ୟୁପିର ସିଂହ ଅଟନ୍ତି ଏହି ସୁପରଷ୍ଟାର ! ପିଲାଦିନେ ଗରିବୀରେ ଜୀବନ କାଟୁଥିଲେ ଓ ଏବେ ମୁମ୍ବାଇରେ କିଣିଲେ କୋଟି କୋଟି ଟଙ୍କାର ଘର

କହିବାକୁ ଗଲେ ଆମେ ଯେଉଁ ସୁପରଷ୍ଟାରଙ୍କ ବିଷୟରେ କଥାବାର୍ତ୍ତ କରୁଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଟିଭିର ପପୁଲାର ଅଭିନେତା ୟୋଗେଶ ତ୍ରିପାଠୀ । ଯିଏକି ‘ଭାଭୀ ଜୀ ଘର ପର ହୈ’ ଭଳି ପପୁଲାର ଶୋ ରେ ହପ୍ପୁ ସିଂହର ଅଭିନୟ କରି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ୟୋଗେଶ ତ୍ରିପାଠୀଙ୍କ ଜନ୍ମ ୧୩ ଅଗଷ୍ଟ ୧୯୭୯ରେ ଉତ୍ତର ପ୍ରଦେଶର ଝାଂସୀରେ ହୋଇଥିଲା ।

ତାଙ୍କର ବୟସ ୪୦ ବର୍ଷ ଅଟେ । ସେ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ୨୦୦୬ରେ ‘ଏଫ ଆଈ ଆର’ ଶୋରୁ ଆରମ୍ଭ କରିଥିଲେ । ସେ ପାଖପାଖି ୯ ବର୍ଷ ପର୍ଯ୍ୟନ୍ତ ନିଜର ଏହି ପ୍ରଥମ ଶୋ ରେ କାମ କରିଥିଲେ ଓ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଏଣ୍ଟରଟେନମେଣ୍ଟ କରୁଥିଲେ ।

୨୦୧୪ରେ ଲାପତାଗଂଜରେ ସେ ଲବଲୀ ସିଂହ ଚରିତ୍ରରେ ବି ନଜର ଆସିଥିଲେ । କିନ୍ତୁ ତାଙ୍କ ଭାଗ୍ୟ ସେତେବେଳେ ବଦଳିଗଲା ଯେତେବେଳେ ୨୦୧୫ରେ ଶୋ ‘ଭାଭୀ ଜୀ ଘର ପର ହୈ’ରେ ସେ ପୋଲିସ ହପ୍ପୁ ସିଂହଙ୍କ ଅଭିନୟ କରିବା ଆରମ୍ଭ କରିଲେ ଓ ପାଖପାଖି ୫ ବର୍ଷ ହେବ ଏହି ଶୋରେ ସେ କାମ କରୁଛନ୍ତି । ଏହା ଛଡା ବି ସେ ଜୀଜାଜୀ ଛତ ପର ହୈ, ହପ୍ପୁ କୀ ଉଲ୍ଟନ ପଲଟନ, ସାହିବ ବୀୱୀ ଓ ବସ ଭଳି କେତେକ ବଡ ବଡ ଶୋ ରେ ବି ନଜର ଆସି ସାରିଛନ୍ତି ।