ଆପଣନ୍ତୁ ଏହି ଉପାୟ ଚମକି ଉଠିବ ଆପଣଙ୍କ ଭାଗ୍ୟ, ରାତା ରାତି ମିଳିବ ସଫଳତା।

ପ୍ରତୋକ ବ୍ୟକ୍ତି ସୁଖଶାନ୍ତି ରେ ଜୀବନ ଅତିବାହିତ କରିବାକୁ ଚାହିଁଥାଏ । ପ୍ରତୋକ ବ୍ୟକ୍ତି ଏହି ସୁଖ ସୁବିଧା ପାଁଇ କଠିନ ପରିଶ୍ରମ ବି କରିଥାନ୍ତି । ତେବେ କିଛି ଲୋକଙ୍କ ର କହିବା ଅନୁସାରେ ଆସ୍ଥା ହିଁ ସବୁକିଛି ଅଟେ । ଏବଂ କିଛି ଲୋକେ କଠିନ ପରିଶ୍ରମ କରିବା ପରେ ହାର ମାନିଯାଇଥାନ୍ତି ।

ତେବେ ଆଜି ଆମେ ଏଠାରେ କିଛି ଏପରି ଉପାୟ ସମ୍ପର୍କ ରେ ଆଲୋଚନା କରିବା ଯାହା କି ଆପଣ ଙ୍କ ର ପ୍ରତିଟି କାର୍ଯ୍ୟ ରେ ଆପଣ ଙ୍କୁ ସଫଳତା ଦେବ । ଏହି ଉପାୟ କୁ ଆପଣେଇ ଆପଣ ନିଜ ଭାଗ୍ୟ କୁ ଖୋଲିପାରିବେ । ତେବେ ଅନେକ କ୍ଷେତ୍ର ରେ ଜଣେ ବ୍ୟକ୍ତି ଙ୍କ ର ସଫଳତା ରେ ସେହି ଲୋକ ର ପଡୋଶୀ ଇର୍ଷା କରିଥାନ୍ତି । ତେବେ ଆଜି ର ଏହି ଉପାୟ ରେ କେବଳ ଗୋଟେ ପାନ ର ଆବଶ୍ୟକତା ରହିଛି ।

Betel leaves

1.  ଯଦି ଆପଣ କୌଣସି ବ୍ୟବସାୟ କରୁଛନ୍ତି ତେବେ ଆପଣ ଏକ ପାନପାତ୍ର କୁ ଦାନ କରନ୍ତୁ । ଏହା ଦ୍ୱାରା ବି ଆପଣ ସଫଳତା ପାଇପାରିବେ ।

2. ତେବେ ଆପଣ ଏକ ପାନ ପତ୍ର ଉପରେ 7 ଗୋଟି ଗୋଲାପ ଫୁଲ ର ପାଖୁଡା ରଖି ଦିଅନ୍ତୁ ଦେଖିବେ ଅନ୍ୟ ର କୁ ଦୃଷ୍ଟି ଦୂର ହେବ ।

3. ଯଦି ଆପଣ ଙ୍କ ର ଘରେ କୌଣସି ସଙ୍କଟ ରହିଛି ଯାହା ର ସମୁଖୀନ ଆପଣ ହେବାକୁ ଚାହୁଁଛନ୍ତି ତେବେ ରହିବାର ଦିନ ଆପଣ ଘରୁ ବାହାରିବା ସମୟ ରେ ଏକ ପାନ ପତ୍ର ଆପଣ ନିଜ ପାକେଟ ରେ ରଖିଦିଅନ୍ତୁ ଏହା ଦ୍ୱାରା ଆପଣ ଙ୍କ ର କାର୍ଯ୍ୟ ରେ ଆପଣ ସଫଳ ହେବେ ।

4. ଯଦି ଆପଣ କୌଣସି ସଙ୍କଟ ରେ ଅଛନ୍ତି ତେବେ ପାନ ପତ୍ର ଉପରେ କନ୍ସର କର ରଖିକି ଗଣେଶ ଙ୍କୁ ଅର୍ପଣ କରନ୍ତୁ । ଦେଖିବେ ଜୀବନ ର ସବୁ ସଙ୍କଟ ଦୂର ହେବ ।

5. ହିନ୍ଦୁ ଧର୍ମ ରେ ପାନ ର ବହୁତ ବଡ଼ ମହତ୍ୱ ରହିଛି । ଏହି ଉପାୟ ଦ୍ୱାରା ଆପଣ ଙ୍କ ର ସବୁ ସମସ୍ୟା ଦୂର ହେବ । ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଙ୍କୁ ପାନ ପତ୍ର ଅର୍ପଣ କରିବା ଦ୍ୱାରା ଆପଣ ଙ୍କ ଜୀବନ ରେ ସବୁ ସୁଖ ସମୃଦ୍ଧି ପ୍ରାପ୍ତି ହେଇଥାଏ ।