ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ କେବେ ସାମ୍ନାକୁ ଆସିବ? ତେଜ ହେଲା ଯାଞ୍ଚ, ରିୟାଙ୍କୁ ଜେରା କଲା CBI ପଚାରିଲା ଏହି ସବୁ ପ୍ରଶ୍ନ

ସୁଶାନ୍ତ ଙ୍କ କେଶ ରେ CBI ର ଯାଞ୍ଚ୍ ଖୁବ ଜୋର ସୋର ରେ ଚାଲିଛି । ସୁଶାନ୍ତ ରହିଥିବା ଫ୍ଲାଟ୍ ର ଚାକର ଏବଂ ସିଦ୍ଧାର୍ଥ ପିଠାନି ଙ୍କୁ ପଚରା ଉଚୁରା କରିଛି CBI । CBI ରିୟା ଙ୍କୁ ଯେକୌଣସି ମୁହୂର୍ତ୍ତରେ ଯାଞ୍ଚ ପାଇଁ ଡକାଇପାରେ । ଖବର ମିଳିଛି କି CBI ଆଜି ରିୟା କୁ ପଚରା ଉଚୁରା ପାଇଁ ଡକାଇବ । ରିୟା ଙ୍କୁ CBI ର ସାମ୍ନା କରିବାକୁ ପଡ଼ିବ । ଏହା ପୂର୍ବରୁ ରିୟା ୨ ଥର Ed ଙ୍କ ପାଖକୁ ପଚରା ଉଚୁରା ପାଇଁ ଯାଇ ସାରିଲେନି । ରିୟା ଙ୍କ ସହିତ ତାଙ୍କ ଭାଇ ଏବଂ ପିତା ମଧ୍ୟ ଯାଇଥିଲେ । ରିୟା ଙ୍କୁ ଯାଞ୍ଚ୍ କରିବା ସମୟରେ CBI କଣ କଣ ପ୍ରଶ୍ନ କରିବ ଚାଲନ୍ତୁ ଜାଣିବା ।

ସୁଶାନ୍ତ ଙ୍କ ସହିତ ତୁମର ସମ୍ପର୍କ କେମିତି ଥିଲା?

କଣ ସୁଶାନ୍ତ ଡୀପ୍ରେଶନ୍ ରେ ଥିଲେ?

୮ ଜୁନ ରେ ସୁଶାନ୍ତ ଙ୍କ ଘର ଛାଡ଼ି ତୁମେ କାହିଁକି ଯାଇଥିଲ?

କଣ ସୁଶାନ୍ତ ଆଊ ତମର ଝଗଡ଼ା ହୋଇଥିଲା?

ସୁଶାନ୍ତ ଙ୍କ ଘରୁ ଯିବା ପରେ ତୁମେ ସୁଶାନ୍ତ ଙ୍କ ସହିତ କଥା ହେଇଥିଲ କି ନାହିଁ?

ଶେଷ ଥର ପାଇଁ ସୁଶାନ୍ତ ଙ୍କୁ ଫୋନ କେବେ କରିଥିଲ?

ସୁଶାନ୍ତ ଙ୍କ ଆକାଉଣ୍ଟ୍ ରୁ ପଇସା କୁଆଡେ ଗଲା?

କଣ ତୁମେ ଦୁଇ ଜଣ ବିବାହ କରିବାକୁ ଯାଉଥିଲ?

ସୁଶାନ୍ତ ଙ୍କ ପରିବାର ଲୋକଙ୍କ ସହିତ ତୁମର ସମ୍ପର୍କ କିପରି ଥିଲା?

ୟୁରୋପ ଟ୍ରିପ ରେ କଣ ହେଇଥିଲା?

ସୁଶାନ୍ତ ଙ୍କୁ କେତେଜଣ ଡକ୍ଟର ଙ୍କ ସହିତ ଦେଖା କରାଇଥିଲ ଏବଂ କଣ ପାଇଁ ଦେଖା କରାଇଥିଲା?

ସୁଶାନ୍ତ ଅସୁସ୍ଥ ଥିଲେ ତ ନୂଆ କମ୍ପାନୀ କାହିଁକି କରିଥିଲେ?

କଣ ତୁମ ଭାଇ ଏବଂ ପିତା ଏହି କମ୍ପାନୀ ସହିତ ଭାଗୀଦାର ଥିଲେ?

ମହେଶ ଭଟ୍ଟ ଙ୍କ ସହିତ ଏତେ କଥା ହେବାର କାରଣ?

କଣ ସବୁ ମାମଲାରେ ତାଙ୍କ ମତ ନେଉଥିଲା କି କେବଳ ସୁଶାନ୍ତ ଙ୍କ ମାମଲାରେ ?

କଣ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି?

ସୁଶାନ୍ତ ଙ୍କ କେହି ଶତ୍ରୁ ଥିଲେ କି?

କଣ ସୁଶାନ୍ତ ଙ୍କ ହତ୍ୟା ପଛରେ ତୁମ ହାତ ରହିଛି?

ସୁଶାନ୍ତ ଙ୍କ ଠାରୁ କେତେ ତାଙ୍କ ନେଇଥିଲ ତୁମେ?

ସୁଶାନ୍ତ ଙ୍କ ହତ୍ୟାକାରୀ ମାନଙ୍କୁ ତୁମେ ଜାଣିଛ କି?

ତୁମକୁ କାହା ଉପରେ ସନ୍ଦେହ ଅଛି କି?

ତୁମେ ସୁଶାନ୍ତ ଙ୍କୁ ଭଲ ପାଉଥିଲ କି ଟାଇମ ପାସ କରୁଥିଲ?

ତୁମେ ସୁଶାନ୍ତ ଙ୍କ ସହିତ ତାଙ୍କ ଟଙ୍କା ପାଇଁ ଥିଲ କି?

 

ଏହି ସବୁ ପ୍ରଶ୍ନ କରିଛି CBI, ରିୟା ଙ୍କୁ ଜେରା କରିସାରିବା ପରେ CBI ସିଦ୍ଧାର୍ଥ ପଠାନି ଏବଂ ଚାକର ନିରଜ୍ ଏବଂ ଦୀପେଶ କୁ ମଧ୍ୟ ପଚରା ଉଚରା କରିଛି । CBI କହିଛିି କି ସୁଶାନ୍ତ ଙ୍କ କେଶ ଖୁବ ଶୀଘ୍ର ସଲଭ ହେବାକୁ ଯାଉଛି ଏବଂ ଆସାମୀ କୁ କଡ଼ା ରୁ କଡ଼ା ଦଣ୍ଡ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।