କୌଣସି ଜଣଙ୍କର ନାଁ ଭାବି କି ଗୋଟେ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଫିଲ କରନ୍ତି ? Love Quiz Game

ଆପଣ ମାନେ ଯାଇଛନ୍ତି କି ଗୋଟିଏ ପୁଅ ମନରେ ଏକ ଝିଅ ପାଇଁ କିଛି ଅନୁଭବ କରି­­­­­­­­­­­­ଥାଏ । ଯଦି କୌଣସି ପୁଅ ଏକ ଝିଅକୁ ଦେଖେ ତେବେ ତାର ମନରେ ବହୁତ ପ୍ରକାରର କଥା ଆସିଥାଏ । ସେମାନେ ଭାବିଥାନ୍ତି କି ଏହି ଝିଅ କାସ ମତେ ଭଲ ପାଇଥାନ୍ତା କି ସେ ନିଜେ ଆସି ମୋର ସାଙ୍ଗରେ କଥା ହୁଆନ୍ତା କି । ସେହି ଭଳି ଗୋଟିଏ ଝିଅ ମନରେ ମଧ୍ୟ ଏହିପରି କିଛି ଭାବିଥାଏ । କିନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ଜାଣିବେ କିପରି ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ ମଜାଦାର ନମ୍ବର ପ୍ରଶ୍ନ ଓ ଉତ୍ତର ରହିଥିବା ଖେଳ ନେଇ ଆସିଛୁ ।

ଏହି ଖେଳର ନିୟମ ଅନୁସାରେ ଏହି ୧୦ ଟି ନମ୍ବର ମଧ୍ୟରୁ ଆପଣଙ୍କୁ ଗୋଟିଏ ନମ୍ବର ବାଛି ବାର ଅଛି ଯାହାକି ଆପଣ ଜାଣି ପାରିବେ ଆପଣଙ୍କ ବିଷୟରେ ନିଜର ପାଟନର କଣ ଭାବୁଛନ୍ତି ।

ଏହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବାଛନ୍ତୁ ଆପଣ ଜାଣିବେ ଆପଣଙ୍କର ପାଟନର ଆପଣଙ୍କୁ ନେଇ ସେ ତାଙ୍କ ମନରେ କେଉଁ  ଅନୁଭୂତି ଆଣୂଛନ୍ତି ।

# ଯଦି ଆପଣ ଭାବୁଛନ୍ତି ନମ୍ବର ୧ – ତେବେ ସେ ଆପଣଙ୍କୁ ନେଇ ବହୁତ ଭାବୁକ ହୋଇ ରହିଥାନ୍ତି ।

# ଯଦି ଆପଣ ଭାବୁଛନ୍ତି ନମ୍ବର ୨ – ତେବେ ସେ ଆପଣଙ୍କୁ ବହୁତ ଭଲ ପାନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୩ – ତେବେ ସେ ଆପଣଙ୍କୁ ବହୁତ ଖୋଜୁଛନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୪ – ତେବେ ସେ ଆପଣଙ୍କ ଉପରେ ବହୁତ ରାଗିଛନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୫ – ତେବେ ସେ ଆପଣଙ୍କୁ କେବେ ହେଲେ ହରାଇବାକୁ ଚାହାନ୍ତି ନାହିଁ

# ଯଦି ଆପଣ ଭାବୁଛନ୍ତି ନମ୍ବର ୬ – ତେବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୭ – ତେବେ ସେ ଆପଣଙ୍କୁ ନିଜ ମନର କଥା କହିବାକୁ ଚାହୁଞ୍ଚନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୮ – ତେବେ ଆପଣ ତାଙ୍କ ପାଇଁ ବହୁତ ଖାସ ଅଟନ୍ତି

# ଯଦି ଆପଣ ଭାବୁଛନ୍ତି ନମ୍ବର ୯ – ତେବେ ସେ ଆପଣଙ୍କୁ କେବେ ହେଲେ ଧୋକା ଦେବାକୁ ଚାହାନ୍ତି ନାହିଁ

# ଯଦି ଆପଣ ଭାବୁଛନ୍ତି ନମ୍ବର ୧୦ – ତେବେ ସେ ଆପଣଙ୍କୁ ବହୁତ ମାନିଥାନ୍ତି

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।