TMKOCର ଅଭିନେତା ଟପୁ (Bhavya )ଙ୍କ ବାପା ପାଇଁ 500 Call ଓ ଅନୁରୋଧ ପରେ ବି ମିଳି ନଥିଲା Bed, ପୁରା ଘଟଣା ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ତାରକ୍ ମେହତାକା ଉଲଟା ଚଷମା ସିରିୟଲର ଚରିତ୍ର ଟପୁ ଆଜି ଆଉ ନାହାଁନ୍ତି । ଏମିତି ନୁହେଁ ସେ ଗୋଟିଏ ଦିନରେ ବେମାର ପଡ଼ିଗଲେ ଏବଂ ଚାଲିଗଲେ । ଭୈବ୍ୟ ଗାନ୍ଧୀ ଯିଏ ତାରକ୍ ମେହତାକା ଉଲଟା ଚଷମା ଟପୁର ପିଲାବେଳ ଚରିତ୍ରକୁ ଲିଭାଉ ଥିଲେ ତାଙ୍କ ବାପାଙ୍କ ମୃ-ତ୍ୟୁ ଖବର କାଲି ୨ ଦିନ ପୂର୍ବରୁ ଆସିଥିଲା କିନ୍ତୁ ଯେଉଁଭଳି ଏହି ଦୁଃଖଦାୟକ ଘଟଣା ଘଟିଛି ଆପଣ ଜାଣି ମଧ୍ୟ ଆଚମ୍ବିତ ହେବେ । କେଉଁ ଭଳି ଭୈବ୍ୟ ଏବଂ ତାଙ୍କ ମାଙ୍କୁ ହସ୍ପିଟାଲରେ ନିବେଦନ କରିଥିଲେ ଏବଂ ହାତ ଯୋଡ଼ି ଥିଲେ ଏହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା ।

ଭୈବ୍ୟ ଗାନ୍ଧୀଙ୍କ ସ୍ତ୍ରୀ ମିଡ଼ିଆ ସାମ୍ନାରେ କହିଥିଲେ ଏହା କୈାଣସି ଗୋଟିଏ ଦିନର କଥା ନୁହେଁ ବରଂ ୧ ମାସରୁ ଉର୍ଦ୍ଧ୍ବ ଏହି ଘଟଣା । ଏକ ମାସ ପୁର୍ବରୁ ପ୍ରଥମେ ତାଙ୍କୁ ଦେହ ଦରଜ ହେଲା, ଜର ହେଲା ଏହା ପରେ ତାଙ୍କର ଯାଞ୍ଚ କରାଯାଇଥିଲା ଏବଂ ସିଟି ଯାଞ୍ଚ ମଧ୍ୟ କରିଥିଲେ । ଏହା ପରେ ତାଙ୍କ ରିପୋର୍ଟରେ ସଂ-କ୍ର-ମ-ଣ ଆସିଲା ଯେଉଁଥିପାଇଁ ଡାକ୍ତର ତାଙ୍କୁ ଔଷଧ ଦେଇ ଅଲଗା ହୋଇ ରହିବାକୁ କହିଲେ । ଏହା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ କୈାଣସି ପରିବର୍ତ୍ତନ ଆସିଲା ନାହିଁ ।

ସେ ପୁଣି ଥରେ ତାଙ୍କର ସିଟି ଯାଞ୍ଚ କଲେ ଏବଂ ଜଣାପଡ଼ିଲା ସଂ-କ୍ର-ମ-ଣ ଦୁଇଗୁଣ ବଢ଼ି ଯାଇଛି, ଏବେ ତାଙ୍କୁ ଶିଘ୍ର ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ । ୫୦୦ ରୁ ଊର୍ଦ୍ଧ୍ବ କଲ୍ କରିଥିଲେ ମୁମ୍ବାଇରେ କିନ୍ତୁ କୈାଣସି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ପାରିଲା ନାହିଁ । ହସ୍ପିଟାଲ ମାନଙ୍କରେ କହିବା କଥା ବି,ଏମ୍,ସି ରେଜିଷ୍ଟ୍ରି ବିନା ସେ ହସ୍ପିଟାଲରେ ଭର୍ତ୍ତି କରାଇ ପାରିବେ ନାହିଁ । ଏହାପରେ ଭୈବ୍ୟର ମ୍ୟାନେଜର ନିଜର ଲୋନ ଦ୍ବାରା ଦାଦରର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଇଠି ସେ ଦୁଇ ଦିନ ରହିଲେ । ଏହାପରେ ଡାକ୍ତର କହିଲେ ତାଙ୍କୁ ଆଇସିୟୁ ର ଦରକାର ପଡ଼ିପାରେ ।

କିନ୍ତୁ ଯେଉଁ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ ସେଇଠି ଆଇସିୟୁ ନଥିଲା । ଏହାପରେ ସେ ଆଇସିୟୁ ବାଲା ହସ୍ପିଟାଲକୁ କଲ୍ କଲେ । ସମସ୍ତ ପ୍ରକାର ଚେଷ୍ଟା ପରେ ଶେଷରେ ଭୈବ୍ୟ ଗାନ୍ଧୀଙ୍କ ତାଙ୍କ ସାଙ୍ଗ ଜରିଆରେ ଗୋଟିଏ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କଲେ । ଏହାପରେ ଭୈବ୍ୟଙ୍କ ବଡ଼ଭାଇ ଏବଂ ଭାଉଜଙ୍କୁ ମଧ୍ୟ କରୋନା ହୋଇଗଲା ଯେଉଁଥିପାଇଁ ତାଙ୍କୁ ଅଲଗା ରହିବାକୁ ପଡିଲା । ସେଇଠି ଭୈବ୍ୟ ଏକା ନିଜ ବାପାଙ୍କ ଧ୍ୟାନ ରଖୁଥିଲେ । ସଂ-କ୍ର-ମ-ଣର ଇଞ୍ଜେକସନ ପାଇଁ ଭବ୍ୟଙ୍କୁ ୬ଟି ଆଣିବାକୁ କୁହାଗଲା ଯାହାର ମୂଲ୍ୟ ୮ଟି ସହ ସମାନ ଥିଲା ।

ଏହାପରେ ସେ ୨ଟି ଟକ୍ସିନ୍ ନାମକ ଇଞ୍ଜେକସନ ଆଣିବାକୁ କହିଲେ ଯାହା ଭାରତରେ ମିଳେନାହିଁ । ଏହାପରେ ସେହି ଇଞ୍ଜେକସନ ଦୁବାଇରୁ ମଗାଇଲେ ଯାହାର ମୂଲ୍ୟ ୪୫ ହଜାର ଥିଲା ବେଳେ ତାକୁ ୧ଲକ୍ଷ କହି ନେଲେ । ତଥାପି ତାଙ୍କ ସ୍ବାସ୍ଥ୍ୟରେ କୈାଣସି ପରିବର୍ତ୍ତନ ହେଲାନାହିଁ । ଏହାପରେ ଭୈବ୍ୟଙ୍କ ମା ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ନେଲେ ହେଲେ ସେଇଠି ତାଙ୍କୁ ଅନେକ ଅନୁରୋଧ କଲେ, ହାତ ଯୋଡିବା ପରେ ତାଙ୍କୁ ଭର୍ତ୍ତି କରାଗଲା କିନ୍ତୁ ୧୫ ଦିନ ପରେ ତାଙ୍କ ବାପାଙ୍କ ଦେ-ହା-ନ୍ତ ହୋଇଗଲା ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।