2021ରେ ଟିଭିର ଏହି ସବୁ ସେଲିବ୍ରେଟି Covid-19ରେ ହରେଇଲେ ନିଜର ଲୋକଙ୍କୁ

୨୦୨୦ ପରି ୨୦୨୧ ମଧ୍ୟ ସାଧାରଣ ଲୋକଙ୍କ ପରି ଟିଭି ଷ୍ଟାର ମାନଙ୍କ ପାଇଁ ବହୁତ ଦୁଃଖ ଭରା ରହିଲା । ଯେଉଁଠି କିଛି ଷ୍ଟାର ମାନେ ନିଜର ପରିସ୍ଥିତିକୁ ନେଇ ବ୍ୟସ୍ତ ଥିବା ବେଳେ ସେଇଠି କିଛି ଷ୍ଟାର ମାନଙ୍କ ଉପରୁ ମା, ବାପାଙ୍କ ଛାୟା ଉଠିଗଲା । ଟିଭି ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ନିଜ ମା, ବାପାଙ୍କୁ ହରେଇ ଛନ୍ତି । କାହାକୁ କ-ରୋ-ନା ଭୂ-ତା-ଣୁ ପାଇଁ ତ କାହାକୁ ଅନ୍ୟ କୌଣସି ରୋ-ଗ ପାଇଁ । ଆଜି ନିଜ ମା, ବାପାଙ୍କୁ ହରେଇବା ଦୁଃଖରେ ଟିଭି ଇଣ୍ଡଷ୍ଟ୍ରି ଶୋକ ପ୍ରକାଶ କରୁଛି । ଆଜି ଆମେ ସେମିତି କିଛି କଳାକାରଙ୍କ କଥା କହିବୁ ଯିଏ ତାଙ୍କ ମା, ବାପାଙ୍କୁ ହରାଇଛନ୍ତି ଏହି ବର୍ଷ ।

୧- ଶପଥ ସିରିୟଲରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅମର ବର୍ମାଙ୍କ ପାଇଁ ଏହି ବର୍ଷ ଅନେକ ଦୁଃଖ ଭରା ରହିଲା । କିଛି ଦିନ ପୁର୍ବରୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ତାଙ୍କ ମା’ଙ୍କର ନିଧନ ହୋଇଛି । ସେ କହିଲେ ତାଙ୍କ ମା କୈଳାସ ବର୍ମା ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ ନେଇଥିଲୁ କିନ୍ତୁ ସେଠାରେ ତାଙ୍କର ଦେ-ହା-ନ୍ତ ହୋଇଥିଲା ।

୨- ସବୁଠାରୁ ଅଧିକ ଚର୍ଚ୍ଚା ଏବଂ ରିଆଲିଟି ସୋ ବିଗ୍ ବସ୍ ସିଜନ୍ ୧୪ ଭାଗ ନେଇଥିବା ଅଭିନେତ୍ରୀ ନିକିତା ନିକି ତମ୍ବୋଲି ଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛି । ସେ ନିଜ ମାତା ପିତାଙ୍କୁ ତ ହରାଇ ନାହାଁନ୍ତି କିନ୍ତୁ ସେ ତାଙ୍କ ଭାଇ ଜତୀନକୁ ହରାଇ ଦେଇଛନ୍ତି । ତାଙ୍କ ଭାଇକୁ କିଛି ଦିନ ତଳେ କ-ରୋ-ନାର ଶି-କା-ର ହୋଇଥିଲେ । ଚିକିତ୍ସାଳୟରେ ସମସ୍ତ ପ୍ରକାର ଚେଷ୍ଟା ପରେ କ-ରୋ-ନା ଭଳି ମ-ହା-ମା-ରୀ ରୋ-ଗ ତାଙ୍କୁ ଜୀବନ ବାଜିରେ ହାରିବାକୁ ବାଧ୍ୟ କରିଦେଲା ।

୩- ସିରିୟଲ ବହୁ ହାମାରି ରଜନିକାନ୍ତରେ ଅଭିନେତ୍ରୀ ରିଧିମା ପଣ୍ଡିତଙ୍କ ନାମ ଏଥିରେ ସାମିଲ ଅଛି । ଯାହାଙ୍କ ଉପରୁ ୨୦୨୧ ମସିହାରେ ମାର ଛାୟା ଉଠିଗଲା । ରିଧିମା ପଣ୍ଡିତଙ୍କ ମା ଜୟଶ୍ରୀଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଗଲା ଏବଂ ସେ କ-ରୋ-ନାର ଚାପରେ ଆସିଗଲେ । ଖାଲି ଏତିକି ନୁହେଁ ସେ ଅନେକ ଦିନ ହେବ କିଡନୀ ସମସ୍ୟା ମଧ୍ୟ ଥିଲେ ଯେଉଁଥିପାଇଁ ତାଙ୍କୁ ନାନାବତି ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ଜୟଶ୍ରୀ ଜୀବନ ଯୁ-ଦ୍ଧରେ ହାରିଗଲେ ।

୪- ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରତିଭାଶାଳୀ ଅଭିନେତା ପରସ କଳ୍ନାୱତ୍ ପାଇଁ ମଧ୍ୟ ଏହି ବର୍ଷ ଦୁଃଖ ଦାୟକ ପ୍ରମାଣ ହେଲା । ତାଙ୍କ ବାପା ଭୂଷଣ କଳ୍ନାୱତ୍ ୨୮ ମାର୍ଚ୍ଚରେ ତାଙ୍କ ହାତ ଛାଡ଼ିବାକୁ ପଡ଼ିଲା । ଭୂଷଣ କଳ୍ନାୱତ୍ କ-ରୋ-ନା ଭଳି ମ-ହା-ମା-ରୀ ରୋ-ଗରୁ ବଞ୍ଚିଗଲେ କିନ୍ତୁ ହୃଦରୋ-ଗ ଭଳି ସମସ୍ୟାରୁ ବଞ୍ଚି ପାରିଲେ ନାହିଁ ।

୫- ହିନା ଖାନ୍ କୈାଣସି ପ୍ରୋଜେକ୍ଟ କାମ ପାଇଁ କାଶ୍ମୀର ଯାଇଥିଲେ କିନ୍ତୁ ମୁମ୍ବାଇରେ ଥିବା ବାପା ଅସଲମ୍ ଖାନଙ୍କ ଦେ-ହା-ନ୍ତ ହୋଇଥିଲା ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।