11 ବର୍ଷର କୁନି ଝିଅ କମାଉଛନ୍ତି କୋଟି କୋଟି ଟଙ୍କା, କେମିତି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ 

ନମସ୍କାର ବନ୍ଧୁଗଣ, କୁନି ଝିଅଟି ତା ବାପା ମାଆ ଙ୍କ କୋଳ ଖୋଜିଥାଏ ଦୁନିଆ କଣ ଜାଣିନଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏହାର ଓଲଟା ଏକ ଝିଅ ସମ୍ପର୍କରେ ଜଣାଇବୁ । ଯିଏ ମାତ୍ର ୧୧ ବର୍ଷ ବୟସରେ ନିଜେ ରୋଜଗାର କରି କମାଉଛନ୍ତି ମାସକୁ କୋଟି କୋଟି ଟଙ୍କା । ତେବେ ଏତେ ଛୋଟ ଝିଅଟି ଏଭଳି କେଉଁ କାର୍ଯ୍ୟ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ପାଖକୁ ମାସକୁ କୋଟି କୋଟି ଟଙ୍କା ଆସୁଛି । ତେବେ ଆସନ୍ତୁ ଜାଣିବା ଏହା ସହ ଜଡିତ ଥିବା ଅଧିକ ଖବର ସମ୍ପର୍କରେ ।

Pixie Curtis ନାମକ ଜଣେ ଏଗାର ବର୍ଷର ଝିଅ ମାସକୁ ଏକ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । pixie ଏକ କମ୍ପାନୀ ଚଳାଉଛନ୍ତି । ସେହି କମ୍ପାନୀର ନାମ ହେଉଛି pixie Pixis । ଏହା ଏକ ଅନଲାଇନ କମ୍ପାନୀ ଅଟେ । ଏହି କମ୍ପାନୀ ଅନେକ ପ୍ରକାରର ହେୟାର ବୋ ଏବଂ ହେୟାର ବ୍ୟାଣ୍ଡ ବିକ୍ରି କରିଥାଏ ।

ଲୋକଙ୍କୁ ଏହି କମ୍ପାନୀର ସମସ୍ତ ଜିନିଷ ଲୋକଙ୍କୁ ବେସ ପସନ୍ଦ ଆସୁଛି । ତେଣୁ ଏହି କମ୍ପାନୀ ବହୁତ ଅଧିକ ଲାଭବାନ ହେଉଛି । pixieଙ୍କୁ ତାଙ୍କର ଏହି କମ୍ପାନୀ ତାଙ୍କ ମାଆ rasxiଙ୍କ ଠାରୁ ମିଳିଛି । rasxi ମିଡିଆ ସାମ୍ନାରେ ଆସି କହିଛନ୍ତି pixie ବର୍ତ୍ତମାନ ତାଙ୍କ ପାଠ ପଢାରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।

ହାଇସ୍କୁଲ ପାଇଁ ପ୍ରସ୍ତୁତି କରୁଛନ୍ତି ତେଣୁ ସେ ଏବେ ପାଠ ପଢା ସାରିବା ନାହିଁ ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । pixie ଗତ ତିନି ବର୍ଷ ହେବ ଏହି କମ୍ପାନୀ ଚଳାଇ ଆସୁଥିଲେ । କିନ୍ତୁ ଏବେ ସେ ତାଙ୍କ ଧ୍ୟାନ ପାଠ ପଢା ପ୍ରତି କେନ୍ଦ୍ରୀଭୂତ କରିବା ପାଇଁ ଚହୁଁଛନ୍ତି । ଏହି କାରଣ ପାଇଁ pixie ବର୍ତ୍ତମାନ ତାଙ୍କ କାମରୁ ରିଟାୟାର୍ଡ ନେଉଛନ୍ତି ।

pixie ନିଜ କମ୍ପାନୀର ଜିନିଷ ସବୁକୁ ଇନଷ୍ଟାଗ୍ରାମରେ ଅପଲୋଡ କରନ୍ତି । ଆଉ ସେଠାରୁ ଲୋକମାନେ ସେହି ଜିନିଷକୁ ପସନ୍ଦ କରି ଅର୍ଡର ମଧ୍ୟ କରନ୍ତି । pixie ତାଙ୍କ ଜନ୍ମଦିନରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ । କାରଣ ତାଙ୍କ ମାଆ ତାଙ୍କୁ ମରସିଡିକ୍ସ କାର ଉପହାର ଦେଇଥିଲେ । ଏହାପରେ ସେ ଚର୍ଚ୍ଚାକୁ ଆସିଲେ ।