ଆଜି ପୁଣି ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 4 ଫେବୃଆରୀ ର Gold Rate

କହିବାକୁ ଗଲେ ଗତ କିଛି ଦିନ ହେବ ଲଗାତାର ସୁନା ଓ ଚାନ୍ଦିର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଏମିତିରେ ସମସ୍ତେ ଧୀରେ ଧୀରେ ସୁନା ଓ ଚାନ୍ଦି କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ସବୁଠୁ ମହତ୍ଵ ପୂର୍ଣ କଥା ଏହା ଅଟେ କି ସୁନା ଓ ଚାନ୍ଦି କିଣିବା ପୂର୍ବରୁ ଏହାର ଉଚିତ ମୂଲ୍ୟ ବିଷୟରେ ଜାଣି ନେବା ଉଚିତ । ଯାହା ଦ୍ଵାରା ଆପଣ ଠକାମିର ଶିକାର ହୋଇ ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା ଆଜି ସୁନା ଓ ଚାନ୍ଦି କେତେ ଅଛି ।

ଆଜି ମାର୍ଚ୍ଚ ୪ ୨୦୨୧ ଗୁରୁବାର ଦିନ ୧୮ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୩,୫୩୭ ଟଙ୍କା, ୮ ଗ୍ରାମକୁ ୨୮,୨୯୬ ଟଙ୍କା, ୧୦ ଗ୍ରାମକୁ ୩୫,୩୭୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୩,୫୩,୭୦୦ ଟଙ୍କା ଅଛି । ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ହେବ ୧୮ କ୍ୟାରେଟ ସୁନାର ମୂଲ୍ୟ ଲଗାତାର ହ୍ରାସ ହେଉଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତକାଲି ଅପେକ୍ଷା ପ୍ରତି ୧୦ ଗ୍ରାମକୁ ୪୫୦ ଟଙ୍କା କମିଛି ।

ସେହିଭଳି ୨୨ କ୍ୟାରେଟ ସୁନା ପ୍ରତି ୧ ଗ୍ରାମକୁ ୪,୧୮୦ ଟଙ୍କା, ୮ ଗ୍ରାମକୁ ୩୩,୪୪୦ ଟଙ୍କା, ୧୦ ଗ୍ରାମକୁ ୪୧,୮୦୦ ଟଙ୍କା, ୧୦୦ ଗ୍ରାମ ସୁନାର ମୂଲ୍ୟ ୪,୧୮,୦୦୦ ଟଙ୍କା ଅଛି । କହିବାକୁ ଗଲେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୬୫୦ ଟଙ୍କା କମ ହୋଇଛି ।

୨୪ କ୍ୟାରେଟ ସୁନା ୧ ଗ୍ରାମକୁ ୪,୫୬୦ ଟଙ୍କା, ୮ ଗ୍ରାମକୁ ୩୬,୪୮୦ ଟଙ୍କା, ୧୦ ଗ୍ରାମକୁ ୪୫,୬୦୦ ଟଙ୍କା, ୧୦୦ ଗ୍ରାମକୁ ୪,୫୬,୦୦୦ ଟଙ୍କା ଅଟେ । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମକୁ ଗତକାଲି ଅପେକ୍ଷା ୭୦୦ ଟଙ୍କା କମ ହୋଇଛି ।

ଯଦି ଚାନ୍ଦି ବିଷୟରେ କହିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୭୦.୪୦ ଟଙ୍କା, ୮ ଗ୍ରାମକୁ ୫୬୩.୨୦ ଟଙ୍କା, ୧୦ ଗ୍ରାମକୁ ୭୦୪ ଟଙ୍କା, ୧୦୦ ଗ୍ରାମକୁ ୭,୦୪୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୭୦,୪୦୦ ଟଙ୍କା ଅଛି । ଆଜି ୧ କିଲୋ ଚାନ୍ଦିର ଦାମ ଗତକାଲି ଅପେକ୍ଷା ୨୪୦୦ ଟଙ୍କା କମିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।