ଘରେ ଝିଟିପିଟି ଦେଖାଗଲେ କରନ୍ତୁ ଏହି କାମ ମନ ଇଛା ପୂରଣ ହେବ ।

ସମସ୍ତଙ୍କ ଘରେ ଝିଟିପିଟି ଦେଖାଯାଏ, ଗରମ ଦିନ ରେ ଏହା ଅଧିକ ଦେଖାଯାଏ । କିଛି ଲୋକ ଅଛନ୍ତି ଯିଏ କି, ଝିଟିପିଟି କୁ ଦେଖି ଡ଼ରିଥାନ୍ତି । ପରନ୍ତୁ ସେମାନେ ଜାଣି ନାହାଁନ୍ତି ଯେ, ସେ ଯାହା କୁ ଡ଼ରୁଛନ୍ତି ତାହା ବହୁତ ଶୁଭ ଅଟେ । ଶାସ୍ତ୍ରରେ ଏହାର ବିଶେଷ ମହତ୍ତ୍ୱ କୁହାଯାଇଛି। ଏମିତି କି ଆମ ଭାରତ ରେ କିଛି ମନ୍ଦିର ରେ ଝିଟିପିଟି କୁ ମଧ୍ୟ ପୂଜା କରାଯାଏ। ଏମିତି ଶ୍ରୀ ରଗଂମ୍ରଗଂନାଥ ସ୍ୱାମୀ ମନ୍ଦିର ଅଛି ଯେଉଁଠି ଝିଟିପିଟି ର ଚିତ୍ର କୁ ଅଙ୍କ।ଯାଇଛି । ମାନାଯାଏ କି ଝିଟିପିଟି କୁ ଦେଖିବା ଶୁଭ ମାନାଯାଏ । ଝିଟିପିଟି ଦେଖିବା ର କ’ଣ କ’ଣ ସବୁ ସଂକେତ ରହିଛି ।

ଝିଟିପିଟି ଭବିଷ୍ୟତରେ ହେବା କିଛି ଘଟଣା ର ସଂକେତ ରହିଥାଏ । ଶାସ୍ତ୍ର ଅନୁସାରେ ଯଦି ଖାଇବା ସମୟରେ ଝିଟିପିଟି ଦେଖାଯାଏ ତେବେ ସେହି ଦିନ କିଛି ଶୁଭ ସମାଚାର ମିଳିଥାଏ କିମ୍ବା କିଛି ଶୁଭ ଫଳ ପ୍ରାପ୍ତି ହୋଇପାରେ। ଯଦି ଦୁଇ ଝିଟିପିଟି ଏକା ସାଗଂ ରେ ଦେଖା ଯାଆନ୍ତି ତେବେ ଏହା ର ଅର୍ଥ ହେଲା ପୁରୁଣା ମିତ୍ର ଙ୍କ ସହ ମିଶି ପାରନ୍ତି । ଯଦି ଝିଟିପିଟି ପରଷ୍ପର ଭିତରେ ଝଗଡା ହେବା ର ଦେଖନ୍ତି ତେବେ ଘରେ ଝଗଡା ଲାଗିଥାଏ । ଝିଟିପିଟି ମାନେ ଦୀପାବଳି ରାତି ରେ ଦେଖା ଯିବା କୁ ବହୁତ ଶୁଭ ମାନାଯାଏ ଓ ମାନାଯାଏ ଯେ ଏହା ଦ୍ୱାରା ବର୍ଷକ ସାରା ସୁଖ ରହି ଥାଏ ଘରେ ।

ଯେବେ ବି ଆପଣ ଘରର କାନ୍ଥରେ ଝିଟିପିଟି ଦେଖୁଛନ୍ତି ତେବେ ଜଲ୍ଦି ଯାଇ ଠାକୁର ଘରେ ଥିବା କୁଙ୍କୁମ୍ ଚାଉଳ ନେଇ ଆସନ୍ତୁ । ଦୂରରୁ ଟିକେ ଚାଉଳ ଝିଟିପିଟି ଉପରେ ପକାଇ ଦିଅନ୍ତୁ । କୁଙ୍କୁମ୍ ଚାଉଳ ପକେଇବା ସମୟରେ ଯାହା ଆପଣଙ୍କ ମନ ଇଚ୍ଛା ତାହା କୁହନ୍ତୁ । ଏବଂ କାମନା କରିବେ ସେହି ଇଛା ଜଲଦି ପୂରଣ ହୋଇଯାଉ। ଶାସ୍ତ୍ର ଅନୁସାରେ କୁହାଯାଏ କି , ଝିଟିପିଟି ର ପୂଜା ଦ୍ୱାରା ଧନର ଅସୁବିଧା କ୍ଷୟ ହୋଇଥାଏ ଆଉ ଧନର ନୂଆ ନୂଆ ବାଟ ଖୋଲି ଯାଏ। ଏହା କରିବା ଦ୍ୱାରା ଘରେ ହୋଇଥାଏ ଧନର ବର୍ଷା ।