ଆଜି କାଲି ର ଯୁବା ପିଢୀଙ୍କ ଗୋଟେ ହିଁ ସ୍ବପ୍ନ କି କିପରି ଭଲ ପାଠ ପଢି ହେବେ IAS ଅଫିସର୍ । କିନ୍ତୁ IAS ଅଫିସର୍ ହେବା ଏତେ ସହଜ ନୁହଁ ଏଥି ପାଇଁ ବହୁତ୍ ପରିଶ୍ରମ ଏବଂ ବହୁତ୍ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷା ପାସ କରିବା ଯେତିକି କଠିନ ତା ଠାରୁ ଏହାର ଇଂଟର୍ବିୟୁ ପାସ କରିବା ଆହୁରି କଠିନ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣି ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କୁ ଏହା ର କିଛି ପ୍ରଶ୍ନ ଏବଂ ଉତ୍ତର ଦେବୁ ଯାହା ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।
ପ୍ରଶ୍ନ ୧
ତାହା କେଉଁ ପଦାର୍ଥ ଅଟେ ଯାହା ନିଆଁ ରେ ବି ଜଳେ ନାହିଁ ।
ଉତ୍ତର – ଏସ୍ବେଷ୍ଟସ
ପ୍ରଶ୍ନ ୨
ତାହା କେଉଁ ଫୁଲ ଅଟେ ଯାହା ୧୨ ବର୍ଷରେ ଗୋଟିଏ ଥର ଫୁଟିଥାଏ ।
ଉତ୍ତର – ନୀଳ କୁରୁଞ୍ଜି
ପ୍ରଶ୍ନ ୩
ଏମିତି କେଉଁ ପଶୁ ଅଛି ଯିଏ ୩୦ ଫୁଟ ଲମ୍ବ ପର୍ଯ୍ୟନ୍ତ ଡେଇଁପାରେ ?
ଉତ୍ତର- କଙ୍ଗାରୁ
ପ୍ରଶ୍ନ ୪
ତାହା କେଉଁ ପ୍ରାଣୀ ଅଟେ ଯାହାର କାନ ଓ ଫୁସଫୁସ ନଥାଏ ?
ଉତ୍ତର- ପିମ୍ପୁଡି
ପ୍ରଶ୍ନ ୫
ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।
ଉତ୍ତର- ଆଖି
ପ୍ରଶ୍ନ ୬
ତାହା କେଉଁ ପ୍ରାଣୀ ଅଟେ ଯାହାକୁ ସବୁ ଜିନିଷ ଦୁଇ ଗୁଣା ଦେଖା ଯାଇଥାଏ ।
ଉତ୍ତର- ହାତୀ
ପ୍ରଶ୍ନ ୭
ତାହା କେଉଁ ପାହାଡ ଅଟେ ଯିଏ ପ୍ରତିଦିନ ନିଜର ରଙ୍ଗ ବଦଳାଇଥାଏ ?
ଉତ୍ତର – ଆୟର୍ସ ପାହାଡ
ପ୍ରଶ୍ନ ୮
ମଣିଷ ମୁଣ୍ଡରେ ହାରାହାରି କେତେ ବାଳ ଥାଏ ?
ଉତ୍ତର – ୧ ଲକ୍ଷ ରୁ ଦେଢ ଲକ୍ଷ
ପ୍ରଶ୍ନ ୯
ତାହା କେଉଁ ପ୍ରାଣୀ ଅଟେ ଯିଏ ଆଖି ବନ୍ଦ କଲେ ମଧ୍ୟ ଦେଖିପାରେ ?
ଉତ୍ତର – ଓଟ
ପ୍ରଶ୍ନ ୧୦
ଏମିତି କୌଣସି ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସିଥାଏ ଏବଂ ୨୪ ଘଣ୍ଟା ରେ ଚାଲି ଯାଇଥାଏ ?
ଉତ୍ତର:- ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଉଛି “ତାରିଖ” ।
ପ୍ରଶ୍ନ ୧୧
ଆପଣ ଗୋଟେ ହାତୀ କୁ ଗୋଟେ ହାତରେ କେମିତି ଉଠାଇବେ ?
ଉତ୍ତର:- ଏହି ପ୍ରଶ୍ନ ର ଉତ୍ତର ଟିକେ ହଟକେ ଏହାର ଉତ୍ତର ହେଉଛି ହାତୀର ହାତ ନଥାଏ ।
ପ୍ରଶ୍ନ ୧୨
AM ଓ PM ର Full Form କଣ ଅଟେ ?
ଉତ୍ତର- AM- Ante Meridiem
PM- Post Meridiem
ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।