ଟନେଲ ମଧ୍ୟରେ ଫସିଥିବା ଶ୍ରମିକ ମାନଙ୍କୁ ରକ୍ଷା କରୁଛନ୍ତି ମହାଦେବ, ସାମ୍ନାକୁ ଆସିଲା ଭିଡିଓ…

ଟନେଲ ଭିତରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା । ଶ୍ରମିକ ମାନଙ୍କ ଆଗରେ ପ୍ରକଟ ହେଲେ ଭଗବାନ ଶିବ । ଶ୍ରମିକଙ୍କୁ ରକ୍ଷା କର ଉଛନ୍ତି ସ୍ଵୟଂ ମହାଦେବ । ଟନେଲ ଭିତରେ ହାତ ଯୋଡିଲେ ଶ୍ରମିକ ମାନେ । ହଁ ଦର୍ଶକ ବନ୍ଧ ଭୋକ ଶୋଷ ରେ ଗତ 15 ଦିନ ବିତି ଗଲାଣି । ଅନ୍ଧାରରେ ଦିନ କାଟୁଛନ୍ତି ଶ୍ରମିକ । ଏମିତିରେ ଫସିଥିବା ଶ୍ରମିକ ମାନେ ବଞ୍ଚିବା ଅସମ୍ଭବ । ତଥାପି 41 ଜଣ ଶ୍ରମିକ ଟନେଲ ଭିତରେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି ।

ଆଉ ଏହାରି ମଧ୍ୟରେ ଆଶ୍ଚର୍ଯ୍ୟକର ଘଟଣା ସାମନା କୁ ଆସୁଛି । ଟନେଲ ଭିତରେ ମହାଦେବ ଶ୍ରମିକ ମାନଙ୍କୁ କୁଆଡେ ରକ୍ଷା କରୁଛନ୍ତି । ଶ୍ରମିକ ମାନଙ୍କ ମନରେ ଭଗବାନ ଶିବ ଶକ୍ତି ଭରୁଛନ୍ତି । ଆଉ ସେଥିପାଇଁ କୁଆଡେ ଶ୍ରମିକ ମାନେ ପୁରା ସୁସ୍ଥ ରହିଛନ୍ତି । ଏମିତି କହିବାର ଅର୍ଥ ହେଉଛି ଟନେଲ ଭିତରେ ଫସିଥିବା ଶ୍ରମିକ ମାନଙ୍କ ଆଗରେ ପ୍ରକଟ ହୋଇଛନ୍ତି ଭଗବାନ ଶିବ ଙ୍କ ଚିତ୍ର ଯାହା ବୟାନ କରୁଛି କି ଭଗବାନ ଶିବ ସ୍ଵପ୍ନ ଶ୍ରମିକ ମାନଙ୍କର ରକ୍ଷା କରୁଛନ୍ତି ।

ସେଠାରେ ଉପସ୍ଥିତ ଥିବା ଉଧାରକାରୀ ଦଳ ଏବେ ପୂଜା ଅର୍ଚ୍ଚନା ଆରମ୍ଭ କରି ସାରିଲେଣି । ଶ୍ରମିକ ମାନେ ଟନେଲ ରେ ଫସି ରହିଛନ୍ତି ସେହି ଟନେଲ ରେ ସାମନାରେ ଏମିତି ଚିତ୍ର ଆପେ ଆପେ ଆଙ୍କି ହୋଇ ଯାଇଛି ।  ଭଗବାନ ଏମିତିରେ ଜଣାଇଛନ୍ତି କି ସେ ଶ୍ରମିକ ମାନଙ୍କର ସୁରକ୍ଷା କରୁଛନ୍ତି । ସୂଚନା ଅନୁଯାୟୀ ଟନେଲ ବାହାରେ ରହିଛି ବୋଖନାଥ ଶିବ ଙ୍କ ମନ୍ଦିର ।

ଯେଉଁ ମନ୍ଦିର ପ୍ରଥମେ ଟନେଲ ବାହାରେ ଥିଲା । କିନ୍ତୁ ଟନେଲ ତିଆରି ପରେ ସେହି ମନ୍ଦିର କୁ ଭିତରକୁ ସ୍ଥାନାନ୍ତର କରା ଯାଇଥିଲା । ଆଉ ଏବେ ଟନେଲ ଭୁସୁଡି ପଡିଲା ସେତେବେଳେ ମନ୍ଦିର କୁ ବାହାର ରଖା ଯାଇଛି । କିନ୍ତୁ ବୋଖାନାଥ ଶିବ ଙ୍କ ମନ୍ଦିର ରୁ ପାଣି ବାହାରି ଟନେଲ ର କାନ୍ଥ ରେ ଏମିତି କିଛି ଚିତ୍ର ଆଙ୍କି ହୋଇ ଯାଇଛି । ଯାହା ଭଗବାନ ଶିବ ଙ୍କ ପରି ଦେଖା ଯାଉଛି ।

ଆଉ ଏମିତିରେ ଏବେ ଲୋକେ କହୁଛନ୍ତି ଭଗବାନ ଶିବ କୁଆଡେ ଶ୍ରମିକ ମାନଙ୍କର ରକ୍ଷା କରୁଛନ୍ତି । ଯଦି ଦେଖିବା ଏବେ ଯାଏଁ ଉଧାର ହୋଇପାରି ନାହାନ୍ତି ଶ୍ରମିକ । ବିଦେଶ ରୁ ଆସିଥିବା ଉଧାରକାରୀ ଟିମ ମଧ୍ୟ ଏ ଯାଏଁ ଏ ମିସନରେ ସଫଳ ହୋଇପାରି ନାହାନ୍ତି । ଆଉ କେତେ ଦିନ ଲାଗିବ ତାହା କେହି କହି ପାରିବେ ନାହିଁ । ଆହୁରି 4 ଦିନରୁ ଅଧିକ ସମୟ ବୋଧ ହୁଏ ହୁଏ ଲାଗିପାରେ ।

ତେବେ ଶ୍ରମିକ ମାନଙ୍କୁ ଖାଇବାକୁ ଦିଆ ଯାଉଛି ଓ ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରା ଯାଉଛି । ରାତି ସମୟରେ ସେମାନଙ୍କ ଠାରୁ ଅପଡେଟ ମଗା ଯାଇଛି । ଏବେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।