ଆଜିର ରାଶିଫଳ ୩୧ ଡିସେମ୍ବର ୨୦୧୯, ମଙ୍ଗଳବାର, ହନୁମାନଙ୍କର କୃପା ରହିବ ଏହି ୪ଟି ରାଶି ଉପରେ

ଆଜି ମଙ୍ଗଳବାର ୩୧ ଡିସେମ୍ବର ଆପଣଙ୍କ ପାଇଁ କେମିତି ରହିବ ! ଆମ ଜୀବନରେ ରାଶିଫଳର ବହୁତ ମୁଖ୍ୟ ଭୂମିକା ଥାଏ । ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ରର ଗତି ଉପରେ ଆଧାର ଅଟେ । ସବୁଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ସେହି ରାଶିଫଳରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଓ ପ୍ରେମ ଜୀବନ ସହ ଜଡିତ ସୂଚନା ମିଳିବ । ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କର ଦିନ କେମିତି କଟିବ ତେବେ ୩୧ ଡିସେମ୍ବରର ରାଶିଫଳ ପଢନ୍ତୁ ।

୧-ମେଷ

ଆଜି ବ୍ୟାପାରରେ ଲାଭ ହେବ । ଚାକିରିରେ ଉନ୍ନତି ହେବାର ଯୋଗ ଅଛି । ସନ୍ତାନର ସହଯୋଗ ପ୍ରାପ୍ତ ହେବ । ଆଜି ଅଧିକରୁ ଅଧିକ କାମ କରିବାକୁ ଚେଷ୍ଟା କରନ୍ତୁ କାରଣ ଆପଣଙ୍କୁ ଆଜି ସମସ୍ତ କାମରେ ସଫଳତା ମିଳିବ । ପାଖାପାଖି ଲୋକମାନଙ୍କ ସହିତ ମତଭେଦ କରନ୍ତୁ ନାହିଁ ।

୨-ବୃଷ

ଆଜି ବ୍ୟବସାୟିକ ସ୍ଥଳ ଉପରେ ଅନୁକୂଳ ବାତାବରଣ ରହିବ । ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବେ । ପ୍ରମୋଶନର ଯୋଗ ଅଛି । ଆଜି ଆପଣ ସତ କହିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଚର୍ଚାରେ ସଫଳତା ମିଳିବା ଦ୍ଵାରା ଉତ୍ସାହିତ ରହିବେ ।

୩-ମିଥୁନ

ଆଜି ଆପଣଙ୍କର ବ୍ୟବସାୟିକ ସ୍ଥାନ ଉପରେ କାର୍ଯ୍ୟ ଭାର ବଢିବ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କୁ ଘରେଲୁ ଜୀବନରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିପାରେ । ଭଲ ପ୍ରୟାସ ଦ୍ଵାରା ଆପଣଙ୍କୁ ସଫଳତା ମିଳିବ ଓ ଆପଣଙ୍କର ଆମଦାନୀରେ ବୁଦ୍ଧି ହେବାର ସମ୍ଭାବନା ଅଛି ।

୪-କର୍କଟ

ଆଜି ଅଚାନକ ଧନ ଲାଭ ହେବାର ଯୋଗ ଅଛି , ଯେଉଁଥିରେ ଧନର ଅସୁବିଧା ଦୂର ହେବ । ପାରିବାରିକ ସଦସ୍ୟ ବି ସହଯୋଗ ଓ ସମର୍ଥ କରିବେ । ଖରାପ ଲୋକମାନଙ୍କ ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।  ପରିବାର ଲୋକମାନଙ୍କର କଥାକୁ ପୁରା କରନ୍ତୁ ।

୫-ସିଂହ

ଆଜି ଆପଣଙ୍କର ମୁଣ୍ଡରେ ମନୋରଞ୍ଜନର କଥା ରହିବ । ଚାକିରି ଓ ବ୍ୟବସାୟ ଜାଗାରେ ବି ସାଥି କର୍ମଚାରୀମାନଙ୍କର ଓ ଉଚ୍ଚ ଅଧିକାରୀମାନଙ୍କର ବ୍ୟବହାର ସହଯୋଗ ପୂର୍ଣ ହେବା ଦ୍ଵାରା ମାନସିକ ଚିନ୍ତା ଦୂର ହେବ । ସନ୍ତାନ ସମ୍ବନ୍ଧ ସମସ୍ୟା ଆସିବ ।

୬- କନ୍ୟା

ଆଜି କାମକାର୍ଯ୍ୟରେ ଜିଜ୍ଞାସା ବଢିବ । ସୁଖ ବୁଦ୍ଧି ଏବଂ ପାରିବାରିକ ଉନ୍ନତି ହେବ । ପରିବାରରେ ଝଗଡା, ହୋଇପାରେ । ନିଦ୍ରାର ଅଭାବ ରହିବ । ଆର୍ଥିକ ଯୋଜନାରେ ଧନ ନିବେଶ କରି ପାରିବେ । ପଡୋଶୀ ସହ କୌଣସି କଥାକୁ ନେଇ ମତଭେଦ ସମ୍ଭାବନା ଅଟେ ।

୭-ତୁଳା

ଆଜି ଟଙ୍କା ସମ୍ବନ୍ଧରେ ବଡ ନିଷ୍ପତି ପାଇଁ କୌଣସି ଉପଦେଶ ନେବାକୁ ପଡିପାରେ । କାରୋବାରରେ ଲାଭ ହେବ । କୌଣସି ପୁରୁଣା ପ୍ରୋଜେକ୍ଟ କିମ୍ବା କାମକୁ ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଲକ୍ଷର ପ୍ରାପ୍ତି ପାଇଁ କାହାର ସାହାର୍ଯ୍ୟ ନେବାକୁ ପଡିପାରେ ।

୮-ବିଚ୍ଛା

ଆଜି କାର୍ଯ୍ୟସ୍ଥଳ ଉପରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ ଅଫସି କାମରେ ବୋଝ ବଢିପାରେ । ବ୍ୟବସାୟିକ ପ୍ରତିଦ୍ଵନ୍ଦୀ ଆଜି ଶାନ୍ତ ରହିବ । କାର୍ଯ୍ୟ ଗୁଡିକ ଡେରି ହେବାର ସମ୍ଭାବନା ଅଛି । ସଂଯମ ରଖନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ବାଣୀରେ ନିୟନ୍ତ୍ରଣ ରଖନ୍ତୁ ।

୯-ଧନୁ

ଆଜି ପରିବାର ଠାରୁ ଭରପୁର ସହଯୋଗ ମିଳିବ । ମିତ୍ରମାନେ ବି ଆପଣଙ୍କ ପକ୍ଷରେ ଛିଡା ହୋଇ ଆପଣଙ୍କର ସାହାର୍ଯ୍ୟ କରିବ । ଭାଗ୍ୟ ଆପଣଙ୍କର ସାଥ ଦେବ ଓ ସଫଳତା ଆପଣଙ୍କର ହାତରେ ଲାଗିବ । ଅଳ୍ପ ବହୁତ ପରିବାରକୁ ବି ସମୟ ଦିଅନ୍ତୁ ।

୧୦-ମକର

ଆଜି ଆପଣଙ୍କୁ ବ୍ୟାପାର – ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ । ଆଜିର ଦିନ ଆପଣଙ୍କ ପାଇଁ ଖୁସି ଖବର ଆଣିବ । ଅଳ୍ପ ଚେଷ୍ଟାରେ ଆପଣଙ୍କୁ ଅଧିକ ଲାଭ ମିଳିବ । ବିବାଦକୁ ସମଧାନ କରିବାର ସଠିକ ସମୟ ଅଟେ । ଅଫିସରେ ସମ୍ଭାଳି କରି ରୁହନ୍ତୁ ନଚେତ ଅସୁବିଧା ହୋଇପାରେ ।

୧୧-କୁମ୍ଭ

ଆଜି ଆପଣ ଆନନ୍ଦନ ଅନୁଭବ କରିବେ । କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ପରିଶ୍ରମର ବି ବହୁ କରିବେ । କୁସଙ୍ଗତ ଠାରୁ ବଞ୍ଚନ୍ତୁ । ଯେତିକି ସଂଯମତା ରଖିବେ ଆପଣଙ୍କ ପାଇଁ ସେତିକି ଭଲ ରହିବ । କାର୍ଯ୍ୟ ଗୁଡିକରେ ଭାଗ୍ୟ ସାଥ ଦେବ ।

୧୨-ମୀନ

ଆଜି ଆପଣ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବେ , ଛୋଟ ମୋଟ ସମସ୍ୟାରେ ଆପଣ ଘେରି ରହିବେ । ଏହି କଥାର ବିଶେଷଧ୍ୟାନ ରକହନ୍ତୁ । କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ କରିବେ । କୋର୍ଟ କଚେରୀର ଚକ୍କର କାଟିବେ ।