ଅଗଷ୍ଟ ୨୭,୨୮,୨୯ ରେ ବଦଳିବାକୁ ଯାଉଛି ଏହି ରାଶୀମାନଙ୍କର ଭାଗ୍ୟ ।

ଅଗଷ୍ଟ ୨୭,୨୮,୨୯ ରେ ବଦଳିବା କୁ ଯାଉଛି କିଛି ରାଶି ର ଲୋକ ମାନେ । କିଛି ଲୋକ ଙ୍କୁ ମିଳିବ ଅଲଉକିକ, କିଛି ଲୋକ ଙ୍କୁ ତାଙ୍କ କଷ୍ଟ ର ଫଳ ମିଳିବ । ପ୍ରଥମ ରେ ହେଉଛି ବୃଷ ରାଶି ମନ ଆପଣଙ୍କ ର ଅଶାନ୍ତ ରହିବ ନାହିଁ । ଆପଣଙ୍କ ର ସବୁ ଅସୁବିଧା ବନ୍ଧୁ ଙ୍କ ଦ୍ୱାରା ଦୂର ହେବ । ଆପଣଙ୍କ ବିଶେଷ ବନ୍ଧୁ ଆପଣ ଙ୍କୁ ସାହାର୍ଯ୍ୟ କରିବେ । ଛାତ୍ର ମାନଙ୍କ ପାଇଁ ଏହି ଦିନ ଅନୁକୂଳ ରହିବ ଆଉ ଆପଣ ଙ୍କୁ ଟିକେ ଧର୍ଯ୍ୟ ରଖିବା କୁ ପଡିବ । ମିଥୁନ ରାଶି ଆପଣଙ୍କ ମନରେ କିଛି ନକରାତ୍ମକ ଚିନ୍ତା ଆସିବ କିନ୍ତୁ ଆପଣଙ୍କ ପରିବାର ର ସହଯୋଗ ରୁ ଏହି ନକରତାତ୍ମକ ଚିନ୍ତା ଦୂରେଇ ଯିବ । ଆପଣ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ।

ସିଂହ ରାଶି ର ବ୍ୟକ୍ତି, ବନ୍ଧୁ ଓ ଜୀବନ ସାଥୀ ର ପୂରା ସହଯୋଗ ପାଇବେ । ଆର୍ଥିକ ଉନ୍ନତି ଓ ଧନର ପ୍ରବଳ ଯୋଗ ରହିଛି । ଇନ୍ଜିୟର ଙ୍କ ପାଇଁ ଦିନ ବହୁତ ଭଲ , ସେମାନ।ଙ୍କୁ କେଉଁଠାରୁ ବଡ଼ ଧରଣର ପ୍ରୋଜେକ୍ଟ ମିଳିପାରେ । ବ୍ୟବସାୟି ମାନଙ୍କ ର ଦୁଇ ଗୁଣ ଲାଭ ହେବ। ଅନ୍ୟ ର କଥା ଶୁଣନ୍ତୁ ତା ପରେ ଭାବି ଚିନ୍ତି ଉତ୍ତର ଦିଅନ୍ତୁ। ତୁଳା ରାଶି ର ବ୍ୟକ୍ତି, ଆପଣଙ୍କ ବନ୍ଧୁ ଙ୍କ ସହିତ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଯିବ। ତା ପରେ ଆସିଲା ଧନୁ ରାଶି ର ବ୍ୟକ୍ତି, ଆଜି ଆପଣ ସକରାତ୍ମକ ଉର୍ଜା ଅନୁଭବ କରିବେ। ଚାକିରୀ ରେ ସଫଳତା ମିଳିବା ର ଯୋଗ ରହିଛି। ବ୍ୟବସାୟୀ ଙ୍କୁ ଅଚାନକ ଧନ ପ୍ରାପ୍ତି ହେବ।

ବୈବାହିକ ଜୀବନ ରେ ମଧୁରତା ଆସିବ । ତା ପରେ କୁମ୍ଭ ରାଶି ର ବ୍ୟକ୍ତି , କଉତୁକିଆ ସ୍ୱଭାବ ରେ ଆପଣ ସମସ୍ତ ଙ୍କ ମନ କଙ ଯିତିବେ । କୈ।ଣସି ବଡ଼ ଡିସିସନ୍ ତରବର ରେ ନିଅନ୍ତୁ ନାହିଁ ଆପଣ ସେଥିରେ କ୍ଷତି ରେ ପଡ଼ି ପାରନ୍ତି । ଯଦି ଭାବି ଚିନ୍ତି ନିଷ୍ପତ୍ତି ନେବେ ତେବେ ଆପଣ ନିଶ୍ଚୟ ସଫଳ ହେବେ। ରୋଜଗାର ତୁଳନା ରେ ଖର୍ଚ୍ଚ ଅଧିକ ହେବ , ଜଗିରଖି ଚଳିବେ। ବାହାର କୁ ଗଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପତି ପତ୍ନୀ ଙ୍କ ଭିତରେ ଭଲପାଇବା ବୃଦ୍ଧି ହେବ। ଏବଂ ୨୭,୨୮,୨୯ ରେ ଭାଗ୍ୟବାନ ହେଉଥିବା ସବୁଠାରୁ ଶେଷ ରାଶି ହେଉଛି ମୀନ ରାଶି । ଏହି ରାଶି ର ବ୍ୟକ୍ତି ଙ୍କର ଦିନ ଟି ଆପଣଙ୍କ ପାଇଁ ଭଲ ଆସିବ । ଜୀବନ ସାଥୀ ଙ୍କ ସହଯୋଗ ପାଇବେ । ନୂତନ କାର୍ଯ୍ୟ ରେ ଯୋଗ ଦେବେ। ଆର୍ଥିକ ସ୍ଥିତି ବୃଦ୍ଧି ହେବ ଓ ସମସ୍ତ କାର୍ଯ୍ୟ ରେ ସଫଳ ହେବେ। ବାହାନ କିଣିଲେ ମଧ୍ୟ ଶୁଭ ହେବ।