ଦେଖନ୍ତୁ Video: କାର ଉପରେ ହେଲା ଭୟଙ୍କର ବଜ୍ରପାତ, ଆକାଶରୁ ଖସିଲା ନିଆଁ ପିଣ୍ଡୁଳା, ଭିତରେ ଥିଲେ ପରିବାରର ୫ ସଦସ୍ୟ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରାକୃତିକ ଦୁ-ର୍ବି-ପା-କ ଅନେକ ସମୟରେ ଘ-ଟି-ଥା-ଏ । ଯାହା ଫଳରେ ଅନେକ ଲୋକଙ୍କର ଜୀବନ ହା-ନି ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ପ୍ରାକୃତିକ ବି-ପ-ର୍ଯ୍ୟ-ୟ-ର ଘ-ଟ-ଣା ନେଇ ଆସିଛୁ ଯାହା ହୁଏ ତ ଆପଣ ମାନେ ଆଗରୁ କେବେ ଶୁଣି ନ ଥିବେ ।

ଏହି ଘଟଣାଟି ଆମେରିକାର ଯାନଶାସ ସହର ୱେଭରଲି ରେ ଗତ ଜୁନ ୨୫ରେ ଘଟିଛି । ଏହି ଘଟଣାଟି ପରିବାର ୫ ଜଣ ସଦସ୍ୟ ଯେଉଁ ମାନେ କାରରେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରେ ବ-ଜ୍ର-ପା-ତ ହୋଇ ନିଆଁ ପିଣ୍ଡୁଳା ପଡିଥିଲା । ଏତେ ବଡ ଦୁ-ର୍ଘ-ଟ-ଣା ପରେ ମଧ୍ୟ ପରିବାରର ସଦସ୍ୟ ଅଳ୍ପକେ ମୃ-ତ୍ୟୁ-ରୁ ବଞ୍ଚିଥିଲେ । ଏହି ଘ-ଟ-ଣାକୁ କାରର ଠିକ ପଛରେ ଥିବା କାର୍ଲ କୋବି ନିଜ କ୍ୟାମେରାରେ କଏଦ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ୫୭ ସେକେଣ୍ଡର ହୋଇଥିବା ବେଳେ ଏଥିରେ ପ୍ରବଳ ବର୍ଷା ହେବାର ନଜର ଆସୁଛି । ଏତେ ମାତ୍ରାରେ ବର୍ଷା ହେଉଛି ଯେ ଗାଡି ଚଳାଇବା ବହୁତ କାଠିକର ପାଠ ଅଟେ । ଅଚାନକ ରାସ୍ତାରେ ଯାଉଥିବା କଳା ରଙ୍ଗର ଏସଯୁଭି କାର ଯେଉଁଥିରେ ଗୋଟେ ପରିବାର ହସ ଖୁସିରେ ଯାଉଥିବା ସମୟରେ ତାଙ୍କ ଗାଡି ଆଗରେ ବଜ୍ରପାତ ଘଟିଥିଲା । ଏହି ସମୟରେ ଲାଗିଲା ଯେମିତି କାର ଅଗ୍ନି ପିଣ୍ଡୁଳା ପାଲଟିଯିବ ।

ବଜ୍ରପାତ ସମୟରେ କାର ଉପରେ ନିଆଁ ପିଣ୍ଡୁଳା ଖସି ପଡିଥିଲା । ଏହା ପରେ କାର ହଟାତ ସେଠାରେ ଅଟକି ଯାଇଥିଲା । କିନ୍ତୁ କାରର କୌଣସି କ୍ଷତି ହୋଇ ନ ଥିଲା । ଏହି ଘଟଣାକୁ ଦେଖିବା ପରେ ସମସ୍ତେ ସ୍ତବ୍ଧ ହୋଇଥିଲେ । ଏହି କାରରେ ବସିଥିବା ପରିବାର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୮ ମାସର ଶିଶୁ, ୩ ବର୍ଷର ଶିଶୁ ଓ ଦେଢ ବର୍ଷର ଶିଶୁ ସାମିଲ ଥିଲେ ।

ଏତେ ବଡ ପ୍ରାକୃତିକ ଦୁ-ର୍ଘ-ଟ-ଣା ପରେ ମଧ୍ୟ ପରିବାର ସମସ୍ତେ ସୁରକ୍ଷିତ ଅଛନ୍ତି । କିନ୍ତୁ ସେମାନେ ବହୁତ ଭୟଭୀତ ହୋଇ ଯାଇଛନ୍ତି । ଏହି ଘଟଣା ବାବଦରେ ସୂଚନା ଦେଇ ହୋବି କହିଥିଲେ ଯେ ପରିବାର ଲୋକେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ ଯେ କିପରି ପିଲା ମାନଙ୍କଉ ସୁରକ୍ଷା ଦିଆଯାଇ ପାରିବ ।

ବଜ୍ରପାତ କାରରେ ପଡିବା ହେତୁ କାର ସଂପୂର୍ଣ୍ଣ ଭାବେ ଅଚଳ ହୋଇ ପଡିଥିଲା । ଲୋକ ମାନେ କାରକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କର ଆଗକୁ ଗାଡି ନ ଥିଲା । କିନ୍ତୁ ପରିବାର ଲୋକଙ୍କୁ କାରରୁ ସୁରକ୍ଷିତ ଭାବେ ବହର କରାଯାଇ ଥିଲା ।

ବନ୍ଧୁଗଣ ଏଥିରେ ଆପଣ ମାନଙ୍କ ମତ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ