ଦୈନିକ ରାଶିଫଳ 29 ମଇ 2023, ପ୍ରଭୁ ଶିବଙ୍କ ଅଶେଷ କୃପା ରହିବ ଏହି 7ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 29 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ନିକଟତର ବନ୍ଧୁ ଙ୍କ ସହ ଭେଟ ହେବାର ସମ୍ଭାବନା ଅଛି । ଛାତ୍ର ଙ୍କୁ ମେହନତ ର ପରିଣାମ ମିଳିବ । ଆପଣଙ୍କୁ ସ୍ୱାସ୍ଥ୍ୟ ପାଇଁ ଧନ ଖର୍ଚ୍ଚ କରିବାକୁ ପଡିପାରେ । ସନ୍ତାନ ଙ୍କ ଠାରୁ ସୁଖଦ ଖବର ମିଳିପାରେ । କୌଣସି ବନ୍ଧୁ ଙ୍କ ସହଯୋଗରେ ଚାକିରି ରେ ଅବସର ମିଳିପାରେ । ଆପଣ ନିଜକୁ ଶାନ୍ତ ବଜାୟ ରଖିବାକୁ ଚେଷ୍ଟା କରିବେ । ଛୋଟ ମୋଟ ଶାରୀରିକ ସମସ୍ଯା ହୋଇପାରେ । ଯାତ୍ରା ର ସମ୍ଭାବନା ଅଛି ।

ବୃଷ ରାଶି : ଆପଣ କାର୍ଯ୍ୟ କ୍ଷେତ୍ରରେ ଅତିରିକ୍ତ ପ୍ରୟାସ କରିବେ । ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଜରୁରୀ କାମରେ ପରିବାର ର ସାହାର୍ଯ୍ୟ ନେବେ । ନିଜର ଇଷ୍ଟ ଦେବା ଙ୍କୁ ସ୍ମରଣ କରନ୍ତୁ । ତାଙ୍କ ଅର୍ଚ୍ଚନା ଅବଶ୍ୟ କରନ୍ତୁ । ସାମାଜିକ ଦ୍ରୁଷ୍ଟି ରୁ ଆପଣଙ୍କ ପାଇଁ ସମୟ ବେହତର ରହିବ । ଆଲୋଚନା ସମୟରେ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ପ୍ରତେକ ସମ୍ପର୍କ ପ୍ରତି ଗମ୍ଭୀର ହୁଅନ୍ତୁ । ପରିବାରରେ କାହାର ବିବାହକୁ ନେଇ ଚର୍ଚ୍ଚା ହେବ । ଆଜି ଆପଣଙ୍କର ପ୍ରତିଷ୍ଠା ରେ ବୃଦ୍ଧି ହେବ ।

ମିଥୁନ ରାଶି : ବନ୍ଧୁ ଙ୍କ ସହ ଲମ୍ବା ଯାତ୍ରା କରିବାର ଯୋଜନା କରିବେ । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଙ୍କୁ ମାନ ସମାନ ମିଳିବାର ନଜର ଆସୁଛି । ସକାଳୁ ଉଠିବା ପରେ ଧରତି ମା ଙ୍କୁ ଛୁଇଁ ପ୍ରଣାମ କରନ୍ତୁ । ଘରେ ସୁଖ ଶାନ୍ତି ବଜାୟ ରହିବ । କୌଣସି ପୁରୁଣା ବନ୍ଧୁ ଙ୍କ ସହ ଅଚାନକ ଭେଟ ହୋଇପାରେ । ଆଜି ଶୁଭ ସମାଚାର ମିଳିବାର ଯୋଗ ଅଛି । ବିଷମ ସ୍ଥିତି ରେ ଧର୍ଯ୍ୟ ଧରନ୍ତୁ ।

କର୍କଟ ରାଶି : କୌଣସି କାମ ପୁରା ହେବା କାରଣରୁ ଆପଣଙ୍କ ପ୍ରଭାବରେ ବୃଦ୍ଧି ହେବ । କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ ସଠିକ ରାସ୍ତା ଦେଖାଇବେ । ଆପଣ ନିଜର ସୁଖ ସୁବିଧାର ସାମଗ୍ରୀ ଉପରେ ଧନ ବ୍ୟୟ କରିବେ । ଯାହା କାରଣରୁ ଆପଣଙ୍କ ଗୁପ୍ତ ଶତ୍ରୁ ଈର୍ଷା କରିବେ । ମହିଳା ଜରୁରୀ ବସ୍ତୁ କ୍ରୟ କରିବେ । ଆଲୋଚନା ସମୟରେ କୁଶଳତା ଆପଣଙ୍କ ମଜବୁତ ପକ୍ଷ ସାବ୍ୟସ୍ତ ହେବ । ଯଦି ଆପଣ ଚାକିରି କରିଛନ୍ତି ତେବେ ଆଜି କାର୍ଯ୍ୟ ରେ କିଛି ସମସ୍ଯା ହୋଇପାରେ ।

ସିଂହ ରାଶି : କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ଆଜି ଆପଣଙ୍କ ପରାକ୍ରମ ରେ ବୃଦ୍ଧି ହେବ । ଯାହା କାରଣରୁ ଶତ୍ରୁ ଈର୍ଷା କରିବେ । ପରିବାର ଲୋକଙ୍କ ସହ କଳହ କରନ୍ତୁ ନାହିଁ । ଆପଣ ଜୀବନ ସାଥିଙ୍କ ସହ ବେହତର ସମୟ ବିତାଇବେ । ଯାହା ପାଇଁ ସମ୍ପର୍କ ମଧୁର ହେବ । ସ୍ୱାସ୍ଥ୍ୟ ଆଜି ବେହତର ରହିବ । ଆଜି ଆପଣ ପ୍ରେମ ସମ୍ପର୍କ ରେ ଭାଗ୍ୟଶାଳୀ ରହିବେ । ଜୀବନକୁ ପଜେଟିଭ ନଜରିୟା ରେ ଦେଖିବାକୁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କ ହାତରେ ଧାର୍ମିକ କାର୍ଯ୍ୟ ହେବ । ମାତା ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ସନ୍ତାନ ଙ୍କ ଉନ୍ନତି ରେ ଖୁସି ଇଜହାର କରିବେ । ଆଜି ସନ୍ତାନ ଙ୍କ ବିଷୟକୁ ନେଇ ଖୁସି ହେବେ । ନିଜର ସମସ୍ଯା ଜୀବନ ସାଥିଙ୍କ ସହ ସେୟାର କରନ୍ତୁ । ଆପଣଙ୍କ ଚିନ୍ତା କମ ହେବ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆଜି ଦିନର ଅଧିକାଂଶ ସମୟ ହାସ୍ୟ ପରିହାସ ବା ମନୋରଞ୍ଜନ ରେ ବ୍ଯତୀତ ହେବ । ଆପଣ ଊର୍ଜା ଅନୁଭବ କରିବେ ।

ତୁଳା ରାଶି : ସ୍ୱାସ୍ଥ୍ୟ ମାମଲାରେ ବେହତର ଫଳ ମିଳିବ । ଆଜି ବ୍ୟାପାର ରେ ପାର୍ଟନରସିପ ରେ ଲାଭ ହେବ । ଆଜି ନୂଆ ଉପାୟ ରେ କାମ କରିବାକୁ ଚେଷ୍ଟା କରିବେ । ପଇସା ମାମଲାରେ ଆଜି ଦିନ ଟି ମିଶ୍ରିତ ପରିଣାମ ଦେବାର ଅଛି । ସୁଖ ସୁବିଧାରେ ଅଧିକ ଖର୍ଚ୍ଚ କରିବାରୁ ବଞ୍ଚିତ ରୁହନ୍ତୁ । ଏହା ସହ ଏପଟ ସେପଟ ଲେନଦେନ ରୁ ବଞ୍ଚିତ ରହିବାକୁ ହେବ । ପିତା ଙ୍କ କାର୍ଯ୍ୟ ରେ ଆପଣଙ୍କ ସହଯୋଗ ର ଆବଶ୍ୟକ ପଡିବ ।

ବିଛା ରାଶି : ନିକଟତର ଲୋକଙ୍କ ସହ କଳହ ହୋଇପାରେ । ନିଜ ରାଗ ଉପରେ ସଂଯମ ରଖନ୍ତୁ । ପରିବାର ଲୋକଙ୍କ ସହ ଟାଇମ ସ୍ପେନ୍ଡ କରିବାର ଅବସର ପାଇବେ । ଆଜି କୌଣସି ଖାସ ସମସ୍ୟାର ସମଧାନ ବାହାର କରିବେ । କାରୋବାର ରେ ସଫଳତା ମିଳିବ । ବିତ୍ତୀୟ ସ୍ଥିତି ରେ ସୁଧାର ହେବ । ଆପଣଙ୍କ ଆୟର ନୂଆ ସ୍ରୋତ ମିଳିପାରେ । ବ୍ୟାପାର, ରୋଜଗାର ଭଲ ଚାଲିବ । କାର୍ଯ୍ୟ ସ୍ଥଳରେ ସହଯୋଗୀ ମାନେ ଆପଣଙ୍କୁ ଈର୍ଷା କରିବେ ।

ଧନୁ ରାଶି : ସାଥିରେ କାମ କରୁଥିବା ଲୋକଙ୍କ ଠାରୁ ଖୁସି ପାଇବେ । ଆଖ ପାଖରେ କିଛି ପରିବର୍ତ୍ତନ ପଜେଟିଭ ରହିବ । ଆପଣଙ୍କ ଜୀବନ ବେହତର ହେବ । ଆଜି ସାମନା ରୁ ଆସୁଥିବା ଅବସର କୁ ହାତ ଛଡା କରନ୍ତୁ ନାହିଁ । ଏଥିପାଇଁ ଆପଣଙ୍କ ପଇସାର ସ୍ଥିତି ରେ ସୁଧାର ଆସିବ । ଘରର ଲୋକଙ୍କ ସହ ଦିନ ଭଲ ବ୍ଯତୀତ କରିବେ । ଘରେ ଅତିଥି ଙ୍କ ଆଗମନ ହେବାରୁ ବାତାବରଣ ଖୁଶିମୟ ରହିବ । ମାତା ପିତା ଙ୍କ ସହଯୋଗ ମିଳିବ । ଆପଣ ଗୋଟେ ରୁ ଅଧିକ କାମ ରେ ସାମିଲ ହେବେ ।

ମକର ରାଶି : ସମୟ କମ ହେବାର ଅନୁଭବ କରିବେ । ଆନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ । ଆଜି ଆପଣଙ୍କୁ ନିସ୍ପତି ଉପରେ କାୟମ ରହିବାର ଅଛି । ଏହି ସମୟରେ ଲାଭ ଉଠାଇ ଆପଣଙ୍କୁ ଜୀବନରେ ଆଗକୁ ବଢିବାର ଅଛି । ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ଠିକ ସାବ୍ୟସ୍ତ ହେବ । କାର୍ଯ୍ୟ ବିସ୍ତାର ପାଇଁ ଲୋନ ନେବାକୁ ପଡିପାରେ । ଧନର ମାମଲାରେ ସଫଳତା ପ୍ରାପ୍ତ ହେବ ।

କୁମ୍ଭ ରାଶି : କାର୍ଯ୍ୟ ର ତରିକା ଚେଞ୍ଜ କରିବାକୁ ମନ ବଳାଇବେ । ଆଜି ଦିନର ଆରମ୍ଭ ନିଜର କାମକୁ ରୂପ ରେଖା ବନାଇବ । ଘରର ମାହୋଲ ଶାନ୍ତ ରଖିବା ପାଇଁ ଆପଣ ଛୋଟ ଛୋଟ କଥାକୁ ନଜର ଅନ୍ଦାଜ କରନ୍ତୁ । ବଡ ମାନଙ୍କ ସହ ସମ୍ମାନ ର ସହ ଫେସ ଆସନ୍ତୁ । ଆପଣଙ୍କ ମନରେ ଉଶ୍ଚାହ ଓ କାମ ପ୍ରତି ଊର୍ଜା ରହିବ । ସନ୍ତାନ ଓ ଲେଖନୀ ପକ୍ଷ ମଜବୁତ ହେବ । ଜୀବନ ସାଥିଙ୍କ ସହଯୋଗ ଓ ସାନିଧ୍ୟ ମିଳିବ ।

ମୀନ ରାଶି : କିଛି କାରଣ ପାଇଁ ଆପଣଙ୍କ କାମରେ ବିଳମ୍ବ ହେବ । ଆଜି କିଛି ପୁରୁଣା ବନ୍ଧୁ ଙ୍କ ସହ ସମ୍ପର୍କ ରେ ଆସିବେ । ଚାକିରି ରେ ଉନ୍ନତି ହେବାର ଅଛି । ବ୍ୟାପାରୀ ଙ୍କୁ ସରକାରି ନିୟମ କାରଣରୁ ସମସ୍ଯା ହୋଇପାରେ । ସୋସିଆଲ ମିଡିଆ ଜରିଆରେ ଆପଣଙ୍କୁ ନୂଆ ବନ୍ଧୁ ମିଳି ପାରନ୍ତି । ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁର ହେବ । ଜୀବନ ସାଥି ଆଜି ଆପଣଙ୍କର ତାରିଫ କରିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।