ଆଜିର ରାଶିଫଳ, 17 ଫେବୃୟାରୀ 2020, ସୋମବାର, ମହାଦେବଙ୍କ ଦିବ୍ୟ କୃପା ପାଇ ଏହି ୪ଟି ରାଶି ର ସବୁ ଇଚ୍ଛା ପୂରଣ ହେବ

ରାଶି ମାନଙ୍କର ଆମ ଜୀବନରେ ବହୁତ ମହତ୍ଵ ରହିଛି । ରାଶି ଅନୁଯାଇ ବ୍ୟକ୍ତିର ସ୍ଵାଭାବ ଓ ଭବିଷ୍ୟ ବିଷୟରେ ଜାଣି ହେବ । ଗ୍ରହ ଗୋଚର ଓ ନକ୍ଷେତ୍ର ମାନଙ୍କ ଚାଲିରେ ରାଶିଫଳ ନିର୍ମାଣ କରାଯାଇଥାଏ । ଗ୍ରହର ଚାଲ ନିୟମିତ ରୂପେ ପରିବର୍ତ୍ତନ ହେଉଥିବାରୁ, ରାଶି ମାନଙ୍କ ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ । ଆଜିଆମେ ଆପଣଙ୍କ ରାଶିଫଳ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି-

ଆଜି ଆପଣଙ୍କ ପରିବାରରେ ଭରପୁର ଖୁସି ରହିବ । ଆଜି ଆପଣ ନିଜ ପୁରୁଣା ମିତ୍ର ମାନଙ୍କ ସହ ଭେଟ ହୋଇପାରନ୍ତି । ଆଜି ଆପଣଙ୍କ କିଛି ସମସ୍ଯା ଦୂର ହେବାର ସମ୍ଭାବନା ଅଛି । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ହେଲେ ବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ମଧୁର ବାଣୀ ଦ୍ଵାରା ବହୁତ ଲୋକ ରଭବିତ ହେବେ । ଜୀବନ ସାଥିର ପୁରା ସହୋଜଗ ମିଳିବା ସହ ଘର ପରିବାରରେ ସୁଖ ସମୃଦ୍ଧି ରହିବ ।

ବୃଷ ରାଶି-

ଆଜି ଆପଣ ନିଜ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରିବେ । ଘର ଓ ନିଜ ମିତ୍ର ମାନଙ୍କ ମଧ୍ୟରେ ନିଜ ସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରନ୍ତୁ । ଆଜି ଆପଣ ଅଧିକ ଭାବନାଶୀଳ ରହିବେ । ବ୍ୟାପାର ବର୍ଗର ଲୋକମାନଙ୍କ ପାଇଁ ଆଜିର ଦିନ ଖରାପ ରହିବ । କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ଦାମ୍ପତ୍ତିକ ଜୀବନ ସୁଖମୟ ରହିବା ସହିତ ଆପଣଙ୍କୁ ନିଜ ପତ୍ନୀର ପୁରା ସହାୟତା ମିଳିବ ।

ମିଥୁନ ରାଶି-

ଆଜି ଆପଣଙ୍କୁ ପଦ ପ୍ରତିଷ୍ଠାର ଲାଭ ମିଳିବ । ରାଜ୍ୟରେ ଆପଣଙ୍କ ସମ୍ମାନ ମିଳିବ । ପ୍ରଭାବଶାଳି ଲୋକମାନଙ୍କ ସହ ଆପଣଙ୍କ ସମ୍ପର୍କ ହେବ । ଆପଣଙ୍କ ପ୍ରେମ ଜୀବନରେ ରୋମାନ୍ସ ଆସିବ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । ହେଲେ ଆଜି ଆପଣ କୌଣସି ସ୍ଥାନରେ ନିବେଶ କରିବାରୁ ବଞ୍ଚନ୍ତୁ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ ।

କର୍କଟ ରାଶି-

ଆଜିର ଦିନ ଆପଣମାନଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କ ମନରୁ ଚିନ୍ତାର ଭାର ଦୂର ହେବ । ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ । ଏହା ସହିତ ଆପଣ ଶାରୀରିକ ଦ୍ରୁଷ୍ଟିରୁ ମଧ୍ୟ ସୁସ୍ଥ ଅନୁଭବ କରିବେ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କ ନିବିଡ ହେବ । ଆପଣଙ୍କ ବ୍ୟାପାରରେ ଧନ ଲାଭ ହେବାର ସମ୍ଭାବନା ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ହାସିଲ ହେବ । ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ଅଛି ।

ସିଂହ ରାଶି-

ଆଜି ଆପଣଙ୍କୁ ନିଜ ଅଧୁରା କାମ ପୂରଣ କରିବା ପାଇଁ ବହୁତ ମଉକା ମିଳିବ । ଆପଣଙ୍କର କିଛି ଜଟିଳ ସମସ୍ଯା ମଧ୍ୟ ଆଜି ଦୂର ହେବାର ସମ୍ଭାବନା ଅଛି । ପରିବାରରେ ସୁଖ ଶାନ୍ତି ରହିବ । ଭାଇ ମାନଙ୍କ ସହାୟତାରେ ବ୍ୟାପାରର ବିସ୍ତାର କରିପାରିବେ । ମାତା ଓ ପିତାଙ୍କ ଆଶୀର୍ବାଦ ଆପଣ ଉପରେ ରହିବା ସହିତ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହାୟତା ମିଳିବ ।

କନ୍ୟା ରାଶି-

ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନ ବହୁତ ଭଲ ରହିବ । ପାଠ ପଢାରେ ମନ ଲାଗିବ । ସରକାରୀ ଚାକିରି କରୁଥିବା ଲୋକମାନଙ୍କୁ ଲାଭ ପ୍ରାପ୍ତି ହେବ । ଅନୁଚିତ ଖାଦ୍ୟ ପେୟର ସେବନ କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଜମି ବାଡି ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଭଲ ଫାଇଦା ମିଳିବ । କାର୍ଯ୍ୟ କ୍ଷେତ୍ରରେ କର୍ମଚାରୀ ମାନଙ୍କ ଦ୍ଵାରା ସମସ୍ଯା ଶ୍ରୂଷଠି ହୋଇପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା ରାଶି-

ଆଜି ଆପଣ ବ୍ୟାପାର ନିମିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ । ହେଲେ ଆଜି ଆପଣଙ୍କ ସହିତ କାହାର ବାଦବିବାଦ ହୋଇପାରେ, ସେଥିପାଇଁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଝଗଡା ଆଦିରେ ଆପଣଙ୍କୁ କୌଣସି ଲାଭ ହେବ ନାହିଁ, ହେଲେ ସମସ୍ଯା ବଢିବ । ସେଥିପାଇଁ ଆଜି ସତର୍କ ରୁହନ୍ତୁ ।

ବିଛା ରାଶି-

ଆଜି ଆପଣ ଖୁସି ଅନୁଭବ କରିବେ । ଜମି ବାଡି ସମ୍ବନ୍ଧିତ କାର୍ଯ୍ୟରେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣଙ୍କ ମାନସିକ ଚିନ୍ତା ଦୂର ହେବ ଓ ଆପଣଙ୍କ କୌଣସି ଅଧୁରା କାର୍ଯ୍ୟ ପୂରଣ ହୋଇପାରେ । ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଭଲ ରହିବ । ଆଜି ଆପଣ ସୁସ୍ଥ ଅନୁଭବ କରିବେ ।

ଧନୁ ରାଶି-

ଆଜି ଆପଣଙ୍କୁ ନିଜ ଲକ୍ଷ ହାସିଲ କରିବା ପାଇଁ ବହୁତ ମଉକା ମିଳିବ । ଆପଣ ନିଜ ସମସ୍ତ ସମସ୍ଯାକୁ ଆଜି ଦୂର କରିପାରିବେ । ମିତ୍ର ମାନଙ୍କ ସହାୟତାରେ ଆପଣଙ୍କୁ ବ୍ୟାପାରରେ ଲାଭ ମିଳିବ । ହେଲେ ଆପଣ କୌଣସି ସ୍ଥାନରେ ନିବେଶ କରିବାରୁ ବଞ୍ଚନ୍ତୁ । ଆପଣଙ୍କ ଦାମ୍ପତ୍ତିକ ଜୀବନ ସୁଖମୟ ରହିବା ସହିତ ପରିବାରରେ ସୁଖ ଓ ସମୃଦ୍ଧିର ବୃଦ୍ଧି ହେବ ।

ମକର ରାଶି-

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବରୁ ଆଜି ବହୁତ ଭଲ ରହିବ । ଶାରୀରିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରିବେ । ବ୍ୟାପାର କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଭଲ ଫାଇଦା ମିଳିବାର ସମ୍ଭାବନା ଅଛି । ଆଜି ଆପଣ ନିଜ ମିତ୍ର ମାନଙ୍କ ସହ ଭେଟ ହୋଇପାରନ୍ତି । ଏହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ହେବ ।

କୁମ୍ଭ ରାଶି-

ଆଜି ଆପଣ ପରିଜନ ମାନଙ୍କ ସହ କିଛି ମୂଲ୍ୟବାନ ସମୟ ଅତିବାହିତ କରିବେ । ଆଜି ଦିନର ଆରମ୍ଭ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆପଣଙ୍କୁ ନିଜ ସହଯୋଗୀ ମାନଙ୍କ ପୁରା ସହାୟତା ମିଳିବ । ଆଜି ଆପଣ ଊର୍ଜାରେ ଭରପୁର ରହିବେ । ଆତ୍ମବିଶ୍ଵାସର ଫାଇଦା ଉଠାନ୍ତୁ । ହେଲେ କୌଣସି ଭୁଲ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ ।

ମୀନ ରାଶି-

ଆଜି ଆପଣ ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ । ପିତା ମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ହେଲେ ଆଜି ଆପଣ ବାହନ ଚାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଆପଣଙ୍କ ମାନସିକ ଚିନ୍ତା ବହୁତ ଶୀଘ୍ର ଦୂର ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ମିଳିବା ସହ ଆପଣଙ୍କୁ ନିଜ ଜୀବନ ସାଥିର ପୁରା ସହଯୋଗ ମିଳିବ ।