ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ହସରେ ଲୁଚି ରହିଥାଏ ଏହି ବଡ ରାଜ୍, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସ୍ୱାସ୍ଥ୍ୟ ଦୃଷ୍ଟିରୁ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ହସିବା ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ତ୍ଵ ବିଷୟରେ ବି ବହୁତ କିଛି ଜଣା ପଡିଥାଏ । ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଖୋଲିକରି ହସିଥାଏ, ତାହାର ଜୀବନରେ କୌଣସି ପ୍ରକାରର ଅସୁବିଧା ଆସି ନ ଥାଏ । କିନ୍ତୁ ଯେଉଁ ଲୋକମାନେ ଜୀବନରେ ସମସ୍ୟାର ସାମ୍ନା କରୁଥିବେ, ସେମାନେ କେବେ ବି ଖୋଲିକରି ହସି ପାରିବେ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଝିଅମାନଙ୍କ ହସରେ ବହୁତ କିଛି କଥା ଲୁଚିଥାଏ, ଯାହା ବିଷୟରେ ବହୁତ କମ ଲୋକମାନେ ହିଁ ଜାଣିଛନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଲୋକମାନଙ୍କ ହସିବାର ଲକ୍ଷଣରୁ ଆପଣ ତାଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ଏହି ଗ୍ରନ୍ଥରେ ଝିଅମାନଙ୍କ ସହ ଜଡିତ ବିଭିନ୍ନ କଥା କୁହାଯାଇଛି । ଝିଅମାନଙ୍କ ଅଙ୍ଗକୁ ଦେଖି ଓ ତାଙ୍କର ହସକୁ ଦେଖି ଆପଣ ବହୁତ କିଛି ଜାଣି ପାରିବେ । କୌଣସି ବି ବ୍ୟକ୍ତି ହସ ଦେଖି ଝିଅମାନଙ୍କ ସ୍ଵଭାବ ବିଷୟରେ ସବୁକିଛି ଜାଣି ପାରିବ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଅବଗତ କରାଇବୁ ।

ଝିଅମାନଙ୍କ ହସ ଦ୍ଵାରା ତାଙ୍କ ବିଷୟରେ ଜାଣି ପାରିବେ ଆପଣ :

·    ଯେଉଁ ଝିଅମାନେ ଖୋଲିକରି ହସନ୍ତି, ସେମାନଙ୍କ ମନରେ ସମସ୍ତଙ୍କ ପାଇଁ ଦୟା ଭାବନା, ସମସ୍ତଙ୍କ ପାଇଁ ଭଲ ଚିନ୍ତାଧାରା ଓ ସହନଶୀଳତା ମନୋଭାବ ରହିଥାଏ । ଏହିଭଳି ଝିଅମାନେ ଜୀବନରେ କେବେ ବି କାହାକୁ ଧୋକା ଦିଅନ୍ତି ନାହିଁ । ଏହିଭଳି ଝିଅମାନଙ୍କୁ ଜୀବନରେ କୌଣସି ବି ଅସୁବିଧା ଆସେ ନାହିଁ । ଏମାନଙ୍କୁ ପ୍ରାୟତଃ ଭାଗ୍ୟର ସାଥ ମିଳିଥାଏ ।

·    କିଛି ଝିଅମାନଙ୍କ ଅଭ୍ୟାସ ହୋଇଥାଏ କି ସେ ଅଟକି ଅଟକି ହସିଥାନ୍ତି କିମ୍ବା କୌଣସି ଗୋଟିଏ କଥାରେ ବହୁତ ସମୟ ପର୍ଯ୍ୟନ୍ତ ହସିଥାନ୍ତି । ତାଙ୍କ ବିଷୟରେ ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି କି ଏହିଭଳି ଝିଅମାନଙ୍କ ମାନସିକ ଶକ୍ତି କମଜୋର ହୋଇଥାଏ । ଏହିଭଳି ଝିଅମାନେ ଅଳସୁଆ ଓ କମ ବୁଦ୍ଧିମାନୀ ହୋଇଥାନ୍ତି ।

·    କିଛି ଝିଅମାନଙ୍କ ଅଭ୍ୟାସ ହୋଇଥାଏ କି ସେ ବହୁତ ଜୋରରେ ଖୋଲିକରି ହସନ୍ତି ନାହିଁ । ସେମାନେ ମନରେ ମନରେ ହିଁ ହସନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କ ହସ ଶାନ୍ତ ହୋଇଥାଏ, ସେମାନଙ୍କ ବିଷୟରେ କୁହାଯାଏ କି ଏମାନେ ଗମ୍ଭୀର, ଧର୍ଯ୍ୟବାନ, ବିଶ୍ଵାସୀ ଓ ଜ୍ଞାନ ଦ୍ଵାରା ଭରପୁର ହୋଇଥାନ୍ତି ।

·    ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କ ହସ ଘୋଡାଙ୍କ ଆବାଜ ଭଳି ହୋଇଥାଏ, ସେମାନେ ନିଜ କାମକୁ କୌଣସି ପ୍ରକାରରେ କରିବାରେ ମାହିର ହୋଇଥାନ୍ତି । ଏହିଭଳି ଝିଅମାନେ ସମୟର ଲାଭ ଉଠାଇବା ବହୁତ ଭଲ ଭାବରେ ଜାଣିଥାନ୍ତି ।