ଆଜିର ରାଶିଫଳ, 7 ନଭେମ୍ବର 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ପଇସା କମାଇବାର ନୂଆ ଅବସର ମିଳିବ । ପ୍ରେମ ସମ୍ପର୍କରେ ନିଖାର ଆସିବ । ସାମାଜିକ ଜୀବନରେ ଆପଣ ସଫଳତା ଓ ଯଶ ପ୍ରାପ୍ତ କରିବେ । ନିବେଶ ବା କେଉଁଠି ଦୂର ସ୍ଥାନରୁ ଶୁଭ ସମାଚାର ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମାନସିକ ସମସ୍ଯା କାରଣରୁ ସ୍ୱାସ୍ଥ୍ୟ ଅସ୍ଥିର ରହିବ । ଆରମ କରିବା ପାଇଁ ପର୍ଯ୍ୟାପ୍ତ ସମୟ ନିଅନ୍ତୁ । ଆଜି ଘରେ ଅତିଥି ମାନଙ୍କର ଆଗମନ ହେବାର ସମ୍ଭାବନା ରହିଛି ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି ବ୍ୟକ୍ତି ଙ୍କ ସହୟତାରେ କାମ କାର୍ଯ୍ୟ ରେ ସଫଳତା ମିଳିବ୍ବ । ଆଜି ସ୍ୱାସ୍ଥ୍ୟ ପ୍ରତି ଆପଣଙ୍କୁ ସାବଧାନ ରହିବାର ଜରୁରତ ଅଛି । ନୂଆ ଲୋକଙ୍କ ସହ ଭେଟ ଭବିଷ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଆଜି ନୂଆ କାର୍ଯ୍ୟ ରେ ରୁଚି ଆପଣଙ୍କର ବଢିବ । ଆପଣଙ୍କୁ କିଛି ନୂଆ ଶିଖିବାର ମଉକା ମିଳିବ । କାମ କାର୍ଯ୍ୟ ଓ ଚାକିରି ମାମଲାରେ କିଛି ନୂଆ କରିବାର ଜରୁରତ ଅଛି । ପ୍ରେମ ଓ ବ୍ୟାପାର ରେ ସ୍ଥିତି ଭଲ ରହିବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଅଚାନକ ଧନ ଲାଭର ଯୋଗ ରହିଛି । ଘରେ ସୁଖ ସମୃଦ୍ଧି ଓ ଖସି ଆସିବ । କାର୍ଯ୍ୟ ରେ ଜୀବନ ସାଥିଙ୍କ ସହଯୋଗ ମିଳିବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଏହି ରାଶିର ଯେଉଁ ଜାତକ ସରକାରୀ ଚାକିରି କରୁଛନ୍ତି ସେମାନଙ୍କର ପ୍ରମୋଶନ ହେବାର ଯୋଗ ଅଛି । ଆପଣ ନୂଆ ବାହାନ କ୍ରୟ କରି ପାରନ୍ତି । ଆପଣଙ୍କୁ ନିଜର ଉଗ୍ର ସ୍ଵଭାବ ଉପରେ କାବୁ କରିବାର ଅଛି । ଆପଣଙ୍କୁ ଆର୍ଥିକ କ୍ରିୟା ର ଭରପୁର ସାଥ ମିଳିବ ।

କର୍କଟ ରାଶି : ଆଜି ଆପଣ ଯିବାର ଗତି ବିଧି କୁ ନେଇ ଭାବୁକ ହେବେ । ପରିବାରରେ କିଛି ଖର୍ଚ୍ଚ ବଢିପାରେ । ଆଜି ମାତା ପିତା ଙ୍କ ସହଯୋଗ ପ୍ରାପ୍ତ ହେବ । ଅନିୟମିତ ଦିନ ଚର୍ଯ୍ୟା କାରଣରୁ ଆପଣଙ୍କୁ ଆଳସ୍ୟ ଓ ଥକାପଣ ଅନୁଭବ ହେବ । ଆଜି ବ୍ୟାପାର ରେ ଆପଣଙ୍କୁ ଫାଇଦା ମିଳିବ । ଆପଣ କୌଣସି ବୌଦ୍ଧିକ ଚର୍ଚ୍ଚା ରେ ଭାଗ ନେବେ । ଛୋଟ ଯାତ୍ରା କରିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବେହତର ହେବ ।

ସିଂହ ରାଶି : ପରିଯୋଗୀ ପରୀକ୍ଷା ର ପ୍ରସ୍ତୁତି କରୁଥିବା ଜାତକ ଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେହତର ହେବ । କୌଣସି ଖାସ କାମରେ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । କିଛି ଲୋକଙ୍କୁ ଆପଣଙ୍କ ଠାରୁ କିଛି ନା କିଛି ସାହାଜ୍ଯ ଦରକାର ପଡିବ । ପାରିବାରିକ ଜୀବନ ସୁଚାରୁରୂପେ ଚାଲିବ । କିଛି ସମ୍ପତି ମାମଲାରେ ଆପଣ ଅତିରିକ୍ତ ଆୟ ଅର୍ଜିତ କରିବେ । ନୂଆ ଯୋଜନାରେ ଲାଭ ପାଇବେ ।

କନ୍ୟା ରାଶି : ମାନ ସମ୍ମାନରେ ବୁଝାମଣା କରନ୍ତୁ ନାହି । ଆପଣଙ୍କର ସବୁ ଅଧୁରା ଇଚ୍ଛା ପୂରଣ ହେବ । ପୂର୍ବରୁ କରିଥିବା ମେହନତର ପରିଣାମ ଏବେ ମିଳିବ । ବ୍ୟାପାରୀ ଙ୍କୁ କୋର୍ଟ କଚେରୀ ସମ୍ବଧିତ ମାମଲା ଚାଲୁଥିଲେ ସବୁ ସମସ୍ୟାର ସମାଧାନ ହେବ । ଅନେକ ସମୟରୁ ଲମ୍ବା କାର୍ଯ୍ୟ ଚାଲୁଥିଲେ ପୁରା ହେବ । ସ୍ୱାସ୍ଥ୍ୟ ମାମଲାରେ ସୁସ୍ଥ ଅନୁଭବ କରିବେ । ବନ୍ଧୁ ଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ଭଲ ରହିବ ।

ତୁଳା ରାଶି : ଆଜି ଆପଣଙ୍କକୁକୌଣସି ଖାସ କାମ ପୁରା କରିବାରେ ସମୟର ଅଭାବ ପଡିବ । ମାଙ୍ଗଳିକ ବା ଅନ୍ୟ ଉଶ୍ଚାବ ରେ ଭାଗ ନେବେ । ବର୍ତ୍ତମାନ ସମୟ ନିବେଶ ପାଇଁ ଉପଯୁକ୍ତ ଅଟେ । କର୍ମ କ୍ଷେତରେ ନୂଆ ନୂଆ ଚ୍ୟାଲେଞ୍ଜ ମିଳିବ । ମେହନତ ଦ୍ଵାରା ଚ୍ୟାଲେଞ୍ଜ ପର କରିଲେ ସଫଳ ହେବେ । ଭାଗ୍ୟ ମଧ୍ୟ ପୂର୍ଣ୍ଣ ରୂପରେ ସାଥ ଦେବ । ବ୍ଯବସାୟିକ ପ୍ରତିଷ୍ଠା ବଢିବ । ମଉଜ ମସ୍ତି ଓ ମନୋରଞ୍ଜନ ର ପ୍ରବୃତ୍ତି ରେ ଆପଣ ବିଶେ ରୁଚି ରଖିବେ ।

ବିଛା ରାଶି : ବିଜେନ୍ସ ପାର୍ଟନର ଓ ସହ କର୍ମୀ ଙ୍କ ଆପଣଙ୍କୁ ଭରପୁର ସହଯୋଗ ମିଳିବ । ଚାକିରି କରୁଥିବା ଜାତକ ଙ୍କୁ ବରିଷ୍ଠ ଅଧିକାରୀ ଙ୍କ ସହଯୋଗ ପ୍ରାପ୍ତ ହେବ । ଅନ୍ୟ ପକ୍ଷରେ କମ କାର୍ଯ୍ୟକୁ ନେଇ ବାହାରକୁ ଯିବାର ପ୍ରୋଗ୍ରାମ କରିବେ । ଆଜି ଆପଣଙ୍କର ଏମିତି ଯାତ୍ରା ହୋଇପାରେ ଯାହା ପାଇଁ ଆପଣଙ୍କୁ ଫାଇଦା ଆଗାମୀ ଦିନରେ ମିଳିବାକୁ ଯାଉଛି । ଛାତ୍ର ଙ୍କୁ ନିଜ ପଢା ରେ ଅନୁକୂଳ ପରିଣାମ ମିଳିବ । ନିଜର ଭବିଷ୍ୟକୁ ନେଇ ଚିନ୍ତା ରେ ରହିବେ ।

ଧନୁ ରାଶି : ଚାକିରି ଓ କାର୍ଯ୍ୟ କ୍ଷେତ୍ର ରେ ପରିଦର୍ଶିତା ରୁ ବାହାରି ଅବସର ଫାଇଦା ମିଳିବ । ପୁରୁଣା କରଜ ରୁ ମୁକ୍ତି ପାଇବେ । ଆର୍ଥିକ ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ । ସନ୍ତାନ ଆପଣଙ୍କ ଆଜ୍ଞା ର ଅନୁସରଣ କରିବେ । ବ୍ୟବସାୟିକ କ୍ଷେତ୍ର ରେ ବିକାଶ ହେବ । ବିତ୍ତୀୟ ବ୍ୟବହାର ଓ ନିବେଶରେ ଆପଣ ଆର୍ଥିକ ସତର୍କ ଓ ସାବଧାନ ରୁହନ୍ତୁ କାରଣ ଅଧିକ ଅନୁକୂଳ ନୁହେଁ । ପ୍ରତିଯୋଗୀ ପରୀକ୍ଷା ର ପ୍ରସ୍ତୁତ କରୁଥିବା ଛାତ୍ର ନିଜ ପାଇଁ ବିକଳ୍ପ ଚୁଜ କରନ୍ତୁ ।

ମକର ରାଶି : ଆଜି ଆପଣଙ୍କୁ ଭଲ ଖବର ମିଳିପାରେ । ନିଜର ବ୍ୟବହାର ପଜେଟିଭ ରଖନ୍ତୁ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଶତ୍ରୁ ଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ସାମାଜିକ ପ୍ରତିଷ୍ଠା ରେ ହାନି ହୋଇପାରେ । କୌଣସି ପ୍ରକାରର ଅନୈତିକ ଗତି ବିଧି ରୁ ଦୂରେଇ ରୁହନ୍ତୁ । ଜୀବନ ସାଥିଙ୍କ ସହ ସମର୍କା ଭଲ ରହିବ । ମନରେ ନେଗେଟିଭ ବିଚାର ଆଣନ୍ତୁ ନାହି । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ବିରୋଧୀ ଙ୍କ ଠାରୁ ସଫଳତା ପ୍ରାପ୍ତ କରିବେ ।

କୁମ୍ଭ ରାଶି : ଆଜି ସାମାଜିକ ରୂପରେ ଆପଣଙ୍କ ଲୋକପ୍ରିୟତା ବଢିବ । ନିଜର ପିଲାଙ୍କର ପ୍ରଗତିରେ ଖୁସି ହେବେ । ପାରିବାରିକ ସମ୍ପତି ରେ ଲାଭ ପାଇବେ । ବାହନ ସୁଖ ପ୍ରାପ୍ତ ହେବ । ପରିବାରର ଆବଶ୍ୟକତା ର ପୁରା ଧ୍ୟାନ ରଖନ୍ତୁ  । କୁଟୁମ୍ବ ରେ ଆପଣଙ୍କର ନୂଆ ପରିଚୟ ହେବ । ବ୍ୟବସାୟ କରୁଥିବା ଜାତକ ଙ୍କୁ ସରକାର ଙ୍କ ତଫରୁ ଲାଭ ମିଳିବ । ଚାକିରି କରୁଥିବା ଜାତକ ଙ୍କୁ ଉଚ୍ଚ ପଦୋଧିକାରୀ ଙ୍କ କୃପା ଦ୍ରୁଷ୍ଟି ପାଇବାର ଯୋଗ ଅଛି ।

ମୀନ ରାଶି : ଆଜି ପରିବାର ସହ ବୁଲିବାକୁ ଯିବାର ପ୍ରୋଗ୍ରାମ କରିବେ । ଘର ବାହାରେ ପ୍ରସନ୍ନତା ପୂର୍ବକ ମାହୋଲ ରହିବ । ମହିଳା  ମିତ୍ର ଙ୍କ ସାହାଯ୍ୟରେ ଆପଣଙ୍କ ପ୍ରୋଜେକ୍ଟ ପୁରା ହେବ । ବ୍ୟାକିଙ୍ଗ ଫିଲ୍ଡ ରେ କାର୍ଯ୍ୟ କରୁଥିବା ଜାତକ ସଫଳ ରହିବେ । ଲାଭ ଲାଇଫ ସଫଳ ରହିବ । ସମ୍ପର୍କ କୁ ନେଇ ଦାୟିତ୍ଵ ବଢିବ । ଆଜି ଖର୍ଚ୍ଚ ହେବ କିନ୍ତୁ ଅନାବଶ୍ୟକ ନୁହେଁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।