ଧନ ଗେଲୁ କଣ ଖାଇଛୁ ଭିତରେ କଣ ପିନ୍ଧିଛୁ… ସେ ପିଲା ତ ସେତିକି କହିଲା ଆଉ କୋଉ ପିଲା ହେଇଥିଲେ… ଟ୍ୟୁସନ ଦିଦିଙ୍କ ଭାଇରାଲ ଭିଡିଓକୁ ନେଇ ମନ୍ତବ୍ୟ ଦେଲେ Purnachandra Histria

ଛୋଟ ପିଲାଟିଏ ଟ୍ୟୁସନ ଦିଦିଙ୍କୁ ମୁହଁ ଜବାବ ଦେଉଥିବାର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପିଲାଟି ଯେଉଁ ଭଳି ଢଙ୍ଗରେ ଦିଦିଙ୍କୁ ଜବାବ ଦେଉଛି ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହେଉଛି । ଆଜିକାଲିର ପିଲାମାନଙ୍କ ଏଭଳି ବ୍ୟବହାରକୁ ନେଇ ବହୁତ ଚର୍ଚ୍ଚା ଚାଲିଥିବା ବେଳେ ଏନେଇ ନିଜ ମନ୍ତବ୍ୟ ରଖିଛନ୍ତି ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ । ପିଲାଙ୍କ କଥା ତ ଛାଡ ପୂର୍ଣ୍ଣଚନ୍ଦ୍ର ଦିଦିଙ୍କ ଚରିତ୍ରକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ପିଲାଟି ଦିଦିଙ୍କୁ କହୁଛି, ‘ତୁ ଗୋଟେ ଟୋକା ସହ ଗପୁଛୁ ମୁଁ କଣ ଜାଣିନି । ତାକୁ ହିଁ ତୁ ପୋଲିସ କହୁଛୁ ।’ ଏକଥାକୁ ଧରିଛନ୍ତି ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆ । ତାଙ୍କ ମତରେ ଦିଦି ଯେତେବେଳେ ତାଙ୍କ ଧନ ସହ ଫୋନ ହୋଇଥିବେ ପିଲାଟି ନିଶ୍ଚୟ ମାର୍କ କରିଥିବ । ଟ୍ୟୁସନ ବେଳେ ଧନର କଲ୍ ଆସିଥିବ ତେଣୁ ଦିଦିଙ୍କ ମନ ଆଉ ପାଠପଢାରେ ଲାଗି ନଥିବ । ତାଙ୍କରି ସାମ୍ନାରେ ଦିଦି କଲ୍, ଭିଡିଓ କଲ୍ ଓ ଚାଟିଂରେ କଥା ହୋଇଥିବେ ।

ଏମିତିରେ ପିଲାଟି ବି ଟିକେ ଟିଙ୍ଗା ଛୁଆ ।  ଆଜିକାଲିକା ଛୁଆ ବି ପଦେ କହିଲେ ସେ ଚାରିପଦ ଶୁଣେଇବା ଛୁଆ । ଦିଦି ଯାହାସବୁ କରିଛନ୍ତି ପିଲା ସେସବୁ ମାର୍କ କରିଛନ୍ତି । ଏବେର ପିଢି ଯାହା ହେଉଛନ୍ତି ତାଙ୍କୁ ସମ୍ଭାଳିବା କଷ୍ଟ । ଆଜିକାଲି ଆଉ ପ୍ରେମର ମାନେ ବି କିଛି ନାହିଁ । ମା ଭଉଣୀ ଏକାଠି କରି କୁଣ୍ଡା ଚୋକଡ ଏକ କରି ସାରିଲେଣି । ଆଗାମୀ ପିଢି ତ ଆହୁରି କଣ ହେବେ କିଛି ହେବନି ।

ଏଇ ପିଲାଟା ତ ଦିଦିଙ୍କୁ କିଛି ଭାଷାରେ ଗାଳି ଦେଇନି କି ଦିଦି ଆଉ କଣ ପ୍ରାଇଭେଟ କଥା ହେଇଛନ୍ତି ସେ କହିନି । ଆଉ କୋଉ ଛୁଆ ହୋଇଥିଲେ ଟୋଟାଲ ପୋଲ୍ ଖୋଲି ସାରନ୍ତାଣି । ଛୋଟ ଛୁଆ ଯାହା ଦେଖିଲେ ଯେମିତି ମାହୋଲରେ ବଢନ୍ତି ସେ ସେମିତି ହୋଇଯାନ୍ତି । ତେଣୁ ତାଙ୍କ ପାଖରେ ଜଗି ରଖି ରହିବା ଉଚିତ । ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ପ୍ରାଇଭେଟ ରଖିବା କଥା ।

ନହେଲେ ଧନ ଗେଲୁ କଣ କରୁଛି, କଣ ଖାଇଛି, ଭିତରେ କଣ ପିନ୍ଧିଛି ଏସବୁ ପିଲାଙ୍କ ଆଗରେ କଥା ହେଲେ ଏମିତି ହେଲେ । ନିହାତି ଭାବେ ଦିଦି ସେମିତି କିଛି କରିଛନ୍ତି ବୋଲି ପିଲାଟି ଏମିତି ଜବାବ ଦେଇଛି । ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିଆଙ୍କ ଏଭଳି ମନ୍ତବ୍ୟ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।