । ତେବେ 2024 ଆପିଏଲ ରେ ଧୋନୀ ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଏହା ତାଙ୍କର ଶେଷ ଆଇପିଏଲ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଆଶା କରା ଯାଉଛି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।