ବିଶ୍ୱକପ୍ ପ୍ରତିଶୋଧ ପାଇଁ ଭାରତ ହାତରେ ଶେଷ ସୁଯୋଗ, କଙ୍ଗାରୁ ଦଳକୁ ଘାଇଲା କରିବ ଭାରତୀୟ ଦଳ

ଆଉ ମାତ୍ର ଗୋଟେ ମ୍ଯାଚ ଜିତିଗଲେ ବିଶ୍ଵକପ ର ପ୍ରତିଶୋଧ ନେବ ଭାରତ । ଭାରତ ହାତରେ ରହିଛି ଏହା ସେସ ସୁଯୋଗ ବିଶ୍ଵକପର ପ୍ରତିଶୋଧ ନେବା ପାଇଁ । ଅଷ୍ଟ୍ରେଲିଆୟା ଦଳକୁ ବ୍ୟାଟିଂ ବୋଲିଂ ରେ ଘାଇଲା କରିବା ଭାରତୀୟ ଟିମ । ହ ଦର୍ଶାଅ ବନ୍ଧୁ 2023 ବିଶ୍ଵକପ ହାରିବା ପରେ ଏବେ ଭାରତୀୟ ଦଳ ପୁରା ଜୋସ ରେ ଅଛି । କୌଣସି ନା କୌଣସି ମତେ ଖାଲି ପ୍ରତିଶୋଧ ନେବାକୁ ଚାହୁଁଛି ଭାରତ । ବିଶ୍ଵକପ ଟି-20 ଜିତି ବିଶ୍ଵକପ ହାରିବାର ଦୁଃଖ କୁ ଭୁଲିବାକୁ ଚାହୁଁଛି ଭାରତୀୟ ଟିମ ।

ସେଥିପାଇଁ ସୂର୍ଯ୍ୟ କୁମାର ଙ୍କ ଠାରୁ ଆରମ୍ଭ କରି ରିଙ୍କୁ ସିଂ ଙ୍କ ସହ ପୁରା ଦମଦାର ଫର୍ମ ରେ ଅଛନ୍ତି ଅଷ୍ଟ୍ରେଲିୟା ବୋଲୋର ମାନଙ୍କୁ ଧୁଳି ଚଟାଉଛନ୍ତି ଭାରତୀୟ ବ୍ୟାଟର । ତୃତୀୟ ଟି-20 ମୁକାବିଲା ରେ ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିୟା । ଭାରତ ଟି-20 ସିରିଜ ଯିବାକୁ ଚେଷ୍ଟା କରିବ । 5ଟି ରୁ 2ଟି ମ୍ଯାଚ ଭାରତ ଜିତି ସାରିଥିବା ବେଳେ ତୃତୀୟ ମ୍ଯାଚ ଜିତି ଟ୍ରଫି ହାତେଇବାକୁ ଚେଷ୍ଟା କରିବ ଭାରତ ।

କିନ୍ତୁ ଭାରତ ପାଇଁ ଏହା ସହଜ ନ ହୋଇପାରେ । କାରଣ 10ଟି ମ୍ଯାଚ ଜିତିଥିବା ଭାରତ ବିଷାକପ ଫାଇନାଲ ରେ ଅଷ୍ଟ୍ରେଲିୟା ଠାରୁ ପରାସ୍ତ ହୋଇଥିଲା । ଟି-20 ମ୍ଯାଚ ଭାରତ ଜିତିଲେ ଯାଇ ସାନ୍ତ୍ଵନା ମିଳିବ । ଯେଉଁଥି ପାଇଁ ଭାରତୀୟ ଦଳ ମ୍ଯାଚ ଜିତିବାକୁ ଚେଷ୍ଟା କରିବ । ଆଉ ଏଥିପାଇଁ ଭାରତୀୟ ବ୍ୟାଟର ଙ୍କ ଠାରୁ ବୋଲୋର ସମସ୍ତେ ଦମଦାର ଫର୍ମ ରେ ଅଛନ୍ତି । କଙ୍ଗାରୁ ଦଳ ପାଇଁ ପୁରା ଫର୍ମ ରେ ରହିଛି ।

ଭାରତ ପାଇଁ ଟ୍ରଫି ହାସଲ କରିବା ସହଜ ହେବ ନାହିଁ । ଅନେକ ସମୟରେ ଦେଖା ଯାଇଛି ପ୍ରଥମରୁ ହାରୁଥିବା କଙ୍ଗାରୁ ଦଳ ଫାଇନାଲ ମ୍ଯାଚ କୁ ହାତେଇଛି । ଯେମିତି ବିଶ୍ଵକପରେ ଦେଖାଇ ଦେଇଥିଲା ଅଷ୍ଟ୍ରେଲିୟା । ଭଲ ଖେଳୁ ନ ଥିବା ଅଷ୍ଟ୍ରେଲିୟା ଧୀରେ ଧୀରେ ଫର୍ମ କୁ ଫେରି ସମସ୍ତଙ୍କୁ ଧୂଳିସାତ କରିଥିଲା । ଏବେ ଟିମ ଇଣ୍ଡିଆ କୁ ସତର୍କତାର ସହ ଖେଳି ମ୍ଯାଚ ଜିତିବାକୁ ପଡିବ ।

ଏବେ ତୃତୀୟ ଟି-20 ମ୍ଯାଚ ଗୋହାଟି ରେ ଖେଳାଯିବ । ସମସ୍ତଙ୍କର ନଜର ସୂର୍ଯ୍ୟ କୁମାର ଙ୍କ ଉପରେ ରହିବ । କାରଣ ସୂର୍ଯ୍ୟ କୁମାର ଆଉ ମାତ୍ର 60 ରନ କରିଲେ ଭାରତର ଚତୁର୍ଥ ବ୍ୟାଟର ଭାବେ 2000 ରନ ପୂରଣ କରିବେ । ଏମିତି ରେ ବି ସୂର୍ଯ୍ୟ କୁମାର ଯାଦବ ଏବେ ବି ଟି-20 ବ୍ୟାଟିଂ ରେ ଆଗରେ ଅଛନ୍ତି । ସେପଟେ ରିଙ୍କୁ ସିଂ ଙ୍କ ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ । ରିଙ୍କୁ ଦ୍ଵିତୀୟ ମ୍ଯାଚରେ 344 ଷ୍ଟ୍ରାଇକ ରେଟ ରେ 9ଟି ବଲ ଖେଳି 31 ରନ ସଂଗ୍ରହ କରିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।