ଦୈନିକ ରାଶିଫଳ 24 ମଇ 2023, ଶ୍ରୀ ଗଣେଶଙ୍କ ଅଶେଷ କୃପା ରହିବ ଏହି 4ଟି ରାଶି ଉପରେ, ହେବ ଧନ ଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ତେବେ ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଖୋଲ୍ଲିୟ ବିଶ୍ଳେଷଣ କରାଯାଇଥାଏ । ଏହି ଦୈନିକ ରାଶିଫଳରେ ସର୍ବମୋଟ ୧୨ ଟି ରାଶି ଉପରେ କୁହାଯାଇଥାଏ । ଏହି ରାଶିଫଳ ଗୁଡିକ ପଢି ନିଜ ନିଜର ରାଶି ଅନୁସାରେ ନିଜର ଦୈନିକ ଭାଗ୍ୟ ଭବିଷ୍ୟ ଉପରେ ଜାଣି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ପରିବାର, ବନ୍ଧୁପରିଜନ, ଚାକିରୀ କ୍ଷେତ୍ର, ବ୍ୟବସାୟ, ସ୍ଵାସ୍ଥ, ଶିକ୍ଷା ଦିନସାରା ଘଟୁଥିବା ଶୁଭ ଓ ଅଶୁଭ ଘଟଣାର ଭବିଷ୍ୟଫଳ ଉପରେ ହିଁ ଆଧାରିତ କରାଯାଇଥାଏ । 24 ମଇ ୨୦୨୩ ର ଦୈନିକ ରାଶିଫଳ ଯାହାକି ଚନ୍ଦ୍ର ରାଶି ଉପରେ ଆଧାରିତ ହୋଇ ରହିଛି । ତେବେ ଚାଲନ୍ତୁ ଆଜିର ଦୈନିକ ରାଶିଫଳ ବିଷୟରେ ଆଲୋଚନା କରି କାହା ଭାଗ୍ୟରେ ଆଜି କଣ ଲେଖା ରହିଛି ଜାଣିନେବା ।

ମେଷ ରାଶି : ଆପଣଙ୍କ ସଫଳତା ସୁନିଶ୍ଚିନତା ଅଟେ । କାହା ସହ ବିବାଦ କରନ୍ତୁ ନାହିଁ । ଯଦି ଆପଣ ପଇସାର ଲେନଦେନ କରୁଛନ୍ତି ତେବେ ଆପଣଙ୍କୁ ସତର୍କ ରହିବାର ଜରୁରତ ଅଛି । ସ୍ତ୍ରୀ ଙ୍କ ସହ ଭଲ ସମୟ ବ୍ଯତୀତ ହେବ । ମାତା ପିତା ଙ୍କ ଆଶୀର୍ବାଦ ନିଅନ୍ତୁ । ପ୍ରଭାବଶାଳୀ ବ୍ୟକ୍ତି ଙ୍କ ସହଯୋଗ ଆପଣଙ୍କ ଉନ୍ନତି ରେ ସହାୟକ ସିଦ୍ଧ ହେବ । ଉପହାର ବା ସାମନାରେ ବୃଦ୍ଧି ହେବ । ଉଚ୍ଚ ଅଧିକାରୀଙ୍କ ସହ କଥା ହେବା ସମୟରେ ଭୁଲ ଶବ୍ଦ ର ପ୍ରୟୋଗ କରନ୍ତୁ ନାହିଁ ।

ବୃଷ ରାଶି : ଏହା ଦ୍ଵାରା ଆପଣଙ୍କ ଇମେଜ ଖରାପ ହୋଇପାରେ । ବରିଷ୍ଠ ଙ୍କ ସହଯୋଗ ମିଳିବ । ଆଜି ଆକସ୍ମିକ ଧନ ଲାଭର ଯୋଗ ଅଛି । ଆପଣଙ୍କ ଠାରେ କଥା କହିବାର କଳା ରହିଛି ଆପଣଙ୍କୁ କୌଣସି ବି କ୍ଷେତ୍ରରେ ସଫଳତା ର ଶିଖର ରେ ପହଞ୍ଚାଇବାରେ ସାହାର୍ଯ୍ୟକାରୀ ସିଦ୍ଧ ହେବ । ଶରୀର ରେ ଫୁର୍ତ୍ତିପଣ ଦେଖିବାକୁ ମିଳିବ । ଭାବି ଚିନ୍ତି ନିଆ ଯାଇଥିବା ନିସ୍ପତି ଆପଣଙ୍କ ପାଇଁ ଭବିଷ୍ୟତରେ ସଠିକ ରାସ୍ତା ଖୋଲି ଦେବ । କେବଳ ଘରର ଅନୁଭବି ବ୍ୟକ୍ତିଙ୍କ ଠାରୁ ରାୟ ନିଅନ୍ତୁ ।

ମିଥୁନ ରାଶି : ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ ନିରାଶ ହୁଅନ୍ତୁ ନାହିଁ । କିଛି ଲୋକ ପରିବାର ସହ ସମୟ ବ୍ଯତୀତ କରିବେ । କୌଣସି ଆଉଟ ଡୋର ଆକ୍ଟିଭୀଟି ରେ ଭାଗ ନେବେ । କାହା ସହ ରାଗରେ ଆଲୋଚନା କରନ୍ତୁ ନାହିଁ । ମାତା ପିତାଙ୍କ ସାନିଧ୍ୟ ଓ ସହଯୋଗ ମିଳିବ । ଘରର ସମସ୍ୟାର ସମାଧାନ କରିବାରେ ଜୀବନ ସାଥି ମହତ୍ତ୍ଵ ପୂର୍ଣ୍ଣ ସହଯୋଗ ରହିବ । ତଥା କୌଣସି ବନ୍ଧୁ ଙ୍କ ସହ ଦେଖା ହୋଇ ପୁରୁଣା ସ୍ମୂରତି ତାଜା ହେବ ।

କର୍କଟ ରାଶି : ନିଜର କାର୍ଯ୍ୟ କ୍ଷେତ୍ର ସମ୍ବଧିତ କୌଣସି ନିସ୍ପତି ନେବା ପୂର୍ବରୁ କାହାର ରାୟ ନିଅନ୍ତୁ । ଚାକିରି ରେ ଅବହେଳା କରନ୍ତୁ ନାହିଁ । ଆଜି କାରୋବାର ରେ ବୃଦ୍ଧି ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ସାମାନ୍ଯ ରହିବ । ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ରାୟ ଅନ୍ୟ ପାଇଁ ଠିକ ସାବ୍ୟସ୍ତ ହେବ । ଆପଣ ପରିବାର ରାୟ କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଅଯଥା କଥା ରୁ ଧ୍ୟାନ ହଟାଇ କାମରେ ଧ୍ୟାନ ଦିଅନ୍ତୁ । ନିଜର ସ୍ଵପ୍ନ କୁ ସ୍କର କରିବା ପାଇଁ ଉତ୍ତମ ସମୟ ଅଛି ।

ସିଂହ ରାଶି : ଆଜି ଆପଣଙ୍କ ଘରର ମାହୋଲ କିଛି ଅଲଗା ରହିବ । କୌଣସି ବରିଷ୍ଠ ଅଧିକାରୀ ଙ୍କ ଦ୍ଵାରା ଆପଣଙ୍କୁ ରାୟ ମିଳିପାରେ । ପଇସା କାରଣରୁ ଆପଣଙ୍କର କିଛି କାମ ଅଟକି ଯାଇପାରେ । ଜୀବନ ସାଥିଙ୍କ ବ୍ୟବହାର ନରମ ଆସିବ । ଆଜି ଆପଣ ପ୍ରିୟଙ୍କ ସହ ଭଲରେ ବ୍ୟବହାର କରନ୍ତୁ । ବେହତର ହେବ ଆପଣ ନିଜର ବ୍ୟବହାର କୁ ଚେଞ୍ଜ କରନ୍ତୁ । ପରିବାର ଲୋକଙ୍କ ସହ ବିବାଦ କରନ୍ତୁ ନାହିଁ । ମନରେ ଉଦାସ ଭାବନା ରହିବ ।

କନ୍ୟା ରାଶି : ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ଆଜି ଖାସ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିପାରେ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ହେବ । ଆଜି ପଇସା ସହ ଜଡିତ କିଛି ସମସ୍ୟାର ସମଧାନ ହେବ । ଧନ ଲାଭ ପାଇଁ ଅବସର ମିଳିପାରେ । ଜରୁରୀ ନିସ୍ପତି ନେଇଥିଲେ ତାହା ଆପଣଙ୍କର ଭବିଷ୍ୟତ ପାଇଁ ଫାଇଦା ସାବ୍ୟସ୍ତ ହେବ । ଆଜି ଆପଣ ମେହନତ କରିବାକୁ ପ୍ରସ୍ତୁତ ରହିବେ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ତୁଳା ରାଶି : ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ରେ ଚେଞ୍ଜ ଆସିପାରେ । ତେଣୁ ଅବହେଳା କରନ୍ତୁ ନାହିଁ । ପରିବାରରେ ସମସ୍ତେ ମିଳିମିଶି ରହିବେ । ବିଦ୍ୟାର୍ଥୀ ଙ୍କୁ ଆଜି ଲାଭ ମିଳିବ । ଉଚ୍ଚ ଶିକ୍ଷା ର ସ୍ଵନ ପୂରଣ ହେବ । ଅଯଥା ଗତି ବିଧି ରେ ଧ୍ୟାନ ହଟାଇ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଧନର ଅଭାବ ଦୂର ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । କୌଣସି ନୂଆ ବନ୍ଧୁ ମିଳି ପାରନ୍ତି । ଅଚାନକ ଖର୍ଚ୍ଚ ବୃଦ୍ଧି ହୋଇପାରେ ।

ବିଛା ରାଶି : ବେହତର ହେବ ଆପଣ ନିଜ ଖର୍ଚ୍ଚ ର ଲିଷ୍ଟ ରେଡି କରନ୍ତୁ । କାମ କାର୍ଯ୍ୟ ବିଷୟରେ କହିବାକୁ ଗଲେ ପ୍ରତିଯୋଗୀ ମାର୍କେଟ ରେ ଆପଣଙ୍କ ଉପରେ ପ୍ରେସର ଅଧିକ ରହିବ । ଆପଣ ପ୍ରତେକ ଜିନିଷ ର ଆନନ୍ଦ ନେବେ । ଆପଣଙ୍କ ପିଲା ମାନେ ଆପଣଙ୍କୁ ଖୁସି ଦେବାର କାରଣ ହେବେ । କୌଣସି କାମ କରିବା ପୂର୍ବରୁ ଏହା ଉପରେ ବିଚାର ବିମର୍ଶ କରନ୍ତୁ । ଆପଣ ବିପରୀତ ସ୍ଥିତି ରୁ ଆଜି ବାହାରି ଯିବେ ।

ଧନୁ ରାଶି : ସ୍ଥିତି ଅନୁକୂଳ ହେବ । ଆପଣଙ୍କର ଇଚ୍ଛା ପୂରଣ ହେବ । ସନ୍ଧ୍ୟା ସମୟରେ ପରିବାର ସହ ସମୟ ବିତାଇବାର ସୁଯୋଗ ପାଇବେ । ଯାହା ଦ୍ଵାରା ପରସ୍ପର ପ୍ରତି ପ୍ରେମ ଓ ଗଭୀରତା ବଢିବ । ଧାର୍ମିକ କାର୍ଯ୍ୟ ରେ ଆପଣ ଭାଗ ନେବେ । ଆର୍ଥିକ ମାମଲା ବିଚାର କରି ନିସ୍ପତି ନିଅନ୍ତୁ । ଆପଣ ନିଜର ଘର ପରିବାର କୁ ବେହତର ଦିଶା ରେ ନେବେ । ସ୍ଵାୟ ସ୍ତ୍ରୀ ଙ୍କ ସମ୍ପର୍କ ବେହତର ହେବାର ସମ୍ଭାବନା ଅଛି ।

ମକର ରାଶି : କୌଣସି ସମ୍ପତି କ୍ରୟ ବିକ୍ରୟ କରିବା ପୂର୍ବରୁ ଏହା ଉପରେ ଭଲ ଭାବେ ବିଚାର କରନ୍ତୁ । ନଚେତ ପରେ ଅନୁତାପ କରିବାକୁ ପଡିପାରେ । ଉଚ୍ଚ ଅଧିକାରୀ ଙ୍କୁ ଆପଣ ପ୍ରଭାବିତ କରିବେ । ଆପଣଙ୍କ ପ୍ରେମ ସମ୍ପର୍କ ରେ ମିଠାଶ ଆସିବ । ବିଗିଡି ଯାଇଥିବା କାର୍ଯ୍ୟ ହେବ । ମେହନତର ପୁରା ଫଳ ମିଳିବ । ଫୋନ ମାଧ୍ୟମରେ ଜରୁରୀ ସୂଚନା ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କର ପଜେଟିଭ ଚିନ୍ତାଧାରା ପୁରସ୍କୃତ ହେବ ।

କୁମ୍ଭ ରାଶି : ଆପଣ ନିଜର କିଛି ସମୟ ପରିଜନ ଙ୍କ ସହ ଆମୋଦ ପ୍ରମୋଦ ରେ ବ୍ଯତୀତ କରିବେ । କୌଣସି ସଦସ୍ୟ ଙ୍କ ବିବାହରେ ବାଧା ଆସୁଥିଲେ ତାହା ଦୂର ହେବ । ପାରିବାରିକ ମାହୋଲ ଉଶ୍ଚବ ଭଳି ରହିବ । ଆପଣ ଆଜି ବୁଝାମଣା ବଜାୟ ରଖିବାକୁ ବହତୁ ମାତ୍ରାରେ ସଫଳ ହେବେ । ଆପଣଙ୍କ ପାଇଁ ସ୍ଥିତି ବହୁତ ଭଲ ରହିବ । ଆଜି ଜୀବନ ସାଥିଙ୍କ ସାହା ଆପଣଙ୍କର ସମ୍ପର୍କ ଭଲ ରହିବ । ଏହି ରାଶିର ଅବିବାହିତ ଙ୍କ ପାଇଁ ଭଲ ସମ୍ପର୍କ ଆସିପାରେ ।

ମୀନ ରାଶି : ଜୀବନ ସାଥି ଆପଣଙ୍କ ପାଇଁ ସରପ୍ରାଇଜ ଗିଫ୍ଟ ଆଣି ପାରନ୍ତି । ବିଦ୍ୟାର୍ଥୀ ଙ୍କ ମନ ପଢା ରେ ଖୁବ ଲାଗିବ । ସେମାନେ ପରୀକ୍ଷା ରେ ସଫଳତା ବି ହାସଲ କରିବେ । ଆପଣଙ୍କର ଭାବିବା ତରିକା ଚେଞ୍ଜ କରିବେ ତ ଦିନ ଭଲ ରହିବ । ନିଜର ଦାୟିତ୍ଵ ଉପରେ ପୁରା ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମର ତାରିଫ ହେବ । ଆପଣଙ୍କ ପାଇଁ ସୁଖଦ ସମାଚାର ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିର ଲାଇକ କରନ୍ତୁ ।