ଆଜିର ରାଶିଫଳ, 9 ନଭେମ୍ବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୯ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ବାହନ, ଅଗ୍ନି ଇତ୍ୟାଦି ବ୍ୟବାହର କରିବା ସମୟରେ ଅବହେଳା କରନ୍ତୁ ନାହି । କୌଣସି ସମ୍ପର୍କୀୟ ଙ୍କ ସହ କୌଣସି କଥାକୁ ନେଇ ଚର୍ଚ୍ଚା କରିବେ । ଆଜି ଆପଣ ନିଜର ପ୍ରିୟ ଙ୍କ ସହ ଭଲ ବ୍ୟବହାର କରିବେ । ଆଜି ଆପଣ ନିଜ କମ ପ୍ରତି ଅହିକ ସକ୍ରିୟ ରହିବେ । ଅନେକ ଦିନରୁ ଅଟକି ରହିଥିବା କାମ ଆଜି ଅନେକ ବାଧା ପରେ ବି ପୁରା ହେବ । ସମାଜ ରେ ମାନ ସମାନ ବୃଦ୍ଧି ହେବ । ବ୍ୟକ୍ତିଗତ ଜୀବନରେ କିଛି ଖାସ ଲୋକଙ୍କ ସହ ଭେଟ ହେବ ।

ବୃଷ ରାଶି : ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ଣ୍ଣ ଶେଷ ହେବ । ବିତ୍ତୀୟ ମାମଲାରେ ସମାଧାନ କରିବାରେ କିଛି ସମୟ ଲାଗିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ଆଧ୍ୟାତ୍ମ ପ୍ରତି ରୁଚି ରହିବ । ଜୀବନ ସାଥିଙ୍କ ସହଯୋଗରେ କାମ ପୁରା ହେବ । କୌଣସି ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ଆଗରୁ ବିଚାର ବିମର୍ଶ କରନ୍ତୁ । କ୍ରୋଧ ଅଧିକ ରହିପାରେ । ଆପଣ ଜଣେ ମଜବୁତ ବ୍ୟକ୍ତି ଭାବେ ସାବ୍ୟସ୍ତ ହେବେ । ଆପଣ ସମ୍ପତି ପ୍ରାପ୍ତ କରିବା ପାଇଁ ନିକଟତର ଙ୍କ ସାହାଜ୍ଯ ନେବେ ।

ମିଥୁନ ରାଶି : ଶାରୀରିକ ଦ୍ରୁଷ୍ଟି ରେ ସ୍ୱାସ୍ଥ୍ୟ ଆଜି ସୁସ୍ଥ ରହିବ । ବାହାର ଖାଦ୍ଯ ଖାଇବାରୁ ବଞ୍ଚିତ ରୁହନ୍ତୁ । ପରିବାରର ସବୁ ସଦସ୍ୟ ଙ୍କ ସହ ଆପୋଷ ବୁଝାମଣା ରହିବ । ନିଜ କାମ ପୁରା କରିବାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ଖୁସି ବଜାୟ ରହିବ । କୌଣସି ଆବଶ୍ୟକ ବସ୍ତୁ ହଜିବାର ସମ୍ଭାବନା ରହିଛି । ଆପଣ ନିଜ କାମକୁ ତୀବ୍ର ଗତିରେ କରିବେ । ବ୍ୟକ୍ତିଗତ ଜୀବନରେ କାହାକୁ ଉପହାର ଦେବେ ଓ ପ୍ରାପ୍ତ ମଧ୍ୟ କରିବେ । ଆଧ୍ୟାତ୍ମ ପ୍ରତି ରୁଚି ବଢିବ ।

କର୍କଟ ରାଶି : ଆଜି ଆପଣ ଭାବନାତ୍ମକ ରୂପରେ ବହୁତ ଭଲ ରହିବେ । ଛୋଟ ଛୋଟ କଥାରେ ରାଇଗଲେ କାମ ବିଗିଡି ଯାଇପାରେ ।  ଏଣୁ କ୍ରୋଧ ଉପରେ ସଂଯମ ରଖନ୍ତୁ । ନିବେଶ ମାମଲାରେ ନୂଆ ପରାମର୍ଶ ମିଳିବ । ବ୍ୟାପାର ବଢାଇବାକୁ କିଛି ନୂଆ ଅବସର ପ୍ରାପ୍ତ ହେବ । ସନ୍ଧ୍ୟା ସମୟରେ ଅଚାନକ କୌଣସି ବଡ ଖୁସି ଖବର ପ୍ରାପ୍ତ ହେବ ଯାହା ପାଇଁ ଆପଣ ଉଶ୍ଚାହ ଅନୁଭବ କରିବେ । ଆପଣଙ୍କ ପ୍ରେମ ଓ ବ୍ୟାପାର ଠିକ ଚାଲିବ । ଆଜି କୌଣସି ପ୍ରକାରର ନିବେଶ କରନ୍ତୁ ନାହି ।

ସିଂହ ରାଶି : ଆଜି ଆପଣଙ୍କ ଆମଦାନୀ ରେ ବୃଦ୍ଧି ହେବ । ଖର୍ଚ୍ଚ ମଧ୍ୟ ଅଧିକ ହେବ । ଏହି ରାଶି ଓକିଲ ମାନଙ୍କ ଭେଟ କୌଣସି ପୁରୁଣା କ୍ଲାଇଣ୍ଟ କ ସହ ହେବ । କୌଣସି ନୁ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । କିଛି ଏମିତି କଥା ବା ଜିନିଷ ଆପଣଙ୍କ ଆଗକୁ ଆସିପାରେ ଯାହା ଆପଣଙ୍କୁ ଆଗାମୀ ଦିନରେ ବଡ ସଫଳତା ଆଣି ଦେବ । ଶାରୀରିକ କଷ୍ଟ ରୁ ରିହାତି ପାଇବେ । ଆଜି ଦିନରେ ଆପଣ ପରାକ୍ରମୀ ଅନୁଭବ କରିବେ । ଯାହା ଆପଣଙ୍କୁ ଉନ୍ନତି ଆଡକୁ ଅଗ୍ରସର କରାଇବ ।

କନ୍ୟା ରାଶି : ଆଜି ଆପଣଙ୍କୁ ବ୍ୟବସାୟରେ କିଛି କଠିନ ସମସ୍ୟାର ସାମନା କରିବାକୁ ପଡିପାରେ । ପ୍ରୟାସ ସଫଳ ରହିବ । ସମୟ ଅନୁଯାୟୀ ଆପଣ ଉନ୍ନତି କରିବେ । ଦୈନିକ ବ୍ୟାପାର ପାଇଁ ଦିନ ଅନୁକୂଳ ଅଟେ । ଅବିବାହିତ ଜାତକ ଙ୍କୁ ବିବାହ ସମ୍ବଧିତ କିଛି ଖବର ମିଳିପାରେ । ଗୁପ୍ତ ଶତ୍ରୁ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଆପଣଙ୍କ ଲୋକପ୍ରିୟତା ଅଧିକ ବଢିବ । ପାରିବାରିକ ଜୀବନରେ ମାହୋଲ ସୁଖଦ ରହିବ । ରୋଜଗାର ରେ ବୃଦ୍ଧି ହେବ । ପ୍ରେମର ସ୍ଥିତି ମଧ୍ୟମ ରହିବ ।

ତୁଳା ରାଶି : ଆଜି ଆପଣ ମହତ୍ଵ ପୂର୍ଣ୍ଣ ଲୋକଙ୍କୁ ପ୍ରଭାବିତ ଓ ସମ୍ପର୍କ ସ୍ଥାପିତ କରିବେ । ଆର୍ଥିକ ଲେନଦେନ ସମୟରେ ସତର୍କ ରୁହନ୍ତୁ । ନିଜ କାମ ଉପରେ ଫୋକସ ରଖନ୍ତୁ । ବାଣୀ ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ । ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ରେ ବିରୋଧ ହୋଇପାରେ । ହଜି ଯାଇଥିବା ପ୍ରେମ କିଛି ଲୋକଙ୍କୁ ମିଳିପାରେ । ଅଫିସ ଓ ବିଜନେସ ରେ ଆପଣଙ୍କୁ ସାହାଜ୍ଯ ମିଳିପାରେ । ସନ୍ତାନ ଙ୍କ ମାମଲାରେ ସତର୍କ ରୁହନ୍ତୁ ।

ବିଛା ରାଶି : ଆଜି ଦିନ ଟି ଆପଣଙ୍କ ପାଇ ସାମାନ୍ଯ ରହିବ । ସାମାଜିକ କାର୍ଯ୍ୟ ରେ ଯିବାକୁ ଅବସର ମିଳିବ । କୌଣସି ସମ୍ପତି ରେ ପାରିବାରିକ ବିବାଦର ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ଆର୍ଥିକ ପକ୍ଷ ସହ ନିବେଶ ପାଇଁ ଉତ୍ତମ ସମୟ ଅଟେ । ପରିବାର ର ଜରୁରତ ପୁରା କରିବାରେ କାର୍ଯ୍ୟ କରିବେ । ଜୀବନରେ ବେହତର ଉନ୍ନତି କରିବାରେ ଆଗକୁ ବଢିବେ । କିଛି ଲୋକ ଙ୍କ ସହ ଆପଣ ବହୁତ ସାରା କଥା ହେବେ । ସାମାଜିକ କ୍ଷେତ୍ର ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।

ଧନୁ ରାଶି : ଆଜି ଆର୍ଥିକ ସ୍ଥିତି କୁ ନେଇ ତରବର ରେ ବଡ ନିସ୍ପତି ନିଅନ୍ତୁ ନାହି । କାର୍ଜ୍ୟାଳୟ ରେ ଆପଣଙ୍କ ପ୍ରଭାବ ନିୟନ୍ତ୍ରଣ କାରୀ ରହିବ । ଆପଣ ସମାଧାନ କରିବାରେ ସକ୍ଷମ ହେବେ । ଭୂମି ସମ୍ବଧିତ ବିଜେନେସ କରୁଥିବା ଲୋକେ କାନୁନି ମାମଲାରେ ଫସି ପାରନ୍ତି । ବିଦ୍ୟାର୍ଥୀ ମାନେ ବନ୍ଧୁ ମାନଙ୍କ ସହଯୋଗ ପାଇବେ । କଥା ହେବାରେ ସତର୍କ ରୁହନ୍ତୁ । ଛାତ୍ର ଶିକ୍ଷା ରେ ଉନ୍ନତି କରିବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆକସ୍ମିକ ଧନ ଲାଭ ହେବ ।

ମକର ରାଶି : ସନ୍ତାନ ଙ୍କ ତରଫରୁ ଖୁସି ଖବର ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । କ୍ରୋଧରେ ଆସି କାହା ସହ ଖରାପ ବ୍ୟବହାର କରନ୍ତୁ ନାହି । ଚାକିରି ରେ ଜଡିତ ଥିବା ଜାତକ ପୂର୍ବ ଅପେକ୍ଷା ଅଧିକ ମେହନତ କରନ୍ତୁ । ପିତା ଙ୍କ ସହ ବିଗିଡି ଯାଇଥିବା ସମ୍ପର୍କ ରେ ସୁଧାର ଆସିବ । ଆପଣ ନିଜର ଅଲଗା ପରିଚୟ ସୃଷ୍ଟି କରିବେ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଯାହା ବି ନିସ୍ପତି ନେବେ ବିଛା କରି ନେବେ । ପ୍ରେମ ଜୀବନରେ ବଡ ସଫଳତା ହାସିଲ ହେବ ।

କୁମ୍ଭ ରାଶି : ଘର ବାହାରେ ପ୍ରସନ୍ନତା ରହିବ । କୌଣସି କାମ ପୁରା କରିବା ପାଇଁ ଦରକାର ଠାରୁ ଅଧିକ ମେହନତ କରିବେ । ବ୍ୟାପାରୀ ଙ୍କୁ ଟଙ୍କା ଲେନଦେନ କରିବା ସମୟରେ ସତର୍କ ରହିବା ଉଚିତ । ବିଦ୍ୟାର୍ଥୀ ବର୍ଗ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ଫୋକସ କରିବା ଉଚିତ । ଆପଣ ନିଜର ଖର୍ଚ୍ଚ କୁ ନେଇ ବିଚାର କରନ୍ତୁ । ଆପଣଙ୍କ ମନ ବିଚଳିତ ହୋଇପାରେ । ଆଜି ମହତ୍ଵ ପୂର୍ଣ୍ଣ ଯୋଜନା ଉପରେ ଯୋଜନା ବନାଇବାର ଜରୁରତ ଅଛି ।

ମୀନ ରାଶି : ଆଜି ପରିବାର ସହ ସମ୍ପର୍କ ଭଲ ରହିବ । ଆଜି ଆପଣ ଉଚ୍ଚ ଅଧିକାରୀ ବା ସମାଜରେ ଉଚ୍ଚ ବ୍ୟକ୍ତି ଙ୍କ ସମ୍ପର୍କ ରେ ଆସିବେ । କାର୍ଯ୍ୟ କ୍ଷେତ୍ରରେ ଜଡିତ ଲୋକେ ମାଲୟକ ଙ୍କ ସାନିଧ୍ୟ ପ୍ରାପ୍ତ କରିବେ । ଆପଣ ଭଲ ପ୍ରଦର୍ଶନ କରିବେ । ଯେଉଁ ମାନେ ପୈତୃକ ସମ୍ପତି ର କାରୋବାର କରୁଛନ୍ତି ସେମାନଙ୍କୁ ଧନ ମାମଲାରେ ନିସ୍ପତି ନେବା ପୂର୍ବରୁ ବିଛା କରିବାର ଅଛି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।