ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ, ବଢିପାରେ ଆପଣଙ୍କ ଧନ (ବସ୍ତୁଶାସ୍ତ୍ର ଅନୁସାରେ)

ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବାକୁ ସମସ୍ତଙ୍କର ଆଶା ରହିଥାଏ ,ଆଉ ଏଥିପାଇଁ ମଧ୍ୟ ଆମେ କଠିନ ରୁ କଠିନ ପରିଶ୍ରମ କରିଥାଉ । କିନ୍ତୁ ବହୁତ ପରିଶ୍ରମ କରିବା ସ୍ଵେତେ ମଧ୍ୟ ଆମପାଖରେ ପଇସା ରହିନଥାଏ । ବସ୍ତୁଶାସ୍ତ୍ରରେ କୁହାଯାଇଛି କି, ଯଦି ଆପଣ କିଛି ଖାସ ଜିନିଷ ଆପଣଙ୍କ ପର୍ସ ରେ ରଖିବେ ,ତାହାଲେ ଆପଣଙ୍କୁ ଲାଭ ମିଳିପାରେ ।

ଏହି ୫ ଟି ଜିନିଷ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ପର୍ସ କେବେ ଖାଲି ହୋଇନଥାଏ । ଆସନ୍ତୁ ଜାଣିବା ଏହି ୫ ଟି ଚମତ୍କାର ଜିନିଷ ବିଷୟରେ ;

– ଆପଣ ପର୍ସରେ ମା ଲକ୍ଷ୍ମୀଙ୍କ ଫୋଟୋ ରଖନ୍ତୁ ,ଏହାଦ୍ଵାରା ଧନ ବଢିବା ସହ ସୁଖଶାନ୍ତି ପାଇପାରିବେ । ଅଧିକ ରୁ ଅଧିକ ଧନ ପାଇବାର ସୁଯୋଗ ମଧ୍ୟ ପାଇପାରିବେ ।

– ନିଜ ପର୍ସରେ ପଦ୍ମର ବୀଜ ରଖନ୍ତୁ ,ଏହାଦ୍ଵାରା ଆପଣଙ୍କ ପର୍ସ କେବେ ବି ଖାଲି ରହିବନାହିଁ । ମା ଲକ୍ଷ୍ମୀଙ୍କ କୂର୍ପା ସବୁବେଳେ ଆପଣଙ୍କ ଉପରେ ରହିବା ।

– ପର୍ସରେ ଆଇନ ରଖିବା ଦ୍ଵାରା ଆପଣଙ୍କ ଚାକିରି ପାଇଁ ଲାଭଦାୟକ ଅଟେ । ଆଉମଧ୍ୟ ଧନ ବଢିଥାଏ।

– ପର୍ସରେ ଅକ୍ଷେତ ରଖିବା ବି ବହୁତ ଫାଇଦା ଅଟେ । କୁହନ୍ତି ଯେ ,ଚାଉଳ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ଖର୍ଚ କମିଥାଏ ।

– ନକ୍ଷତ୍ର ପର୍ସ ରେ ରଖିନ୍ତୁ ,ଯାହାଦ୍ୱାରା ଆପଣ ବହୁତ ଲାଭ ପାଇପାରିବେ । ନକ୍ଷତ୍ର ରଖିବାଦ୍ଵାରା ଆପଣ ଅସୁବିଧା ରୁ ରକ୍ଷା ପାଇପାରିବେ।

 

ଯଥାଶୀଘ୍ର ଏହା କରନ୍ତୁ।

 

IN ENGLISH: Everybody wants to earn much more money and hard work is hard for this. But after trying a million, many times he does not have the money. It is said in the oceanographic texts that if certain things are kept in pocket then it is cooked. By keeping these five things in pocket, your pockets will never be empty.