Krishna Vani: ଜୀବନସାଥୀଙ୍କ ଠାରୁ ଧୋକା ଖାଇ ଭାଙ୍ଗି ପଡିଛନ୍ତି କି ? ଖାଲି ଏତିକି କରନ୍ତୁ ସେ ଆପେ ସବକ୍ ଶିଖିଯିବେ (Lord Srikrishna)

ବନ୍ଧୁଗଣ ଯେବେ ଆମ ସହ କେହି ଚଳ କରିଥାଏ, ଅମା ପିଠି ପଛରେ ଧୋକା ଦେଇଥାଏ ତେବେ ମନ ରାଗ ଓ ପ୍ରତିଶୋଧରେ ଭାରି ଯାଇଅଥାଏ । କାରଣ ସେହି ମଣିଷ ସହ ଆମେ ବହୁତ ସମୟ ବ୍ୟତିତ କରି ସାରିଥାଉ । ନିଜ ମନ, ଧନ, ତନ ସବୁ କିଛି ଆମେ ସେହି ମଣିଷକୁ ଦେଇଥାଉ । ଏତେ ସବୁ କରିବା ପରେ ଯେବେ ଆମକୁ କେହି ଧୋକା ଦେଇଥାଏ ତେବେ ବହୁତ କଷ୍ଟ ହୋଇଥାଏ । ଆମେ ଭାବିଥାଉ କି ଆମ ଭିତରେ ଏମିତି କଣ ଅଭାବ ରହିଗଲା । ଆମେ ପୁରା ଏକା ହୋଇଯାଉ ।

ଧୋକା ଦେଇଥିବା ମଣିଷ କୁ ମାନେ ପକାଇ ଆମେ କେତେ ଯେ କାନ୍ଦିଥାଉ ତାର କିଛି ହିସାବ ନ ଥାଏ । ତାଙ୍କ ସ୍ମୃତି ଆମର ପିଛା ଛାଡେ ନାହି । କିନ୍ତୁ ଏଥିପାଇଁ ଧୋକା ଦେଇଥିବା ବ୍ୟକ୍ତିକୁ କୌଣସି ଫରକ ପଡେ ନାହି । ସେ ଗୋଟେ ଥର ବି ଆମ ବିଷୟରେ ଭାବେ ନାହି । କିନ୍ତୁ ଧୋକାବାଜ ଲୋକର ସ୍ମୂରତି କୁ ମନେ ପକାଇ କାଁଡିବା ବା ଦୁଖ କରିବା ଉଚିତ ନୁହେଁ । ଏହା ଏମିତି ଏକ ଅବସର ଯେବେ ଆମକୁ କିଛି କରିବାର ଅଛି ।

ଧୋକା ଦେଇଥିବା ମଣିଷ ଟି ନିଜ ଜୀବନରେ ଯେମିତି ଅନୁଟାପ କରିବ କିଛି ଏମିତି କରିକି ଦେଖାଇବାର ଅଛି । ଯେଉଁ ଅଭାବ ପାଇଁ ଆପଣଙ୍କୁ ସେ ଛାଡି ଦେଇଛନ୍ତି  ତା ଠାରୁ ଅଧିକ ବେହତର ହେଇକି ଦେଖାଇବା ଦରକାର । ଧୋକା ଦେଇଥିବା ମଣିଷ ପାଇଁ ପାଇଁ ନୁହେଁ ବରଂ ନିଜର ସମ୍ମାନ ଓ ପରିବାର ର ମାନ ପାଇଁ କିଛି ଏମିତି କରିବା ଦରକାର । ଆପଣଙ୍କୁ ନିଜ ଜୀବନରେ କିଛି କରିବାର ଅଛି ଯାହା ସେହି ମଣିଷ ପାଇଁ ସବୁଠାରୁ ବଡ ଦଣ୍ଡ ହେବ ।

ସେ ଯେବେ ଆପଣଙ୍କୁ ଦେଖିବ ତେବେ ନିଜର ଭୁଲ ଉପରେ ଅନୁତାପ କରିବ । ଏହା ଆପଣଙ୍କର ସବୁଠାରୁ ବଡ ଜିତ ହେବ । ସେହି ଧୋକାବାଜ ବ୍ୟକ୍ତି କୁ କେବେ ବି ଅପଶବ୍ଦ କୁହନ୍ତୁ ନାହି ନା ହି ତାକୁ ଈର୍ଷା କରିବେ । ତାଙ୍କ ଆଗରେ ନିଜକୁ କେତେ କାବିଲ ବା ଯୋଗ୍ୟ କରନ୍ତୁ କି ସେ ତାର ଯୋଗ୍ୟ ହେବ ନାହି । ଆଉ ଏହି ଚେଷ୍ଟା ଆପଣଙ୍କ ସମାଜରେ ବା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ପାଇଁ ପ୍ରେରଣା ହେବ । ଏଭଳି କରିଲେ ଧୋକା ଦେଉଥିବା ମଣିଷ କୁ ଏକ ଶାସ୍ତି ମିଳିବ ।

ଯଦି ଏମିତି କରତିବେ ନାହି ଆଉ ତାଙ୍କ ସ୍ମୃତି ରେ ଝୁରି ହେଉଥିବେ ତେବେ ଆପଣ ନିଜର ନୁହେଁ ବରଂ ନିଜ ପ୍ରେମର ବି ଅପମାନ କରୁଛନ୍ତି । କାରଣ କେହି ଚାଲିଗଲେ ଜୀବନ ଶେଷ ହୋଇ ଯାଏ ନାହି । ଆପଣ ନିଜ ଜୀବନରେ ଆଗକୁ ବଢନ୍ତୁ ସବୁ ପଛ କଥା ଭୁଲି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।