ଆଜିର ରାଶିଫଳ, 6 ଜୁଲାଇ 2021, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ଜୁଲାଇ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣଙ୍କ ବ୍ୟାପାର ଖୁବ ଭଲ ଚାଲିବ ଆଜି । ଆପଣ ନିଜ ଚିନ୍ତା ଧାରାକୁ ନେଇକି ନିଜ ପାଇଁ ପରିଣାମ ପାଇବେ । କିଛି ଗୁରୁଜନ ମାନଙ୍କ ଦେହ ମଧ୍ୟ ଖରାପ ହୋଇପାରିବ ର ସମ୍ଭାବନା ଅଛି । କାମ ପାଇଁ ଯଦି ଆପଣ ଆଜି ଯାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ସୁଫଳ ପାଇବେ । ଆପଣଙ୍କ ଘର ପରିବାର ପାଇଁ ଆପଣଙ୍କ ପରିବାର ପାଇଁ ଆପଣଙ୍କ ଦାୟିତ୍ଵ ବଢି ପାରେ । ଆପଣ କିଛି କଥାକୁ ନେଇ ଝଗଡା କରି ପାରନ୍ତି ଆପଣଙ୍କ ପାର୍ଟନର ଙ୍କ ସହ । ଆପ ଆଜି ଦିନକୁ ଭଲରେ ଆରମ୍ଭ କରିବେ କିନ୍ତୁ ଶେଷ ଖୁବ ଭଲ ନ ହୋଇ ପରେ । ନିଜକୁ ଅସାନ୍ତି ରୁ ବଞ୍ଚାଇବା ପାଇ ଆପଣ ନିଜ ଧ୍ୟାନ କୁ ଭଗବାନ ଙ୍କ ଉପରେ କେନ୍ଦ୍ରିତ କରନ୍ତୁ । ଦେଖିବେ ଆପଣଙ୍କ ସବୁ କଷ୍ଟ ଦୂର ହୋଇ ଜୀବ ।

ବୃଷ ରାଶି –

ଆପଣଙ୍କ ଦାଂପତ୍ଯ ଜୀବନ ଖୁବ ଭଲ ରହିବ । ଆପଣଙ୍କ ଶରୀର ଖୁବ ସୁସ୍ଥ ଅନୁଭାବ କରିବା । ଆପଣଙ୍କ ପରିବାରରେ ଥିବା ଲୋକ ମାନଙ୍କ ମାତା ମତ ଆପଣଙ୍କ ପାଇଁ ଖୁବ ଲାଭ ଦାୟକ ଅଟେ । ଏହା ଭବିଷ୍ୟତରେ ଆପଣଙ୍କ ପାଇଁ କିଛି ନା କିଛି ଖୁସି ଖବର ଆଣିଦେବ । ଆପଣ ଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ପ୍ରେମ ଜୀବନରେ ଆପଣ ଖୁବ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଶାନ୍ତି ପ୍ରଦାନ କରିବେ । ଆପଣ ଆଜି ନିଜ ଧନ କୁ ସେଯାର ବଜାର ରେ ନିବେଶ କରି ପାରିବେ ମାତ୍ର ଏହା ଆପଣଙ୍କ ପାଇଁ ଆଜି ଭଲ ନାଇ । ତେଣୁ କରି ବଡ ନିବେଶ କରନ୍ତୁ ନି ।

ମିଥୁନ ରାଶି –

ଆପଣ ଆଜି ଖୁବ ଭଲ ଓ ସୁସ୍ଥ ଅନୁଭବ କରିବେ । ଏହି ରାଶିର ଲୋକମାନେ ଯେଉଁ ମାନେ ରାଜନୀତି ରେ ଅଛନ୍ତି ସେମାନେ ଖୁବ ଭଲ ଫଳ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ପରିବାର ସାହ ସମୟ ବିତାଇବା ପାଇଁ ଚାହୁଁ ଥିଲେ ସେମାନଙ୍କୁ ଏବେ ଖୁବ ଭଲ ସମୟ ମିଳିଛି ନିଜ ଇଛାରେ ଆପଣ ନିଜ ପରିବାର ପାଇଁ କିଛି ତାଙ୍କୁ ଖୁସି ଦେଇ ପାରିବେ । ଆପଣ ନିଜ ପରିବାର ସହ ଖୁବ ଭଲ ସମୟ ପାଇବା ସହ କିଛି ବ୍ୟାପର ପାଇଁ ଯଦି ଆପଣ ଆଜି ଶୁଭାରମ୍ଭ କରିବେ ଭଲ ରହିବ । ଆପଣଙ୍କ ସମ୍ପର୍କ ଖୁବ ମଜବୁତ ରହିବ ଜୀବନସାଥୀ ସହ । ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିବ । ଆପଣ ଯଦି ବିଦ୍ୟାର୍ଥୀ ହୋଇଥାନ୍ତି ତେବେ ଆପଣ ଜାଣିବେ କି ଆପଣ ନିଶ୍ଚିତ ଭାବେ ସଫଳ ହେବା ପାଇଁ । ଆପଣ ସକାଳୁ ଉଠିକି ପିତା ମାତା ଙ୍କୁ ମୁଣ୍ଡିଆ ମାରିକି ଯାଅନ୍ତୁ ଦେଖିବେ ଭଲ ହେବ ।

କର୍କଟ ରାଶି –

ଆପଣ ଆଜି ଟିକେ ଥକା ଅନୁଭବ କରିବେ । କାରଣ ଆପଣ ଆଜି ଖୁବ ବ୍ୟସ୍ତ ରହିବେ କାମକୁ ନ୍ନେଇକି । ଆପଣ ଆଜି ଯାହା ଭି କରିବା ପାଇଁ ଚାହୁଁ ଛନ୍ତି ତାହାକୁ ଭାବି ଚିନ୍ତି ଓ ଟିକେ ସାନ୍ତ ହୋଇ ନିର୍ନାୟ କରନ୍ତୁ କାରଣ ଆପଣ ଯାହା ଭି ଭାବିବେ ଏହି ସମୟ ମଧ୍ୟରେ ତାହା କରି ପାରିବେ । ଯଦି ଆପଣ କିଛି ଖରାପ ଚିନ୍ତା ଧାରା ରଖିବେ ଏହା ଆପଣଙ୍କ କାମ ରେ ପ୍ରଭାବ ପକାଇ ପାରେ । ଆପଣ ଆଜି ନିଜ ପ୍ରପରଟି କୁ ନେଇକି କିଛି ଭଲ ନିସ୍ପତି ନିଅନ୍ତୁ କାରଣ ଯଦି ଆପଣ ଏବେ ଏହି ନିସ୍ପତି ନ ନେବେ ତାହେଲେ ପଛକୁ ହୁଏତ ଡେରି ହୋଇ ଜୀବ ତେଣୁ କରି ଆପଣ ଏହାକୁ ଏବେ କରିନେବା ଭଲ ହେବ । ଆଜି ଆପଣ ନିଜ ଭାଇ ଭଉଣୀ କିମ୍ବା କିଛି ବନ୍ଧୁ ପରିଜନ ମାନଙ୍କୁ ସାହାଜ୍ଯ ମାଗି ପାରିବେ ଓ ସେମାନେ ମଧ୍ୟ ଆପଣଙ୍କୁ ସାହାଜ୍ଯ କରିବେ । ଆପଣ ଯଦି ପ୍ରେମରେ ଅଛନ୍ତି ତେବେ ଏହି ସମୟ ଉପଯୁକ୍ତ ନିଜ ପାର୍ଟନର କୁ ନେଇକି ଦେଖା କରାନ୍ତୁ ଘରେ ।

ସିଂହ ରାଶି –

ଆଜି ଆର୍ଥିକ ସ୍ଥିତି ସାମାନ୍ଯ ରହିବ । ଆପଣଙ୍କ ସବୁ କାମ ଆପଣଙ୍କ ଅନୁସାରେ ହେବ ବୋଲି କିଛି ମାନେ ନାହି ସେଥି ପାଇଁ ଆପଣ ମନ ଖରାପ କରିବା ଦରକାର ନାଇ । ଆପଣ ନିଜ ବୁଦ୍ଧି ଲଗେଇକି କାମ କରନ୍ତୁ କାହା କଥା ଶୁଣିବା ଆବଶ୍ୟକ ନାହି । କିଛି କ୍ଷେତ୍ରରେ ଆପଣଙ୍କ ଆମଦାନୀ ବଢିପାରେ । କିଛି ନୂଆ ବନ୍ଧୁ ଆପଣଙ୍କ ଜୀବନରେ ଆସିପାରନ୍ତି । ନିଜ ବନ୍ଧୁ ମାନଙ୍କ ଚୟନ ଦେଖି ଚାହିଁ କରନ୍ତୁ । ନିଜେ ଅସୁବିଧାରେ ଫସିବେ ଓ ନିଜ ପରିବାର ପାଇଁ ମଧ୍ୟ ବିପଦ ଆଣିବେ । ଆପଣ ଘରେ କିଛି କଥାରେ ପାଟି ଫିଟେଇବା ଉଚ୍ଚିତ ନୁହେଁ ଆଜି କାରଣ ଏହା ଆପଣଙ୍କ ପାଇଁ କିଛି ଖରାପ ପ୍ରଭାବ ଆଣିବ । ଆଜି ବ୍ୟାପାର ପାଇଁ ଦିନ ସେତେ ଭଲ ନାଇ ଆପଣ ପରିଶ୍ରମ କରି ଚାଳନ୍ତୁ ଫଳ ନିଶ୍ଚୟ ପାଇବେ ।

କନ୍ୟା ରାଶି –

ଏହହୀ ରାଶିର ଲୋକମାନଙ୍କ ପାଇଁ ଦିନ ଖୁବ ଅନୁକୂଳ ଜୀବ । ଆପଣ ଆଜି ନିଜ ଦିଆନର ଆରମ୍ଭ ରେ ନିଜକୁ ଖୁବ ଖୁସି ମଣିଷ ବୋଲି ଅନୁଭବ କରିବେ । ଦିନ ବଢିବା ପରେ କିଛି ସମସ୍ଯା ଆସିପାରେ କିନ୍ତୁ କିଛି ସମୟ ପାଇଁ । ଆପଣ ବିଚଳିତ ଣ ହୋଇ କାମ କରି ଚାଲନ୍ତୁ । ବ୍ୟାପାର ପାଇଁ ଆପଣ କିଛି ଭଲ ଉପାୟ ଭାବିକି ରଖନ୍ତୁ ଦେଖିବେ କି ଆପଣ ଖୁବ ଭଲ ଅର୍ଥ କମେଇବାରେ ସକ୍ଷମ ହେବେ । ପରିବାର ରେ ଆଜି କିହୀ କଥାକୁ ନେଇକି ଅସାନ୍ତି ହୋଇ ପାରେ । ଚାକିରି ପାଈଁ ଆପଣ କିଛି କାମ ଯାହା ଜରୁରୀ ତାକୁ ଭଲ ଭାବେ ଦେଖି ନିଅନ୍ତୁ । ଆପଣ ଆଜି କିଛି ପାରା ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଦେଖିବେ ଏହା ଆପଣଙ୍କୁ ଭଲ ରାସ୍ତା ଦେଖାଇବାରେ ସାହାଜ୍ଯ କରିବ ।

ତୁଳା ରାଶି –

ଏହି ରାଶିର ଲୋକମାନେ ନିଜ ଜରୁରୀ କାମ ପାଇଁ ବାହାରକୁ ଯାଇ ପାରନ୍ତି । ସେମାନେ କିଛି ଅସୁବିଧାରେ ପଡି ପାରନ୍ତି ତେଣୁ ଆଜି ଯାତ୍ରା ନ କରିବା ଭଲ ହେବ । ଚନ୍ଦ୍ରମା ଆପଣଙ୍କ ପ୍ରଥମ ସ୍ଥାନରେ ରହିବା ହେତୁ ସେମାନେ ଆପଣଙ୍କ ମନ ପ୍ରଫୁଲ ରଖିବେ । ଆପଣ ନିଜ ରାଶିର ଗୋଚର ଦେଖିଲେ ଜାଣି ପାରିବେ କି ଆପଣ ଙ୍କୁ ଭଲ ଫଳ ପ୍ରଦାନ କରିବେ । ଆପଣ ସକାଳୁ ଉଠିବା ମାତ୍ରେ କିଛି ମନ୍ତ୍ର ଜପ କରନ୍ତୁ । ଏହା ସହ ଆପଣ କିଛି କାମ ରେ ଧ୍ୟାନ ଦେବା ଉଚ୍ଚିତ । ଜେଭଳିକି ଆପଣ କିଛି କାମ କରିବା ଆଗରୁ ଆଗେ କିଛି ଜ୍ଞାନୀ ଲୋକ ମାନଙ୍କ ସହ ଚର୍ଚ୍ଚା କରି ନିଅନ୍ତୁ । ଓ ସବୁ ଦିନ ଯଦି ଗାୟତ୍ରୀ ମନ୍ତ୍ର ବୋଳିବେ ଏହା ଭଲ ଅଟେ ।

ବିଛା ରାଶି –

ଆଜି ଆପଣଙ୍କ ଦିନ ଖୁବ ରୋମାଣ୍ଟିକ ଜୀବ । ଆଜି ଆପଣ ନିଜ ଲଭର କିମ୍ବା ନିଜ ସ୍ବାମୀଙ୍କ ସହ ବାହାରାକୁ ଯାଇ ପାରନ୍ତି କିଛି ସମୟ ପାଇଁ । ଆପଣ ନିଜ ବ୍ୟାପାର ପାଇଁ କିଛି ଅଧିକା କାମ କରି ପାରିବେ । ଆପଣ କିଛି କାମ ସାରିବା ପରେ ନିଜକୁ ଟିକେ ଅଲଗା ରଖି ଭିଡରୁ ଦୂରେଇ ରୁହନ୍ତୁ । କିଛି ଭି କଥାରେ ହଠାତ ରାଗିବା ଭଳି କିଛି କାମ କରନ୍ତୁ ନି । ଆପଣ ଏଭଳି କରିବା ଦ୍ଵାରା ଆପଣ ନିଶ୍ଚିତ ଭାବେ ନିଜର ସଠିକ ନିସ୍ପତି ନେଇ ପାରିବେ । ଆଜି ଆପଣ ନିଜ ପରିବାର କିମ୍ବା ଜ୍ଞାତି କୁଟୁମ୍ବ ମାନଙ୍କ ପାଖରୁ ମଧ୍ୟ କିଛି ସାହାଜ୍ଯ ପାଇବେ ।

ଧନୁ ରାଶି –

ଆପଣଙ୍କ ପାଇଁ ଦିନ ଖୁବ ଭଲ ଜୀବ ଆପଣ ନିଜ କାମରେ ମୁଣ୍ଡ ଦିଅନ୍ତୁ କିଛି କାମ ପାଇଁ । ଆପଣ କିଛି ନିସ୍ପତି ନେବା ଆଗରୁ ନିଜ ଜୀବନ ସାଥି ସହ କଥା ହୋଇ କି କାମ କରନ୍ତୁ । ନହେଲେ ଆପଣ ଖୁବ କଷ୍ଟ ଭୋଗ କରିବେ । ଆପଣ ଆଜି କିଛି ଭଲ ଖବର ପାଇଁ ପାରନ୍ତି ଜମି ବାଡି କୁ ନେଇକି । ଏହା ଦ୍ଵାରା ଆପଣ ନିଜ ପୈତୃକ ସମ୍ପତି କୁ ମଧ୍ୟ ଭାଗ କରିବାରେ ଆଜି ସକ୍ଷମ ହେବେ ।

ମକର ରାଶି –

ଆପଣଙ୍କ ପାଇଁ ଦିନଟି ମାଧ୍ୟମ ଧରଣର ଜୀବ । ଆପଣ କିଛି କଥାକୁ ନେଇକି ଆଜି ଚିନ୍ତାରେ ରହିବେ । ନିଜ କୁ ସ୍ଥିର କରି ସମାଧାନ ବାଛନ୍ତୁ ଦେଖିବେ ନିଶ୍ଚିତ ଭାବେ ସଫଳ ହେବେ । ଆଜି ଘରେ କିଛି ମାଙ୍ଗଳିକ କାମ କୁ ନେଇ ଆପଣ ବ୍ୟସ୍ତ ରହିବେ । ନିଜ ପରିବାର ସହ ଆପଣଙ୍କ ସମ୍ପର୍କ ଆଜଯୀ ଟିକେ ଖରାପ ହୋଇ ପାରେ । ଚାକିରି କିମ୍ବା ବ୍ୟାପାର ପାଇଁ ଆଜି ଭଲ ଦିନ ଅଛି । ଯେଉଁ ମାନେ ଚାକିରି ପାଇ ନାହାନ ନ୍ତି ସେମାନେ ଚାକିରି ପାଇ ପାରନ୍ତି ।

କୁମ୍ଭ ରାଶି –

ଆପଣ ଆଜି ଖୁବ ତାଜା ଅନୁଭବ କରିବେ ଖୁବ ଫୁରତି ସହ ନିଜ କାମ କୁ ସାରିବେ । ଆପଣଙ୍କ ଉପରେ ଥିବା କର୍ମଚାରି ଆପଣଙ୍କ ପ୍ରଶଂସା କରିବେ । ଆପଣ କିଛି କାମ ରେ ତାଙ୍କର ସାହାଜ୍ଯ ପାଇ ପାରନ୍ତି । ବ୍ୟାପାର ରେ କିଛି ପରିବର୍ତନ ଆଣନ୍ତୁ ଯଦି ଆପଣଙ୍କୁ ଲାଗୁଛି ଏହାକୁ ବଦଳାଇବା ଉଚ୍ଚିତ ତେବେ । କେବେ ହେଲେ ନିଜ ବୁଦ୍ଧି ଛଡା ଅନ୍ୟମାନଙ୍କ କଥାରେ କିଛି କମ କରନ୍ତୁ ନି । ଏହା ଆପାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବେ ।

ମୀନ ରାଶି –

ଏହି ରାଶିର ଲୋକମାନେ ଆଜିର ଦିନକୁ ଖୁବ ଭଲ ଭାବେ ଅନୁଭବ ଓ ଉପଭୋଗ କରିବେ । ସେମାନେ କିଛି ବନ୍ଧୁମାନଙ୍କ ସହ ମିଶି କିଛି ନୂଆ ଜାଗାରେ ଅନୁଷ୍ଠାନ କରି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ଦିନ ଖୁବ ଭଲ ରହିବ । ଆଜି ନିଜ ଭୁଲ ସୁଧାରିକି ଆଗକୁ ଯାଇ ପାରିବା ବିଦ୍ୟାର୍ଥୀ ନିଶ୍ଚିତ ଭାବେ କିଛି ଭଲ କାମ ପାଇବେ । ନିଜ ପରିଶ୍ରମରେ କରିଥିବା ଦୋକାନ ପାଇଁ ଆପଣ କିଛି ଜିନିଶ ଆଜି କିଣି ପାରନ୍ତି । ନିଜ ସନ୍ତାନ ମାନଙ୍କ ଉପରେ ବିସବାଶ ରଖନ୍ତୁ ଓ ନିଜ କାମରେ ଆପଣ ନିଶ୍ଚିତ ଭାବେ ସେମାନଙ୍କୂ ଆଂଶିକ ଭାବେ ସାମିଲ କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।