ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବାର ସହିତ କୌଣସି ନା କୌଣସି ଦେବାଦେବୀଙ୍କ ସହିତ ଜଡିତ ହୋଇ ରହିଥାଏ । ଏହି ଯେପରି ମଙ୍ଗଳବାରକୁ ଆମେ ସାଧାରଣତଃ ପ୍ରଭୁ ହନୁମାନଙ୍କର ବାର ବୋଲି ଜାଣିଥାଉ । ତେବେ ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କର ମଙ୍ଗଳଦୋଷ ରହିଥାଏ । ସେମାନେ ନିହାତି ଭାବେ ଭଗବାନ ହନୁମାନକୁ ପୂଜନ କରିବା ଉଚିତ ହୋଇଥାଏ । ତେବେ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ମଙ୍ଗଳଦୋଷ ରହିଥାଏ ।
ସେହି ବ୍ୟକ୍ତି ମାନଙ୍କରେ ଜୀବନରେ ବହୁ ପ୍ରକାର ଅସୁବିଧା ଆସିଥାଏ। ଏହା ସହ ଏମାନେ କୌଣସି ନା କୌଣସି ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହେଉଥାନ୍ତି । ଘରେ କଳିଝଗଡା ପ୍ରାୟତଃ ସମୟରେ ଲାଗି ରହୁଥିବ । ତେବେ ଚାଲନ୍ତୁ ସର୍ବପ୍ରଥମେ ମଙ୍ଗଳବାର ଦିନ କେଉଁ ସବୁ କାର୍ଯ୍ୟ କରିବା ନାହିଁ । ତାହା ଉପରେ ଆଲୋଚନା କରି ଜାଣିନେବା । ମଙ୍ଗଳବାର ଦିନ କୌଣସି ମଧ୍ୟ ବ୍ୟକ୍ତି ଅତିରିକ୍ତ ଲୁଣର ସେବନ କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତିର ଧାରକରଜ ବଢିଥାଏ ।
ମଙ୍ଗଳବାର ଦିନ ଭୁଲରେ ମଧ୍ୟ କୌଣସି ପ୍ରକାର ଆମିଷ ଦ୍ରବ୍ୟର ସେବନ କରିବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତିର ପ୍ରାୟ ସମୟରେ ସ୍ଵାସ୍ଥ ଜନିତ ସମସ୍ଯା ଲାଗି ରହିଥାଏ । ମଙ୍ଗଳବାର ଦିନ ଧାର, କରଜ କାହା ଠାରୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ଵାରା ଦେଇଥିବା ଧନ ଫେରି ପାଇବାରେ ଅସୁବିଧା ହୋଇଥାଏ । କିମ୍ବା ଟଙ୍କା ମୂଳରୁ ମିଳିନଥାଏ । ମଙ୍ଗଳବାର ଦିନ ଲୁହାର କୌଣସି ମଧ୍ୟ ସାମଗ୍ରୀ ବା କୌଣସି ଧାରୁଆ ଅସ୍ତ୍ର କିଣନ୍ତୁ ନାହିଁ ।
କାରଣ ସେହି ଦିନ ଲୁହା କିଣିବାକୁ ଅଶୁଭ ମନା ଯାଇଥାଏ । ଏହା ସହିତ ଶନି ମହାରାଜା ମଧ୍ୟ ସେହି ବ୍ୟକ୍ତିଙ୍କ ଉପରେ ରୁଷ୍ଠ ହୋଇଥାନ୍ତି । ମଙ୍ଗଳବାର ଦିନ ସମ୍ବଦ୍ଦ ବନାଇବା ଉଚିତ ହୋଇନଥାଏ । ଏପରି କରିବା ଦ୍ଵାରା ଏଥିରୁ ଜାତ ସନ୍ତାନ ନପୁଂସକ ହୋଇଥାଏ । ମଙ୍ଗଳବାର ଦିନ ନାଲି ମନ୍ଦାର ପ୍ରଭୂ ହନୁମାନଙ୍କୁ ଚଢାଇବା ଦ୍ଵାରା ସମସ୍ତ ପ୍ରକାର ଭୌତିକ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ମଙ୍ଗଳବାର ଦିନ ଯଦି ବ୍ରାହ୍ମଣଙ୍କୁ ମିଠା, ଭୂମୀ ବ କୌଣସି ପ୍ରକାର ଜିନିଷ ଦାନ କରୁଥାନ୍ତି । ତେବେ ସେହି ବ୍ୟକ୍ତି ମାନଙ୍କର ଯଦି ମଙ୍ଗଳ ଦୋଷ ରହିଥାଏ । ତେବେ ତାହା କଟିଯାଇଥାଏ ।
ମଙ୍ଗଳବାରଦିନ ହନୁମାନଙ୍କ ମନ୍ଦିରରେ ସକାଳେ ଓ ସନ୍ଧ୍ଯା ସମୟରେ ଗୋଟିଏ ଲେଖା ଘୀୟର ଦୀପ ଜାଳିବା ଉଚିତ । ଏପରି କରିବା ଦ୍ଵାରା ଘରେ କଳି ଝଗଡା ଦୂର ହୋଇଥାଏ । ଏହା ସହିତ ଘରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ମଙ୍ଗଳବାର ଦିନ ଯଦି ଚାମେଳୀ ତେଲରେ ସିନ୍ଦୁର ମିଶାଇ ଲେପ ଦେଉଥାନ୍ତି । ଏହା ଦ୍ଵାରା ମଙ୍ଗଳ ଦୋଷ କାଟିବା ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।
ମଙ୍ଗଳବାର ଦିନ ହନୁମାନଙ୍କୁ ଗୋଟିଏ ତୁଳସୀ ପତ୍ରରେ ରକ୍ତ ସିନ୍ଦୁରରେ ଜୟ ଶ୍ରୀ ରାମ ଲେଖି ଅର୍ପଣ କରିଥାନ୍ତି । ଏହା ଦେୟାର ଭଗବାନ ହନୁମାନ ଆପଣଙ୍କ ଉପରେ ବହୁତ ହିଁ ପ୍ରସନ୍ନ ହୋଇଯାଇଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ