ମିଷ୍ଟର ଫିନିସର ପାଲଟି ଯାଇଛନ୍ତି ରିଙ୍କୁ ସିଂ..ଧୋନୀ ଯୁବରାଜଙ୍କ ଭଳି ପ୍ରଦର୍ଶନ କରୁଛନ୍ତି ରିଙ୍କୁ ସିଂ !

ଶେଷରେ ଆସୁଛନ୍ତି ଜିତାଇ ଦେଇ ଯାଉଛନ୍ତି । ମିଷ୍ଟାର ଫିନିଶର ପାଲଟି ଯାଇଛନ୍ତି ରିଙ୍କୁ ସିଂ । ହଁ ଦର୍ଶନ ବନ୍ଧୁ ଯଦି ବିଶ୍ଵକପ ରେ ରିଙ୍କୁ ସିଂ ଖେଳିଥାନ୍ତେ ତେବେ ଟ୍ରଫି ଆଜି ଭାରତ ଜିତି ପାରିଥାନ୍ତା । କାରଣ ବେଷ୍ଟ ଫିନିଶର ପାଲଟି ଯାଇଛନ୍ତି ରିଙ୍କୁ । ବହୁ କମ ଦିନରେ ପାଇଛନ୍ତି ରିଙ୍କୁ ଏହାଳି ଉପାଧି । ଅଷ୍ଟ୍ରେଲିୟା ର ବୋଲୋର ମାନଙ୍କୁ ଧୂଳିସାତ କରୁଛନ୍ତି ରିଙ୍କୁ । ଯେମିତି ଧୋନୀ ଓ ଯୁବରାଜ ସିଂ ଥିଲେ ତାଙ୍କ ଠାରୁ ଆହୁରି ମାରାତ୍ମକ ହେଉଛନ୍ତି ରିଙ୍କୁ ସିଂ ।

ଯିଏ ଏବେ ପୁରା ଜୋରଦାର ଫର୍ମ ରେ ଅଛନ୍ତି ରିଙ୍କୁ । ଅଷ୍ଟ୍ରେଲିୟାର ଦଳର ଯେଉଁ ବୋଲୋର ଆସିଲେ ସମସ୍ତଙ୍କୁ ଭୟ ନ କରି ଭଲ ବ୍ୟାଟିଂ କରିଛନ୍ତି ରିଙ୍କୁ । ଏଣୁ ରିଙ୍କୁ ସିଂ ଏବେ ବେଷ୍ଟ ଫିନିଶର ପାଲଟି ଯାଇଛନ୍ତି । ରିଙ୍କୁ ଅଛନ୍ତି ତ ଏବେ ଭୟ ନାହିଁ ମ୍ଯାଚ ଭାରତ ହିଁ ଜିତିବ । ଯାହା ପାଇଁ ରିଙ୍କୁ ଙ୍କର ଫ୍ୟାନ୍ସ ମାନେ ବହୁତ ହେଲେଣି ଆଉ ଏମିତି କିଛି କଥା ଫ୍ୟାନ୍ସ ମାନେ ଏବେ କହୁଛନ୍ତି ।

ରିଙ୍କୁ ଙ୍କର ବ୍ୟାଟିଙ୍ଗ ରେ ଯେତିକି ଦମ ଅଛି ଖେଳ ପ୍ରତି ତାଙ୍କର ଆଗ୍ରହ ତା ଠାରୁ ଅଧିକ ରହିଛି । ଦିନକୁ ଦିନ ସେ ଖେଳରେ ଉନ୍ନତି ପାରିଛନ୍ତି । କାରଣ ଅଷ୍ଟ୍ରେଲିୟା ସହ ଟି-20 ମ୍ଯାଚରେ ପୁରା ଫର୍ମ ରେ ରହିଛନ୍ତି ରିଙ୍କୁ । ଶେଷରେ ଆସୁଛନ୍ତି ଆଉ ଚଉକା ଛକା ମାରି ବୋଲୋର ମାନଙ୍କର ଧୂଲାଇ କରୁଛନ୍ତି । ତେବେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରି ଟି-20 ସିରିଜ ର 5ଟି ମ୍ୟାଚ ରୁ 2ଟି ଜିତି ସାରିଛି ।

ରିଙ୍କୁ ଙ୍କ ମଧ୍ୟ ଦେଖି ବିଶିସିଆଇ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି ଆଉ ଭାବୁଛି କଣ ପାଇଁ ରିଙ୍କୁ ଙ୍କୁ ବିଶ୍ଵକପ ଖେଳିବାକୁ ସୁଯୋଗ ଦେଲେ ନାହିଁ । ଫିନିଶର ହେବାକୁ ହେଲେ ବିଶ୍ଵାସ ଜିତିବାକୁ ପଡେ । ଯେଉଁ ବିଶ୍ଵାସ କୁ ଜିତି ସାରିଛନ୍ତି ରିଙ୍କୁ  ମଧ୍ୟମ ପରିବାରରୁ ଆସିଥିବା ରିଙ୍କୁ ତାଙ୍କ ଖେଳ କ୍ଯାରିୟରରେ କମାଲ କରିଛନ୍ତି । ତେବେ ରିଙ୍କୁ ଙ୍କର ଟି-20 ଇଣ୍ଟର ନ୍ୟାସନାଲ ରେ ଷ୍ଟ୍ରାଇକ ରେଟ ରହିଛି 216.94 ।

ଯାହା ବୟାନ କରୁଛି କି ଧୋନୀ ଓ ଯୁବରାଜ ଙ୍କ ଭଳି ଭଲ ଖେଳାଳୀ ହେବାର ଯୋଗ୍ୟତା ରିଙ୍କୁ ଙ୍କ ଠାରେ ରହିଛି । ଯଦି ଦେଖିବା ଟି-20 ମ୍ଯାଚରେ ଆଉ ଅଧିକ ସମୟ ନାହିଁ । ରିଙ୍କୁ ଯଦି ତାଙ୍କର ଫର୍ମ ଏମିତି ବଜାୟ ରଖନ୍ତି ତେବେ ବିଶ୍ଵକପ ହାତେଇବାର ସ୍ଵପ୍ନ ପୂରଣ ହେବ । ରିଙ୍କୁ ଏମିତି ଜଣେ ଭାରତୀୟ ଖେଳାଳି ଯିଏ କମ ଦିନରେ ହାତେଇଇଛନ୍ତି ଏତେ ବଡ ଉପାଧି ।

2023 ରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳି ସେସ ଓଭୋର ରେ ୟସ ଦୟା ଙ୍କୁ 5ଟି ୱିକେଟ ଛକା ମାରି ନିଜ ଦଳକୁ ଜିତାଇ ଦେଇଥିଲେ । ଯାହା ପରେ ଏବେ ସମସ୍ତଙ୍କର ନଜର ରିଙ୍କୁ ଙ୍କ ଉପରେ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।