ଏବେ ବହୁତ ବଡ ହେଇ ସାରିଛନ୍ତି ଟିଭି ସୋ ‘ତାରକ ମେହତା କା ଉଲ୍ଟା ଚଷମା’ ର ଛୋଟ ସୋନୁ

ସବ ଟିଭି ରେ ଆସୁଥିବା ସୋ ‘ତାରକ ମେହତା କା ଉଲ୍ଟା ଚଷମା’ ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ । ଆଜି ଆମେ ଏହି ସୋ ରେ ନଜର ଆସୁଥିବା ଛୋଟ ଝିଅ ଶୋନୁ ବିଷୟରେ କଥା ହେବା । ଆପଣଙ୍କୁ ଶୋନୁ ତ ନିଶ୍ଚୟ ମନେ ଥିବ । କିନ୍ତୁ କହିଦେଉଛୁ କି ଏହି ଝିଅ ଏବେ ଆଉ ଛୋଟ ହେଇ ନାହାଁନ୍ତି ବରଂ ବହୁତ ବଡ ହୋଇ ସାରିଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି ଯାହାକୁ ଦେଖି କେହି ବି ତାଙ୍କ ଦିବାନା ହେଇଯିବେ । ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ତେବେ ଚାଲନ୍ତୁ ଜାଣିବା ଶୋନୁ ଚରିତ୍ର କରିଥିବା ଏହି ଝିଅର ପ୍ରକୃତ ନାମ କଣ ଅଟେ ? କିଏ ଅଟେ ଏହି ଝିଅ ? ଆପଣଙ୍କୁ କହି ଦେଉଛୁ କି ତାରକ ମେହତା କା ଉଲ୍ଟା ଚଷମା ରେ ଶୋନୁ ର ଅଭିନୟ କରିଥିବା ଏହି ଝିଅର ଅସଲ ନାମ ହେଉଛି ଝିଲମିଲ ମେହତା । ଝିଲମିଲ ନିଜ କ୍ଯାରିରର ଆରମ୍ଭ ଏହି ସୋ ରୁ କରିଥିଲେ । ଯାହା ପାଇଁ ତାଙ୍କୁ ବହୁତ ପପୁଲରିଟୀ ମିଳିଲା ।

କହି ଦେଉଛୁ କି ଝିଲମିଲ ମେହତା 2013 ରେ ହିଁ ଏହି ସୋ ତାରକ ମେହତା କା ଉଲତା ଚଷମା କୁ ଅଧାରେ ହିଁ ଛାଡି ଦେଇଥିଲେ । ସୂଚନା ଅନୁସାରେ ସେ ନିଜର ପଠା ପୁରା କରିବା ପାଇଁ ଏହି ସୋ କୁ ଛାଡି ଦେଇଥିଲେ । ଯେତେବେଳେ ସେ ଏହି ସୋ କୁ ଛାଡିଲେ ସେ ମାତ୍ର 13 ବର୍ଷର ଥିଲେ । ଯେଉଁ କାରଣରୁ ତାଙ୍କର ମାତାପିତା ଝିଲମିଲ ଙ୍କ ପାଠ ପଢାକୁ ପୁରା କରିବା ଅଧିକ ଜରୁରୀ ଭାବିଲେ ।

ଝିଲମିଲ ଏବେ କାଫି ବଡ ହୋଇ ଯାଇଛନ୍ତି ଓ ସେ ଗତ ୭ ବର୍ଷରୁ ଲୋକଙ୍କ ନଜରରୁ ଦୂରରେ ଥିଲେ । କିନ୍ତୁ ଏବେ ତାଙ୍କର ଲାଟେଷ୍ଟ ଫଟୋ ସାମ୍ନା କୁ ଆସିଛି ଯେଉଁଥିରେ ସେ କାଫି ବଡ ହୋଇ ସାରିଛନ୍ତି । ଆପଣଙ୍କୁ କହି ଦେଉଛୁ କି ଏବେ ସୋସିଆଲ ମିଡିଆରେ ଝିଲମିଲଙ୍କ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।

ନିଜର ଏହି ଫଟୋରେ ସେ କୌଣସି ବଲିଉଡ ଆକ୍ଟ୍ରେସଙ୍କ ଠାରୁ କମ ଲାଗୁ ନାହାଁନ୍ତି । ଝିଲମିଲ ଏହି ସବୁ ଫଟୋ ରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ଝିଲମିଲ ଏକ ଟାଟୁ ବି ବନେଇଛନ୍ତି ଯାହା ପରେ ତାଙ୍କୁ ଇଣ୍ଟର୍ନେଟ ରେ ଖୁବ ଦେଖା ଯାଉଛି ।

କହି ଦେଉଛୁ କି ଝିଲମିଲ ନିଜ ପଢା ସହିତ ବି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ସେ ପ୍ରାୟତଃ ନିଜ ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟ ରୁ ଶେୟାର କରିଥାନ୍ତି । ଯାହାକୁ ଲୋକ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।