IAS, UPSC Interview Question: ଏମିତି କେଉଁ ଜିନିଷ ଅଛି ଯାହା ସକାଳେ ଦେଖିଲେ ସବୁଜ, ଦ୍ଵିପ୍ରହରେ ଦେଖିଲେ କଳା, ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ଦିଶେ?

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାଟନ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଏମିତି କେଉଁ କାମ ଅଛି ଯାହା କରିବା ପରେ ମଣିଷ ପସ୍ତେଇ ଥାଏ ?

ଉ: ଭୁଲ କରିବା ପରେ ମଣିଷ ପସ୍ତାଏ ।

2- ଏମିତି କେଉଁ ଜିନିଷ ଯାହା ଖାଇବା ପୂର୍ବରୁ ଦିଶେ ନାହିଁ ?

ଉ: ଧୋକା ଖାଇବା ଆଗରୁ ଦିଶେ ନାହିଁ ।

3- ଏମିତି କେଉଁ ଦେଶ ଅଛି ଯିଏ କେବେବି ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉ: ନେପାଳ, କାହିଁକି ନା ନେପାଳ କେବେବି ପରାଧୀନ ହୋଇନାହିଁ ।

4- ଘଣ୍ଟା ଭିତରେ ଥିବା କେଉଁ ଜିନିଷ ଅନ୍ଧାରରେ ବି ଚମକିଥାଏ ?

ଉ: ରେଡିୟମ ।

5- ଓଟ ବେପାର ପାଇଁ କେଉଁ ବାର୍ଷିକ ମେଳା ପ୍ରସିଦ୍ଧ ଅଟେ ?

ଉ: ପୁଷ୍କର ମେଳା ପ୍ରସିଦ୍ଧ ।

6- ଦୁନିଆରେ ଏମିତି କେଉଁ ସାଗର ଅଛି ଯେଉଁଠି କେହି ବି ରହିପାରନ୍ତି ନାହିଁ ?

ଉ: ମୃତ ସାଗର ।

7- ଏମିତି କେଉଁ ଗଛ ଅଛି ଯାହାକୁ କାଟିଲେ ପିଲା କାନ୍ଦିବାର ଶବ୍ଦ ଶୁଭେ ?

ଉ: ମ୍ୟାଡ୍ରିଡ ଗଛ ।

8- ଶୁଣିଆର ସବୁଠୁ ହାଲୁକା ଗଛ କେଉଁଟି ?

ଉ: ବାଲସା ଗଛ ସବୁଠୁ ହାଲୁକା ।

9- ଭାରତର କେଉଁ ସହରରେ ଶାଶୁ-ବୋହୂ ମନ୍ଦିର ଅବସ୍ଥିତ ?

ଉ: ଗୋଆଲିୟର ଠାରେ ।

10- ସବୁଠୁ କମ୍ ବୟସରେ ଫାଶୀଦଣ୍ଡ ପାଇଥିବା ଭାରତୀୟ କ୍ରାନ୍ତିକାରୀଙ୍କ ନାମ କଣ ?

ଉ: ଖୁଦିରାମ ବୋଷ ।

11- ପାଣିରେ ବୁଡିଥିବା କାଠ ତେଢା ଦିଶିଥାଏ କାହିଁକି ?

ଉ: ଆଲୋକର ଅପବର୍ତ୍ତନ କାରଣରୁ ।

12- ଦୁନିଆରେ କେଉଁ କ୍ଷୀରକୁ ସବୁଠୁ ଅଧିକ ପୌଷ୍ଟିକ ମାନାଯାଏ ?

ଉ: ଗାଈ କ୍ଷୀର ।

13- ଭଗତ ସିଂଙ୍କୁ ଫାଶୀଦଣ୍ଡ ଶୁଣାଇଥିବା ବିଚାରପତି କିଏ ଥିଲେ ?

ଉ: ଜେ. ସି. ହିଲଟନ ।

14- କେଉଁ ବ୍ୟକ୍ତି ଭାରତର ମିସାଇଲ ନାମରେ ପରିଚିତ ?

ଉ: ଡକ୍ଟର ଏପିଜେ ଅବଦୁଲ କଲାମ ।

15- ଲୁହାରେ ଜଙ୍କ ଲାଗିଲେ ଲୁହାର ଓଜନ ବଢିଥାଏ ନା କମିଥାଏ ?

ଉ: ବଢିଥାଏ ।

16- ମନୁଷ୍ୟ ଶରୀରରେ ଗୋଟିଏ ଦିନରେ କେତେ ପରିମାଣର ୟୁରିନ ତିଆରୁ ହୋଇଥାଏ ?

ଉ: 1-2 ଲିଟର ।

17- ଦୁନିଆରେ ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅବସ୍ଥିତ ?

ଉ: ଭାରତରେ ।

18- ଭାରତର ସବୁଠୁ ଧନୀ ରାଜ୍ୟ କେଉଁଟି ?

ଉ: ଗୋଆ ସବୁଠୁ ଧନୀ ରାଜ୍ୟ ।

19- ଭଗବାନ ରାମ ନିଜର ପ୍ରଥମ ଦୀପାବଳୀ କେଉଁଠି ମନେଇଥିଲେ ?

ଉ: ସମୁଦ୍ର ମଧ୍ୟରେ ।

20- ଏମିତି କେଉଁ ଜିନିଷ ଅଛି ଯାହା ସକାଳେ ଦେଖିଲେ ସବୁଜ, ଦ୍ଵିପ୍ରହରେ ଦେଖିଲେ କଳା, ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ଦିଶେ?

ଉ: ଶୈବାଳ ବା ଶିଉଳି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।