ଆଜିର ରାଶିଫଳ, 9 ଫେବୃୟାରୀ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ଆମେ ଆପଣଙ୍କୁ 9 ଫେବୃୟାରୀ ରବିବାର ଦିନର ରାଶିଫଳ କହିବାକୁ ଯାଉଛୁ । କହିବାକୁ ଗଲେ ରାଶିଫଳର ନିର୍ମାଣ ଗ୍ରହର ସ୍ଥିତିକୁ ନେଇ ଗଠନ ହୋଇଥାଏ । ଏହି ରାଶିଫଳ ମାଧ୍ୟମରେ ଆପଣ ନିଜର ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ଜାଣି ପାରିବେ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ତେବେ ପଢନ୍ତୁ ଆଜିର ଏହି ରାଶିଫଳ ।

୧ – ମେଷ

ଆଜି ଆପଣଙ୍କ ସମ୍ପର୍କୀୟ ଲୋକମାନଙ୍କ ସହିତ ବିବାଦ ହୋଇପାରେ । ଆଜି ଦିନସାରା ଖୁସି ଆପଣଙ୍କ ମନ ଉପରେ ଛାଇ ରହିବ । ଆପଣ ବ୍ୟବସ୍ଥିତ ରୂପରେ ଆର୍ଥିକ ଯୋଜନା କରିବେ । ଆଜି କୌଣସି ସୃଜନାତ୍ମକ ପ୍ରୱୃତ୍ତି ହୋଇପାରେ । ଆପଣଙ୍କ ସୃଜନାତ୍ମକ ଶକ୍ତି ଆଜ ଶ୍ରେଷ୍ଠରେ ରହିବ । ଆପଣ ନିଜର ଜୀବନସାଥୀଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ଆପଣ ନିଜ କାମରେ ଆଗକୁ ବଢିବେ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟ ବି ହେବ । ଆପଣଙ୍କ ଉତ୍ସାହ ଦେଖି ଲୋକମାନଙ୍କ ମଧ୍ୟରେ ବି ଉତ୍ସାହ ଆସିବ ।

୨ – ବୃଷ

ଆଜି ଆପଣଙ୍କ ସାମ୍ନାରେ ବହୁତ ଆର୍ଥିକ ଯୋଜନା ଆସିବ । କୌଣସି ବି ନିଷ୍ପତି ନେବା ପୂର୍ବରୁ ଓ ଭଲ କାମ ପ୍ରତି ସାବଧାନ ହୋଇ ଯାଆନ୍ତୁ । ଆପଣ ଏମିତି ସ୍ରୋତ ହାସଲ କରିବେ ଯାହା ଦ୍ଵାରା ଆପଣ ଲାଭବାନ ହେବେ । ଏକ ପାରିବାରିକ ଆୟୋଜନରେ ଆପଣ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ କରି ପାରିବେ । ବନ୍ଧୁମାନେ ଓ ଜୀବନସାଥି ଆପଣଙ୍କୁ ଖୁସି କରିବେ । ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

୩ – ମିଥୁନ

ଆଜି ଆପଣ କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣ ନିଜ ସ୍ଵାସ୍ଥ୍ୟ ପ୍ରତି ସମ୍ଭାଳି ରୁହନ୍ତୁ । ନିଜର ରାଗକୁ କାବୁ ରଖନ୍ତୁ । କାର୍ଯ୍ୟଭାର ଆଜି କିଛି ଅଧିକ ହିଁ ରହିବ । ପରିଜନମାନଙ୍କ ସହ ବିବାଦ ଠାରୁ ବଞ୍ଚନ୍ତୁ । ନୂଆ ବନ୍ଧୁ ହେବେ । ଅସହାୟ ଲୋକମାନଙ୍କ ସାହାର୍ଯ୍ୟ କରିବେ । ବିଦ୍ୟାର୍ଥୀମାନଙ୍କ ଶିକ୍ଷାରେ ଅବରୋଧ ଆସିପାରେ । ରୁଣ ନେବା ଦେବା ଦ୍ଵାରା ଲାଭ ହେବ । ଅଟକିଥିବା ଧନ ପ୍ରାପ୍ତି ହେବ । ସୁଖ – ଐଶ୍ୱର୍ୟ ବଢିବ । ଶୁଭ ଓ ସାମାଜିକ କାର୍ଯ୍ୟରେ ଅଂସ ଗ୍ରହଣ କରିବେ ।

୪ – କର୍କଟ

ଆଜି ଠାରୁ ଉନ୍ନତିର ନୂତନ ମାର୍ଗ ହାସଲ ହେବ । କରଜ ଟଙ୍କା ଫେରସ୍ତ ପାଇବେ । ଧନପ୍ରାପ୍ତି ପାଇଁ ବି ନୂତନ ମାର୍ଗ ହାସଲ ହେବ । ଅଧିକ ପରିଶ୍ରମ କରିବାକୁ ପଡିପାରେ । ନିଜେ ଉପରେ ବିଶ୍ଵାସ ରଖନ୍ତୁ ଓ ମନ ଲଗାଇ କାର୍ଯ୍ୟ କରନ୍ତୁ । ଆଜି ଆପଣଙ୍କ ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କ ଇଚ୍ଛା ଆନୁସାରେ ହେବ । ଆପଣଙ୍କୁ ଲାଗିବ କି ସବୁ କିଛି ଭିନ୍ନ ଭିନ୍ନ ଲାଗି ପାରେ ।

୫ – ସିଂହ

ଆଜି ଚାକିରି ଓ ବ୍ୟାପାରରେ ଲାଭ ମିଳିବ । ଆୟର ସାଧାନରେ ବୁଦ୍ଧି ହେବ । ଆକସ୍ମିକ ଧନ ମିଳିବ । କିଛି ଲୋକମାନଙ୍କ ଠାରୁ ଆପଣ ଖୁସି ମିଳିବ । ପରିବାରରେ ସୁଖମୟ ପରିବେଶ ରହିବ । କୌଣସି ଭଲ ବ୍ୟକ୍ତି ଆପଣଙ୍କୁ ଭଲ ଉପଦେଶ ଦେଇ ପାରନ୍ତି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ରହିବ । ମହିଳାମାନେ ସନ୍ତାନ ପ୍ରାପ୍ତି ଦ୍ଵାରା ଖୁସି ହେବେ । କୌଣସି ବି କାମକୁ ଭାଗ୍ୟର ବିଶ୍ଵାସରେ ଛାଡନ୍ତୁ ନାହିଁ ।

୬ – କନ୍ୟା

ଆଜି ଆପଣ କୌଣସି ଅଲଗା ସଂସ୍କୃତି କିମ୍ବା କୌଣସି ଦ୍ଵିତୀୟ ଦେଶରେ ରହିବା ପ୍ରତି ଆକର୍ଷିତ ହୋଇ ପାରନ୍ତି । କାର୍ଯ୍ୟସିଦ୍ଧି ହେବ । ବରିଷ୍ଠ ବ୍ୟକ୍ତିମାନଙ୍କ ସାହାର୍ଯ୍ୟ ମିଳିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ ନାହିଁ । ଆଜି ଆପଣଙ୍କ ଆୟ ଓ ଖର୍ଚ ଉଭୟ ଅଧିକ ହେବ । ସାହସ ଓ ପରାକ୍ରମ ସହିତ କରାଯାଇଥିବା ସମସ୍ତ କାର୍ଯ୍ୟ ଆପଣଙ୍କୁ ଆଶା ଅନୁରୂପ ସଫଳତା ପ୍ରାପ୍ତ ହେବ । ଆପଣଙ୍କ କାର୍ଯ୍ୟସ୍ଥଳ ଉପରେ କିଛି ଚେଞ୍ଜେସ ଆସିଥାଏ ।

୭ – ତୁଳା

ଆଜି ଆପଣଙ୍କ ଦିନ ଶୁଭ ରହିବ । ଆପଣ ଆଜି ନିଜର ବାଣୀର ମଧୁରତା ଦ୍ଵାରା ଦ୍ଵିତୀୟ ଲୋକମାନଙ୍କ ମନରେ ସକାରାତ୍ମକ ଛାପ ଛାଡିବେ । ଆପଣ ବିନମ୍ର ସ୍ଵଭାବର ସାହାରା ବି ନେବେ । କେତେକ ଲୋକମାନେ ଆପଣଙ୍କ ପ୍ରଶଂସା କରି ପାରିବେ । ଆର୍ଥିକ ରୂପରେ ସୁଧାର ହେବ । ଆଜି ଆପଣଙ୍କ ପରିବାରରେ ବାତାବରଣ ଭଲ ରହିବ । ଆପଣଙ୍କ କାର୍ଯ୍ୟଳୟରେ ନିଜର ସହକର୍ମୀ ସହଯୋଗ କରିବେ । ଆଜି ଆପଣ ଭଲ ମାର୍ଗ ଅନୁସରଣ କରିବେ ।

୮ – ବିଚ୍ଛା

ଆଜି ଆପଣଙ୍କ ପରିବାରରେ ସାମଞ୍ଜସ୍ୟ ରହିବ । ଧନର ଆକସ୍ମାତ ଲାଭ ହେବ । ନୂଆ ଯୋଜନା ଦ୍ଵାରା ବ୍ୟାପାର ପ୍ରଗତି ଦିଗ ଅଗ୍ରସର ହେବ । କାର୍ଯ୍ୟ ସଫଳତା ମିଳିବାର ବିଳମ୍ବ ହେବ । ବ୍ୟାପାର ଅନୁକୂଳ ବାତାବରଣ ହେବ । ଦୂର କିମ୍ବା ପାଖ ସ୍ଥାନକୁ ଯାତ୍ରା କରି ପାରନ୍ତି । ବ୍ୟୟ ବଢିବ । ଭଲ ଅବସର ହାତରେ ଲାଗି ପାରେ । ଧାର୍ମିକ ଖର୍ଚର ରୂପରେଖା ହେବ । ନୂଆ ସମ୍ବନ୍ଧ ଭାବନାଶୀଳ ରହିବ । ଚାକିରି ଓ ସହକର୍ମୀମାନେ ଅସୁବିଧା କରିବେ ।

୯ – ଧନୁ

ଆଜି ଆପଣଙ୍କ ପାଇଁ ଆୟର ନୂଆ ସ୍ରୋତ ମିଳିବ । ଆପଣଙ୍କ ବ୍ୟବସାୟିକ ସ୍ଥିତିରେ ସୁଧାର ହେବ । ଆପଣ ଏକ ପାରିବାରିକ ଆୟୋଜନାରେ ଭାଗ ନେଇ ପାରନ୍ତି । ଆଜି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାର ବିଚାର ଆପଣଙ୍କ ମନରେ ଆସିପାରେ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ବ୍ୟବସାୟର ବହୁତ ବଡ ଅଫର ମିଳିପାରେ । ବ୍ୟବସାୟରେ କୌଣସି ଦାୟିତ୍ଵ ମିଳିପାରେ । ଆଜି ଆପଣଙ୍କ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ସାହାର୍ଯ୍ୟ କରିବ ।

୧୦ – ମକର

ଆଜି ସମୟ ଅନୁକୂଳ ଅଟେ । ଅଳ୍ପ ପରିଶ୍ରମ ଦ୍ଵାରା ପୁରା ଫଳ ମିଳିବାର ସମ୍ଭାବନା ଅଛି । ଘରେ ଶାନ୍ତିର ପରିବେଶ ରହିବ । ଆପଣଙ୍କ ବୈବାହିକ ଜୀବନ ପାଇଁ ଏହା କଠିନ ସମୟ ଅଟେ । ଯଦି ଆପଣ ବହୁତ ସମୟ ହେବ ଯେଉଁ ମୁହୂର୍ତ୍ତର ଅପେକ୍ଷା କରୁଥିଲେ ବର୍ତ୍ତମାନ ସେହି ମୂହୁର୍ତ୍ତ ଆସି ଯାଇଛି । ସମସ୍ୟା ଜଲ୍ଦିଦୂର ହେବ । ସହଯୋଗୀ ମାନଙ୍କ ଦ୍ଵାରା ସମସ୍ୟାକୁ ସମଧାନ କରିବାରେ ସହଯୋଗ କରିବେ ।

୧୧ – କୁମ୍ଭ

ଆଜି ଚିନ୍ତା କରିଥିବା କାମ ସମୟ ଉପରେ ପୁରା ହେବ । ବିଜନେସ, ପ୍ରେମ ଓ ପରିବାର ବିଷୟରେ ଆପଣଙ୍କୁ କିଛି କଥା ଜଣା ପଡିବ । ଯାହା ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ରହିବ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣଙ୍କ ସଫଳତାର ସ୍ତର ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ହୋଇପାରେ । ଚିନ୍ତା ରହିବ । ଆପଣ ନୂଆ ଯୋଜନାରେ ନିବେଶ କାରୋଇବା ଦ୍ଵାରା ପୂର୍ବରୁ ଭଲ ଭାବରେ ତାହା ବିଷୟରେ ଚିନ୍ତା କରନ୍ତୁ ।

୧୨ – ମୀନ

ପରିବାର ଓ ସନ୍ତାନ ବିଷୟରେ ଆପଣଙ୍କୁ ଆନନ୍ଦ ସହିତ ସନ୍ତୋଷ ଅନୁବହବ ହେବ । ମିତ୍ରା ଓ ପ୍ର୍ଯାଜନାମାନଙ୍କ ସହିତ ଭେଟ ଆପଣଙ୍କ ମନକୁ ପ୍ରସନ୍ନ ଦେବ । ବନ୍ଧୁ ଓ ଘର ଲୋକମାନେ ଆପଣଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବେ । କାମର ପ୍ରେସର ରହିବ । ବୈବାହିକ ଜୀବନରେ ଆପଣ କିଛି ନୂଆ କରିବେ । କିଛି ଲୋକମାନଙ୍କୁ ଚାକିରି ମିଳିପାରେ । ବୁଝି ସୁଝି କୌଣସି ନିଷ୍ପତିରେ ପହଞ୍ଚାନ୍ତୁ ।