ଆଜିର ରାଶିଫଳ, 5 ମାର୍ଚ୍ଚ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୫ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଯଦି ଆପଣ ବଡ ଅଫିସରଙ୍କ ଠାରୁ ସଂମ୍ମାନ ପାଇବାକୁ ଇଛା କରୁଛନ୍ତି ତେବେ ଆପଣ ଆଜି ବହୁତ ପରିଶ୍ରମ କରନ୍ତୁ । ଚାକିରି କରୁଥିବା ଲୋକେ କୌଣସି ଜାଗାରେ ଡେରି ହେବା ଫଳରେ ଆଜି ମନ ବହୁତ ଅଶାନ୍ତି ହେବେ । ହଠାତ ଧନ ପ୍ରାପ୍ତି ହେବାର ସୁଯୋଗ ମଧ୍ୟ ଅଛି । ଆଜି କୌଣସି ଜିନିଷକୁ ନେଇ ନିଜ ମନରେ ଭ୍ରମ ସୃଷ୍ଟି ହୋଇପାରେ । ବ୍ୟବସାରେ କିଛି ନୂଆ ଜିନିଷ ମିଶାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସମୟରେ ମିଶାଇ ପାରିବେ ଆଜି ଆପଣ ମନ ପସନ୍ଦ ଲୋକ ସହିତ ସମୟ ବିତାଇ ପାରିବେ । ସାଙ୍ଗ ମାନଙ୍କ ସହ କୌଣସି ରମଣୀୟ ସ୍ଥାନକୁ ଯାଇ ସେଠାରେ ବହୁତ ମଜା ଉଠାଇ ପାରିବେ ।

ବୃଷ

ଆପଣ ମାନେ ନିଜ ଜୀବନ ସାଥି ସହ ମିଶି ମନ୍ଦିର ଯାଇପାରନ୍ତି ସେଠାରେ ଆଜି କିଛି ସମୟ ମଧ୍ୟ ବିତାଇବେ ଯାହା ଫଳରେ ବହୁତ ଶାନ୍ତି ଅନୁଭବ କରିବେ । ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯିବ କିନ୍ତୁ ଧର୍ଯ୍ୟର ସହ କାମ କରିବାକୁ ଚେଷ୍ଟା କରନ୍ତୁ ଯାହାକି ପରବର୍ତୀ ସମୟରେ ଆପଣଙ୍କର ବହୁତ ଭଲ ହେବ । ବ୍ୟବସାୟରେ ଯଦି ଆପଣ ବଢାଇବାକୁ ଚାହୁଞ୍ଚନ୍ତି ଏବେ ସେଥି ପାଇଁ ବାହାରକୁ ଯିବାକୁ ପଡିବ । ପରିବାରରେ କିଛି ଅସୁବିଧା ଦେଖାଦେଇ ପାରେ ଯାହାକି ଘରେ ବହୁତ ଅଶାନ୍ତି ଦେଖାଦେବ । ଏହି ସମୟରେ ବ୍ୟବସାୟରେ ବହୁତ ଲାଭ ହେବ ।

ମିଥୁନ

ଅଫିସର ରହି ଯାଇଥିବା କିଛି କାମ ବହୁତ ଶୀଘ୍ର କୌଣସି ଏକ ବ୍ୟକ୍ତିଙ୍କ ସାହାର୍ଯ୍ୟରେ ପୂର୍ଣ୍ଣ ହୋଇଯିବ । ତର ତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ଆଜି ସେଥିରେ କିଛି ଅସୁବିଧା ଦେଖା ଦେବ । ଅନାବଶ୍ୟକ ଖର୍ଚ କରନ୍ତୁ ନାହିଁ ଯାହାକି ପରବର୍ତୀ ସମୟରେ ଆପଣଙ୍କୁ ବହୁତ ଅସୁବିଧା ଭୋଗ ହୋଇପାରେ । ଘର ପାଖରେ ଥିବା କୌଣସି ଏକ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରି ପାରନ୍ତି । ଜାଗା ବାଡି ସମ୍ବନ୍ଧୀୟ କାର୍ଯ୍ୟରେ ଅସୁବିଧା ଦେଖା ଦେବ । ଆଜି କେବେ ହେଲେ ସେହି କାର୍ଯ୍ୟ କରନ୍ତୁ ନାହିଁ । ଆଜି ଚୁପ ରହିବା ଆପଣଙ୍କ ପକ୍ଷେ ବହୁତ ଭଲ ହେବ ।

କର୍କଟ

ନିଜେ କରିଥିବା ପରିଶ୍ରମ ଓ ଯେକୌଣସି କାମ କରିବେ ସେହି କାମ ଆଜି ସମୟ ପୂର୍ବରୁ ହିଁ ସରିଯିବ । ବନ୍ଧୁ ବାଧବ ଘରକୁ ଯାଇପାରନ୍ତି । ଯାନ ବାହାନ ଧୀରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ଯାହାକୁ ବଡ ବିପଦକୁ ଏଡାଇ ଦେଇପାରେ । ଆଜି ଘରର କୌଣସି ବ୍ୟକ୍ତିଙ୍କର ସହଯୋଗ ମିଳିବା ଫଳରେ ନିଜର କାମ ବହୁତ ସହଜ ହୋଇଯିବ । ଆଜି ଯଦି ଆପଣଙ୍କୁ କିଛି ଜିନିଷ ଜାଚେ ତେବେ ସେହି ଜିନିଷ କେବେ ହେଲେ ଗ୍ରହଣ କରନ୍ତୁ ନାହିଁ ନଚେତ ସେଇ ଲୋକ ଆପଣଙ୍କୁ ବଡ ଅସୁବିଧାରେ ପକାଇ ପାରେ । ଆଜି କାହାରି କଥା ଶୁଣନ୍ତୁ ନାହିଁ ନିଜ ମନ କଥା ଶୁଣି ସେହି ଅନୁଯାଇ କାମ କରନ୍ତୁ । ଭାଇ ମାନଙ୍କ ମଧ୍ୟରେ ସମସ୍ୟା ଦୂର ରହିବେ ।

ସିଂହ

ପାଠ ପଢୁଥିବା ପିଲା ମାନେ ମନ ଲଗାଇ ପଢନ୍ତୁ । ଆଜି ଆପଣଙ୍କ ମନ ଭଲ ରହିବ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଆଜି କିଛି ଭଲ ଫଳ ମିଳିପାରେ ଯାହାକି ନିଜକୁ ବହୁତ ଆଶ୍ବସ୍ଥି ଅନୁଭବ କରିବେ । ସାଙ୍ଗ ସହ ମିଶି କିଛି ମହତ୍ଯା ପୂର୍ଣ ଚର୍ଚା କରିପାରନ୍ତି । ବହୁ ଦିନ ପୂର୍ବରୁ ଯେଉଁ ଅସୁବିଧାର ସମୁଖୀନ ହେଉଥିଲେ ଏହାର ବାଟ ବା ସମାଧାନ କେହି ବଡ ଲୋକ ଆପଣଙ୍କୁ ଦେଇପାରେ ଯାହା ଦ୍ଵାରା ଆପଣଙ୍କ ମନ ବହୁତ ଖୁସି ରହିବ । ଆଜି କିଛି କାମ କାଲେ ମଧ୍ୟ ଯେଉଁ ଅନୁସାରେ ପରିଶ୍ରମ କରିଥିବେ ସେହି ଅନୁଯାଇ ଫଳ ପ୍ରାପ୍ତ ହେବ ।

କନ୍ୟା

ଆଜି ଆପଣଙ୍କର ବୃଦ୍ଧି ଓ ବଳ ସବୁ କାମରେ  ଜିତିପାରିବେ ଶତ୍ରୁ ସବୁ ହାରିଯିବେ । ବନ୍ଧୁଙ୍କ ସହ ମିଶି ଆଜି ଯେଉଁ କାର୍ଯ୍ୟ ବା ଉପାୟ ପାଚିବେ ଓ ସେହି ଅନୁଯାଇ କାର୍ଯ୍ୟ କରନ୍ତି ସେଥିରେ ନିଶ୍ଚିତ ଲାଭ ପାଇବେ ।  ଆଜି ଆପଣଙ୍କୁ କେହି ହରାଇ ପାରିବେ ନାହିଁ । ପୁରା ଦିନ ଭଲରେ କାଟିବା ସହିତ ଆପଣଙ୍କର ଭଲ କର୍ମ କରିବା ହେତୁ ଘରେ ଆପଣଙ୍କର ମାତା ନିଜକୁ ଗୌରବ ନିତ ଅନୁଭବ କରିବେ । ଘରର ସମସ୍ତଙ୍କର ଆଶ୍ରିବାଦ ମିଳିବ । କିନ୍ତୁ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ଟିକେ ବିଗାଡି ଯାଇ ପାରେ । ଆପଣଙ୍କର ପଦ ଊର୍ଣ୍ଣତି ହେବାର ସମ୍ଭାବନା ଅଛି ।

ବିଚ୍ଛା

ଶାରୀରିକ ସୁସ୍ଥ ଅନୁଭବ କରିବେ । ନିଜର ଖୁସି ପାଇଁ ଆଜି କାହାକୁ ହଇରାଣ କରିପାରନ୍ତି କିନ୍ତୁ କେବେ ହେଲେ କରନ୍ତୁ ନାହିଁ କାରଣ ଶାସ୍ତ୍ରରେ ଲେଖା ଅଛି ଯେ ପାଞ୍ଚେ ପରର ମନ୍ଦ ତାମନ୍ଦେ ପାଞ୍ଚନ୍ତି ଗୋବିନ୍ଦ । ତେଣୁ କରି କାହାକୁ ହଇରାଣ କରନ୍ତୁ ନାହିଁ । ବିଦ୍ୟା କ୍ଷେତ୍ରରେ ଊର୍ଣ୍ଣତି ହେବ । ସନ୍ତାନ ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ କରିବେ ଓ ସଫଳ ମଧ୍ୟ ହେବେ । ପରିବାରକୁ କୌଣସି ଏକ ନୂଆ ସଦସ୍ୟ ଆସିବାର ସମ୍ଭାବନା ଅଛି । କୌଣସି ଦିଗରୁ ଏକ ଖୁସି ଖବର ପାଇପାରନ୍ତି ।

ତୁଳା

ଆର୍ଥିକ ସମସ୍ଯା ଦୂର ହେବ କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ହେତୁ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପରଭାବ ପଡିପାରେ । ପାରିବାରିକ ମାମଲାରେ ବହୁତ ଶାନ୍ତି ଅନୁଭବ କରିବେ । ପ୍ରେମ ସମ୍ବନ୍ଧିତ ପାଇଁ ଆଜି ବହୁତ ଭଲ ଦିନ ଅଟେ ।ବ୍ୟବସାୟିକ ମାମଲାରେ ଲାଭ ବାନ ହେବେ । ଆଜି କୌଣସି ଜିନିଷକୁ ନେଇ ବହୁତ ଚିନ୍ତାରେ ରହିବେ ।ଜୀବନ ସାଥି ସହ ମିଶି କରିଥିବା ବ୍ୟବସାୟରେ ବହୁତ ଲାଭ ବାନ ହେବେ । ଆଜି ବାହାରକୁ ବୁଲିବାକୁ ଯାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଊର୍ଣ୍ଣତି ହେବ ।

ଧନୁ

ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ । ଦିନ ପୁରା ଭଲରେ କଟିବ । ଉଚ ଥିବା ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ ଓ ସହୋଯୋଗ ମଧ୍ୟ ମିଳିପାରେ । ଆଜି କୌଣସି ଅସୁବିଧା ହେବ ନାହିଁ । କିଛି ଜିନିଷ ମିଳିଯିବା ହେତୁ ବହୁତ ଖୁସିରେ ଦିନ କଟିବ । ଆତ୍ମ ବିଶ୍ଵାସ ବଢିବ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ । ତେଣୁ କରି ଅନାବଶ୍ୟକ ଖର୍ଚ୍ଚ ରୁ ବଞ୍ଚିତ ରୁହନ୍ତୁ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଯେ କୌଣସି କାର୍ଯ୍ୟ ସଫଳ ନହେବା ପର୍ଯ୍ୟନ୍ତ ସେହି କର୍ମ ବିଷୟରେ କାହାକୁ ଜଣାନ୍ତୁ ନାହିଁ ।

ମକର

ଭବିଷ୍ୟତ ବିଷୟରେ ଯେଉଁ ଜିନିଷ କରିବାକୁ ଚାହୁଁଛନ୍ତି କାହାକୁ ନକହିବା ଉଚିତ । ସଠିକ ସମୟରେ କହିବା ଦରକାର ସମୟ ପୂର୍ବରୁ କିଛି କଥା ପ୍ରକାଶ କରନ୍ତୁ ନାହିଁ । ସାଙ୍ଗ ମାନଙ୍କର ସହଯୋଗ ଫଳରେ ଆପଣ ବହୁତ ଉପରକୁ ଯାଇପାରନ୍ତି । ଆପଣଙ୍କ ଦ୍ଵାରା  କରାଯାଇଥିବା କାର୍ଯ୍ୟ ଖୁବ ଶୀଘ୍ର ପୂର୍ଣ୍ଣ ହୋଇଯିବ । ଆଜି କୌଣସି ଅସୁବିଧା ହେବ ନାହିଁ । କିଛି ଜିନିଷ ମିଳିଯିବା ହେତୁ ବହୁତ ଖୁସିରେ ଦିନ କଟିବ ।ବାହାର ଲୋକଙ୍କ କୌଣସି କାର୍ଯ୍ୟରେ ହାତ ଲଗାନ୍ତୁ ନାହିଁ, ଯଦି ତାଙ୍କ କାମରେ କିଛି ବାଧା ଆସେ ତେବେ ଆପଣଙ୍କୁ ହିଁ ଦୋଷ ଦେବେ ।

କୁମ୍ଭ

ଆଜି ଆପଣଙ୍କର ଆତ୍ମ ବିଶ୍ଵାସ ବଢିବ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ । ବଡ ଭାଇ ବା ଭଉଣୀଙ୍କର ସଠିକ ବିଚାର ଦ୍ଵାରା ଆପଣ ଚାଲିବା ଫଳରେ ସମାଧାନର ବାଟ ଆପଣଙ୍କୁ ଖୁବ ସହଜରେ ମିଳିଯିବ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ । ଦିନ ପୁରା ଭଲରେ କଟିବ । ପରିବାରରେ ଖର୍ଚ୍ଚ ବହିବା ହେତୁ ଜୀବନ ସାଥିଙ୍କ ସହ ମତାନ୍ତର ରହିପାରେ । ଆୟ କ୍ଷେତ୍ରରେ କିଛି କମ ଦେଖା ଦେବା ହେତୁ ଆଜି ମାନସିକ ଚାପରେ ରହିପାରନ୍ତି ।

ମୀନ

ପ୍ରେମ କରୁଥିବା ବ୍ୟକ୍ତିଙ୍କର ବହୁତ ଭଲରେ ଦିନ କାଟିବ । ଆଜି ଯାହା କରିବାକୁ ଚାହୁଥିଲେ କରି ପାରିବେ । ସମ୍ପର୍କରେ ଦୃଢତା ଆସିବ ଓ କିଛି ନୂଆ ମୋଡ ମଧ୍ୟ ଆସିପାରେ । ପୂର୍ବରୁ ଦେଇଥିବା ଧନ ପାଇ ପାରିବେ ସେଥିପାଇଁ ଆପଣ ଆଜି ବହୁତ ଖୁସି ରହିବେ । ପରିବାରର ସୁଖ ପାଇଁ କିଛି ଖର୍ଚ୍ଚ ବଢିବାରେ ଲାଗିବ । ବଡ ଭାଇ ବା ଭଉଣୀଙ୍କର ସଠିକ ବିଚାର ଦ୍ଵାରା ଆପଣ ଚାଲିବା ଫଳରେ ସମାଧାନର ବାଟ ଆପଣଙ୍କୁ ଖୁବ ସହଜରେ ମିଳିଯିବ । ନିଜ ପିତା ଓ ମାତା ଙ୍କର ସାହାର୍ଯ୍ୟ କରନ୍ତୁ । ଆର୍ଥିକ ସମସ୍ୟା ଦୂରେଇଯିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।