ସୁଶାନ୍ତଙ୍କ କେଶରେ ବଡ଼ ଖୁଲାସା, ନିଜ ଜାଲରେ ଫସିଗଲେ ପିଠାନି, ନିରଜ କହିଦେଲେ ସବୁ ସତ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ CBI କୁ ମିଳିଲା ସବୁଠାରୁ ବଡ଼ କ୍ଳୁ, ଏବେ ଆମେ କହି ମଧ୍ୟ ପରିବା କି CBI ସୁଶାନ୍ତ ର ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚିସାରିଛି । କେବଳ ଡିକ୍ଲାର କରିବା ବାକି ରହିଛି । କାରଣ ମୁମ୍ବାଇ ରେ ଯେଉଁ ସତ CBI କୁ ଜଣା ପଡିଛି ତାହା ସବୁ କିଛି କହିଦେଇଛି । ୨୨ ଅଗଷ୍ଟ ରେ ସୁଶାନ୍ତ ଙ୍କ ଫ୍ଲାଟ୍ ରେ ରହୁଥିବା ସିଦ୍ଧାର୍ଥ ପଠାନି ଏବଂ ନିରଜ ଙ୍କୁ ଯାଞ୍ଚ୍ କରାଯାଇଥିଲା ଯାହା ଦ୍ଵାରା ସେ ସବୁ କିଛି କହିଦେଇଥିଲେ ।

ଦୁଇ ଜଣଙ୍କ ବୟାନ ରେ ବହୁତ କଥା ଅଲଗା ଥିଲା ବୋଲି CBI ଜାଣିପାରିଥିଲା । ୨୩ ଅଗଷ୍ଟ ରେ ପୁଣି ୨ ଜଣଙ୍କୁ ଆମ୍ନ ସନ୍ମା କରିଥିଲା CBI ଏବଂ ନିଜର ଯାଞ୍ଚ୍ ଆରମ୍ଭ କରିଥିଲା । ତାପରେ ଯେଉଁ ସତ ସାମ୍ନାକୁ ଆସିଲା ତାହା ସିଧା ସୁଶାନ୍ତ ଙ୍କ ହତ୍ୟାକାରୀ ପର୍ଯ୍ୟନ୍ତ ପହଞ୍ଚିଲା । କେମିତି ପିଠାନୀ ନିଜ ଜାଲରେ ହିଁ ଫସି ଯାଇଥିଲେ । ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ରହସ୍ୟ ପାଇଁ CBI ର ଟିମ୍ ଲଗାତାର ଯାଞ୍ଚ୍ କରିଚାଲିଛି । ସିଦ୍ଧାର୍ଥ ପଠାନୀ ଏବଂ ନୀରଜ କୁ CBI ନିଜ ସହିତ ଯାଞ୍ଚ୍ କରିବା ପାଇଁ ନେଇଥିଲା । ଯେଉଁ କାମ ମୁମ୍ବାଇ ପୋଲିସ ୨ ମାସରେ କରିପାରିଲାନି ସେହି କାମ CBI କେବଳ ୨ ଦିନରେ କରିଦେଖାଇଛି । ନିରଜ ଏବଂ ପୀଠାନି ଙ୍କ ବୟାନ ରୁ ହିଁ ପୁରା ମାମଲା ସାମ୍ନାକୁ ଆସିଛି । CBI ପ୍ରଥମେ ସୁଶାନ୍ତ ଙ୍କ ଚାକର ନିରାଜ୍ କୁ ପଚରା ଉଚୁରା କରିଥିଲେ ଏବଂ ନୀରାଜ ଙ୍କୁ ସେଦିନ କଣ ହୋଇଥିଲା ତାହା କହିବାକୁ କହିଥିଲେ ।

ନିରଜ କହିଥିଲା ସୁଶାନ୍ତ ସିଂ ରାଜପୁତ ସେଦିନ ଖରାବେଳେ ଖିଚିଡି ଖାଉଥିଲେ ଏବଂ ରାତିରେ ମାଙ୍ଗୋ ସେକ୍ ପିଇଥିଲେ ଆଊ କିଛି ଖାଇନଥିଲେ । ତାପରଦିନ ସୁଶାନ୍ତ ଜଲ୍ଦୀ ଉଠିପଡିଥିଲେ ସେତେବେଳେ ନୀରାଜ କୁକୁର କୁ ବୁଲାଇଅନିଥିଲେ ତାପରେ ସୁଶାନ୍ତ ତାଙ୍କୁ ଥଣ୍ଡା ପାଣି ମାଗିଥିଲେ, ତାପରେ ସୁଶାନ୍ତ ନଡ଼ିଆ ପାଣି ଏବଂ ଡାଳିମ୍ବ ଯୁସ୍ ମଧ୍ୟ ନେଇଥିଲେ ତାପରେ ସେ କବାଟ ଦେଇଦେଇଥିଲେ ଯେତେବେଳେ ସୁଶାନ୍ତ ଯୁସ ନେଇଥିଲେ ସେତେବେଳେ ନିରଜ୍ ଏବଂ କୁକ ଜଳଖିଆ ଖାଉଥିଲେ ତଳ ଫ୍ଲୋର ରେ ।

ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ଙ୍କ ଫ୍ଲୋର ରେ ଥିଲେ ସେଥିପାଇଁ ନୀରଜ୍ ବାରମ୍ବାର ପିଠାନୀ ଙ୍କୁ କହିଥିଲେ ସୁଶାନ୍ତ ଙ୍କୁ ଫୋନ କରିବା ପାଇଁ କିନ୍ତୁ ପିଠାନୀ ବହୁତ୍ ସମୟ ପରେ ଫୋନ କରିଥିଲେ । ଏବଂ ଯେତେବେଳେ ସୁଶାନ୍ତ ଫୋନ ଉଠାଇନଥିଲେ ସେତେବେଳେ ପିଠାନି ଆଊ ଥରେ ଫୋନ ମଧ୍ୟ କରିନଥିଲେ । ବର୍ତମାନ ପିଠାନୀ ଙ୍କ ମିଛ ଧରା ପଡ଼ିଯାଇଛି । ପିଠାନୀ ଙ୍କୁ ଯେତେବେଳେ CBI ପଚାରିଥିଲେ ସେତେବେଳେ ସେ କହିଥିଲେ କି ସୁଶାନ୍ତ ରୁମ ବନ୍ଦ କରିବା ବେଳେ ସେ ତଳ ଫ୍ଲୋର ରେ ଥିଲେ ।

କିନ୍ତୁ ଚାକର କହିଥିଲା କି ପିଠାନୀ ଉପରେ ଥିଲେ ମାନେ ସିଦ୍ଧାର୍ଥ ପିଠାନୀ ମିଛ କହିଥିଲେ । ପିଠାନୀ କହିଛନ୍ତି କି ଯେତେବେଳେ ସୁଶାନ୍ତ କବାଟ ଖୋଲିଲେ ନାହିଁ ସେତେବେଳେ ସେ ସଙ୍ଗେ ସଙ୍ଗେ ତାଙ୍କୁ ଫୋନ କରିଥିଲେ । କିନ୍ତୁ ଚାକର କହିଥିଲା କି ବାରମ୍ବାର କହିବାପରେ ସିଦ୍ଧାର୍ଥ ପିଠାନି ଥରେ ଫୋନ କରିଥିଲେ । ପିଠାନି କହିଥିଲେ କି ୧୩ ଜୁନ ରାତି ୧:୩୦ ରେ ସେ ସୁଶାନ୍ତ ଙ୍କ ରୁମ କୁ ଯାଇଥିଲେ ଏବଂ କଥା ମଧ୍ୟ ହୋଇଥିଲେ କିନ୍ତୁ ସୁଶାନ୍ତ ଙ୍କ ପଡୋଶୀ ବୟାନ ଦେଇଛନ୍ତି କି ସୁଶାନ୍ତ ଙ୍କ ଘର ର ଲାଇଟ୍ ରାତି ୧୧ ଟାରୁ ବନ୍ଦ ହୋଇଯାଇଥିଲା ।

ପିଠାନି ଙ୍କ ମିଛ ରୁ ବହୁତ୍ କିଛି ସାମ୍ନା କୁ ଆସିଯାଇଛି । CBI କୁ ଯେତେବେଳେ ୨ ଜଣଙ୍କ ବୟାନ ରେ ଭାରି ଅନ୍ତର ଦେଖାଗଲା ସେତେବେଳେ CBI ଦୁଇଜଣଙ୍କୁ ଅମ୍ନା ସାମ୍ନା କରି ପଚରା ଉଚୁରା କରିଥିଲେ ଏବଂ ସେଠି ମଧ୍ୟ ସିଦ୍ଧାର୍ଥ ପିଠାନି ର ବହୁତ ମିଛ ଧରା ପଡ଼ିଥିଲେ । ଖବର ଅନୁସାରେ ପିଠାନୀ CBI ଙ୍କ ସାମ୍ନାରେ କାନ୍ଦିବାକୁ ଲାଗୁଥିଲା । CBI ଙ୍କୁ ଏହା ଜଣା ପଡ଼ିସାରିଛି କି ସୁଶାନ୍ତ ନିଜ ଇଛାରେ ଆତ୍ମହତ୍ୟା କରିନାହାନ୍ତି । ସୁଶାନ୍ତ ଙ୍କ ମୃତ୍ୟୁ କୁ ଅଢେଇ ମାସ ହୋଇସାରିଲାଣି କିନ୍ତୁ ଦୋଷୀ ଏବେ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । CBI ନିଜର ତଦନ୍ତ ବହୁତ ଭଲ ଭାବେ କରିଚାଲିଛି । CBI କହିଛିି ବହୁତ ଶୀଘ୍ର ସୁଶାନ୍ତ ଙ୍କ କେଶ ସଲଭ ହେବାକୁ ଯାଉଛି ଏବଂ ଦୋଷୀ କୁ ଦଣ୍ଡ ମିଳିବାକୁ ଯାଉଛି । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।