ଆଜିର ରାଶିଫଳ, 7 ଡିସେମ୍ବର 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୭ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଉଚ୍ଚ ଅଧିକାରୀ ଙ୍କ ଠାରୁ ପ୍ରାପ୍ତ ସହଯୋଗ ଆପଣଙ୍କୁ ପ୍ରୋଶ୍ଚାହନ ଦେବ । ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ । ଯୋଜନା ଅନୁଯାୟୀ କାମ କରିଲେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ କ୍ଷେତ୍ର ରେ ଅଧିକ ଧନ ଲଭ ହେବ । ଫାଲତୁ କାମରେ ସମୟ ବରବାତ କରନ୍ତୁ ନାହି । ଆପଣଙ୍କୁ ଯେଉଁ ଯୋଜନା ଠିକ ଲାଗିବ ତା ଉପରେ ଧ୍ୟାନ ଦିଅନ୍ତୁ । ସନ୍ତାନ ଙ୍କ ଠାରୁ ସୁଖଦ ଖବର ମିଳିବ । ଆଜି ଆପଣଙ୍କୁ ସମ୍ପତି ମାମଲାରେ ସତର୍କ ରହିବାର ଅଛି ।

ବୃଷ ରାଶି : ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଲୋକେ ଆପଣଙ୍କର କାମର ଖୁବ ପ୍ରଶଂସା କରିବେ । ସୁବିଚାର ଭବିଷ୍ୟତରେ ଆପଣଙ୍କୁ ଲାଭ ଦେବ । ଧର୍ମ କାର୍ଯ୍ୟ ରେ ମନ ଲାଗିବ । ଆଜି ପଣଙ୍କୁ ମାନ ସମାନ ପ୍ରତିଷ୍ଠା ହେବ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । କିଛି ଜ୍ଞାନ ବର୍ଦ୍ଧକ ଓ ରୋଚକ ସାହିତ୍ଯ ର ପଠନ ପାଠନ ରେ ସମୟ ବ୍ଯତୀତ ହେବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ଛୋଟ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ମଜବୁତ ହେବ ।

ମିଥୁନ ରାଶି : ଆତ୍ମଶକ୍ତି କୁ ଏକତ୍ର କରି ନିଜ ଭିତରେ ଥିବା ପଜେଟିଭ ଊର୍ଜା କୁ ଜାଗୃତ କରିବା ପାଇଁ ସମୟ ଉତ୍ତମ ଅଟେ । ରାଜନୀତି କ୍ଷେତ୍ର ରେ ଜଡିତ ଲୋକେ ସଫଳ ହେବେ । ପରିବାର ରେ କୌଣସି ଧାର୍ମିକ ଅନୁଷ୍ଠାନ ର ଆୟୋଜନ କରିବାର ମନ ବଳାଇବେ । ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ମ୍ନାସିକ ଚିନ୍ତା ବଢିପାରେ । ଆପଣଙ୍କୁ କିଛି ଉପହାର ମିଳିପାରେ । ଯଦି ଆପଣ ଶାନ୍ତି ପୂର୍ଣ୍ଣ ବୈବାହିକ ଜୀବନ ଚାହୁଁ ଛନ୍ତି ତେବେ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ କରନ୍ତୁ ।

କର୍କଟ ରାଶି : ଆପଣଙ୍କ ପାଇଁ ଦିନ ଶୁଭ ରହିବ । ଆପଣଙ୍କ ଅଧିକାଂଶ ସମୟ ଆଳସ୍ୟ ଖର୍ଚ୍ଚ କରିବରେ ବ୍ଯତୀତ ହେବ । ଜୀବନ ସାଥି ଙ୍କୁ ସମୟ ଦିଅନ୍ତୁ । ସମ୍ପର୍କରେ ଚାଲିଥିବା ସମସ୍ଯା ଦୂର ହେବ । ଅଫିସରେ ଆପଣଙ୍କୁ ନିଜ ରାଏ ଦେବାର ଅବସର ମିଳିବ । ବିଦ୍ୟାର୍ଥୀ ଙ୍କୁ ନିଜ କ୍ଯାରିୟର ବେହତର କରିବାକୁ ବେହତର ବାସର ମିଳିବ । ଟାଇମ ଟେବଲ କରି ପାଠ ପଢନ୍ତୁ । ଆଜି ଗୁରୁଜନ ଙ୍କ ଆଶୀର୍ବାଦ ନେଇ ବିଜେନେସ ଆରମ୍ଭ କରିଲେ ଫାଇଦା ରେ ରହିବେ ।

ସିଂହ ରାଶି : ଆଜି ଦିନରେ ଆପଣ ବିଳମ୍ବ ଓ ଭାରି କାମ କାରଣରୁ ମାନସିକ ଅସାନ୍ତି ଭୋଗ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ଆସୁଥିବା ଦିନରେ ଅନେକ ଫାଇଦା ମିଳିବ । ଛୋଟ ଛୋଟ କଥାରେ ରାଗିଲେ କିଛି ଲୋକ ଆପଣଙ୍କର ପ୍ରତିବାଦ କରିବେ । ନିବେଶ ମାମଲାରେ ଆପଣଙ୍କୁ କେହି ପରାମର୍ଶ ମାଗିବେ । ବ୍ୟାପାର ବଢାଇବାକୁ କିଛି ନୂଆ ଅବସର ମିଳିବ ।

କନ୍ୟା ରାଶି : କାମ କୁ ନେଇ ଆପଣଙ୍କର ଅନେକ ଯୋଜନା ଆଜି ସମୟ ଅନୁଯାୟୀ ପୁରା ହେବ । କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହି । ଶୁଭ ଚିନ୍ତକ ଓ ବନ୍ଧୁ ଙ୍କ ସହଯୋଗ ଆପଣଙ୍କ ଆତ୍ମବିଶ୍ଵାସ ବଢାଇବ । ସଂଧା ରେ ପରିବାର ସହ ଘରେ ପାର୍ଟି କରିବେ । ଆପଣଙ୍କୁ କୌଣସି ବଡ ସଫଳତା ମିଳିବ । ମାତା ଙ୍କ ସ୍ୱାସ୍ଥ୍ୟ ରେ ଧ୍ୟାନ ଦିଅନ୍ତୁ । କିଛି ପାରିବାରିକ ସମାରୋହ ରେ ଯୋଗ ପୁରୁଣା ମୂହୁର୍ତ୍ତ କୁ ମାନେ ପକାଇବେ । ପ୍ରମୋଶନ ବା ବେତନରେ ବୃଦ୍ଧି ହୋଇପାରେ ।

ତୁଳା ରାଶି : ଆଜି ଦିନ ଭଲ ରହିବ । ନିଜ କମ ପ୍ରତି ଧ୍ୟାନ ଦିଅନ୍ତୁ । କାହା ସହ ବିବଡା କରନ୍ତୁ ନାହି । ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ଧର୍ମ କର୍ମ ରେ ଧ୍ୟାନ ଦେଇ ପୂଜା ପାଠ କରନ୍ତୁ । କ୍ରେଡିଟ କାର୍ଡ ର ପ୍ରୟୋଗ ଜୋସ ରେ କରନ୍ତୁ ନାହି । ଉଚ୍ଚ ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ । ଭାଗ୍ଯର ସାଥ ମିଳିବ । ଶୁଭ ସମାଚାର ପ୍ରାପ୍ତ ହେବ । ଲେଖନ ଆଦି ବୌଧିକ କରି ରେ ବ୍ୟସ୍ତ ରେ ରହିବେ । ସାମାଜିକ କ୍ଷେତ୍ର ରେ ପ୍ରତିଷ୍ଠା ବହଡିବ ।

ବିଛା ରାଶି : ଆଜି ଆପଣଙ୍କୁ ଅଚାନକ କିଛି ଖୁସି ଖବର ମିଳିବାର ସମ୍ଭାବନା ଅଛି । ବହି ପଢିବା ଦ୍ଵାରା ପଜେଟିଭ ଊର୍ଜାସୃଷ୍ଟି ହେବ । କାମ କରିବା ପୂର୍ବରୁ ବିଚାର କରନ୍ତୁ । ହୋଇପାରେ କୌଣସି କାରଣ ପାଇଁ ଜରୁରୀ କମ ଅଟକି ଯାଇପାରେ । ଟେକନିକ କ୍ଷେତ୍ର ରେ ଥିବା ଜାତକ ଉତ୍କୃଷ୍ଟ ପ୍ରଦର୍ଶନ କରିବେ । ନେଗେଟିଭ ବିଚାର ରେ ମନ ବିଚଳିତ ହୋଇପାରେ । ଚାକିରି ରେ ନବୀନ ଅବସର ମିଳିପାରେ । ମହିଳା ମାନେ ନୂଆ ମିତ୍ର ବନାଇବେ ।

ଧନୁ ରାଶି : ଆଜି ଧନ ଲେନଦେନ ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟିକ ସ୍ଥଳ ରେ କାହାର ମନ ଦୁଖ କରନ୍ତୁ ନାହି । ଉଚ୍ଚ ଅଧିକାରୀ ଅପାଙ୍କ କାମରେ ସନ୍ତୁଷ୍ଟ ହେବେ । ଅଫିସିଆଲ ରାଜନୀତି ରୁ ବଞ୍ଚିତ ରୁହନ୍ତୁ । ଯଦି କାରୋବର ର ବିସ୍ତାର କରିବା ପାଇଁ ପ୍ଲାନିଙ୍ଗ କରୁଛନ୍ତି ତେବେ ପ୍ରସାର ପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ । ନିଜ ଚାଲିଚଳନ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ କାମରେ  ଜି କିଛି ଲୋକେ ଇମ୍ପରେଶ ହେବେ । ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ ।

ମକର ରାଶି : ଆଜି ଆପଣ ଉଶ୍ଚାହ ବଜାୟ ରଖନ୍ତୁ କାରଣ ଏଥିପାଇଁ ଆପଣଙ୍କ ଦୁଖ କଷ୍ଟ ଦୂର ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ । ମନରେ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ଅଟକି ରହିଥିବା ଅଧୁର କମ ସମୟ ଅନୁଯାୟୀ ପୂରଣ ହେବ । ଧାର୍ମିକ କାର୍ଯ୍ୟ ରେ ରୁଚି ରହିବ । ଆକସ୍ମିକ ଧନ ଲାଭ ହେବ । ଜୀବନର ପ୍ରତେକ ଟି ମୁହୁର୍ତ୍ତ ରେ ପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ମିଳିବ ।

କୁମ୍ଭ ରାଶି : ଯାଇ ବେକାର କଥାରେ ସମୟ ବ୍ରବାତ କରନ୍ତୁ ନାହି । ଆପଣଙ୍କ ପାଖରେ ଧନ ଉପାର୍ଜନ କରିବା ପାଇଁ ଶକ୍ତି ଓ ବୁଦ୍ଧି ଦୁଇତିଜାକ ଅଛି । ଜୀବନ ସାଥି ଙ୍କ ଠାରୁ ସରପ୍ରାଇଜ ଗିଫ୍ଟ ମିଳିପାରେ । କାରୋବାର ରେ ଲାଭ ମିଳିବାର ସମ୍ଭାବନା ଅଛି । ସାମାଜିକ ସ୍ତର ରେ ଆପଣଙ୍କ ଖ୍ଯାତି ବଢିବ । ବିତ୍ତୀୟ ସ୍ଥିତି ରେ ସୁଧାର ଆସିବ । ଆୟ ର ନୂଆ ସ୍ରୋତ ଉତପନ ହେବ । ପରିବାର ସଦସ୍ୟଙ୍କ ଠାରୁ ପ୍ରେମ ମିଳିବ ।

ମୀନ ରାଶି : ଆଜି ଧନ ଅଗମନର ମାର୍ଗ ଖୋଲିବ । ବାଣୀ ଉପରେ ସଂଯମ ରଖନ୍ତୁ । ଧାର୍ମିକ ବହି ର ଅଧ୍ୟୟନ କିଛି ଲୋକେ କରିବେ । ଏହି ରାଶିର କିଛି ବିଦ୍ୟାର୍ଥୀ ଆଜି ଦିନରେ ଏକାଗ୍ରତା ର ଅନୁଭବ କରିବେ । ଯୋଗ ଧ୍ୟାନ ରେ ଲାଭ ହେବ । ଛୋଟ କଥାରେ ଉଦାସ ହୁଅନ୍ତୁ ନାହି । ପୁରୁଣା ବେହତର ସମୟକୁ ମନେ ପକାଇବେ । ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଆଣନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।