ଆଜିର ରାଶିଫଳ, 5 ନଭେମ୍ବର 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଅଚାନକ ଧନ ଲାଭର ଯୋଗ ଅଛି । ଖର୍ଚ୍ଚ ବି ଅଧିକ ରହିବ । ଆପଣଙ୍କୁ ଜୀବନ ସାଥି ଙ୍କ ସହ ଥିବା ମତଭେଦ ଦୂର କରିବାକୁ ଚେଷ୍ଟା କରିବାର ଅଛି । ତେଣୁ ଆପଣ ନିଜର ପ୍ରିୟ ଙ୍କ ଆଗରେ ବୁଝି ବିଚାରୀ ପକ୍ଷ ରଖିବାକୁ ହେବ । ସନ୍ତାନ ବା ଶିକ୍ଷା କୁ ନେଇ ଯଦି ଆପଣ କୌଣସି ପ୍ରୟାସ କରୁଛନ୍ତି ତେବେ ମେହନତର ପରିଣାମ ମିଳିବ । ବିଦେଶ ବା ଅନ୍ୟ ସହର ରେ ରହୁଥିବା ସମ୍ପର୍କୀୟ ମାନେ ଘରକୁ ଆସିଲେ ମାହୋଲ ଭଲ ହେବ ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି ମାମଲାରେ ବୁଝାମଣା କରିବାକୁ ପଡିବ । କୌଣସି କାନୁନି ମାଲା କୁ ନେଇ ଆପଣ ଚିନ୍ତା ରେ ରହିବେ । ପଇସା ମାମଲାରେ ଆଜି ଦିନ ଟି ଅଧିକ ଖର୍ଚ୍ଚ ହେବାର ଅଛି । ଘର ମରାମତି ଆଦିରେ ଆପଣଙ୍କର ଅହଡିକ ତାଙ୍କ ଖର୍ଚ୍ଚ ହେବ । ବଡ ରୋଜଗାର ର ଅବସର ଆପଣଙ୍କୁ ଅପେକ୍ଷା କରି ରହିଛି । ସନ୍ତାନ ପକ୍ଷ ରୁଅ ଆପଣଙ୍କୁ ଖୁସି ଖବର ମିଳିବ । ରୋମାଣ୍ଟିକ ର ଅବସର ଆପଣଙ୍କ ପାଖକୁ ଆସିପାରେ ।

ମିଥୁନ ରାଶି : ଆଜି ଆପଣଙ୍କୁ ସନ୍ତାନ ଙ୍କ ଚିନ୍ତା ରହିବ । କୌଣସି ଆଧ୍ୟାତ୍ମିକ ଗୁରୁ ବା ଗୁରୁଜନ ଆପଣଙ୍କର ସହାୟତା କରିବେ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ । ଅନ୍ୟ ସହ କଥା ହେବାରେ ଆପଣ ଧିକ ରୁଚି ରଖିବେ । ଅତୀତ କଥା ଆପଣଙ୍କ ମନରେ ଚାଲିପାରେ । ଯାତ୍ରା ର ଯୋଜନା ହୋଇପାରେ । ଅନ୍ୟ ର ସାହାଜ୍ଯ ମଧ୍ୟ କରିବେ । ଆରମ କରିବା ପାଇଁ ପର୍ଜ୍ୟାପ୍ତ ସମୟ ନିଅନ୍ତୁ । ରୋମାନ୍ସ ବହୁତ ଆନନ୍ଦଦାୟୀ ଓ ରୋମାଞ୍ଚକ ରହିବ । ନିବେଶ ଶୁଭ ରହିବ ।

କର୍କଟ ରାଶି : କାର୍ଯ୍ୟ କ୍ଷେତ୍ର ରେ ବିପରୀତ ସ୍ଥିତି ର ସାମନା କରିବାକୁ ପଡିପାରେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଆପଣଙ୍କ ଯୋଜନା ସଫଳ ହୋଇପାରେ । ଧର୍ଯ୍ୟ ରଖନ୍ତୁ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ନିଜ ମନ କଥା ବନ୍ଧୁ ମାନଙ୍କ ସହ ସେୟାର କରନ୍ତୁ । ସମୟ ଅନୁଯାୟୀ କାମ ପୁରା କରିବାକୁ ଆପଣଙ୍କ ଉପରେ ଦାୟିତ୍ଵ ରହିବ । ଜୀବନ ସାଥି ଙ୍କ ସହ ଫିଲ୍ମ ଦେଖିବାକୁ ଯାଇ ପାରନ୍ତି । ମହତ୍ଵ ପୂର୍ଣ୍ଣ ନିସ୍ପତି ନେବାରେ ତରବର ହୁଅନ୍ତୁ ନାହି ।

ସିଂହ ରାଶି : ଆଜି ଆପଣ ବହୁତ ଊର୍ଜାବାନ ରହିବେ । ଏହି ସମୟ ଆପଣଙ୍କ ସ୍ଵପ୍ନ କୁ ସତ କରିବାର ଅଛି । ଆର୍ଥିକ ପକ୍ଷ ମଜବୁତ ହେବ  । କିଛି ଲୋକଙ୍କୁ ମହତ ପୂର୍ଣ୍ଣ ନିସ୍ପତି ନେବାକୁ ପଡିବ । ବୁଝି ବିଚାରୀ ନିସ୍ପତି ନିଅନ୍ତୁ । ଆଜି ଆପଣଙ୍କର ପ୍ରଶଂସା ହେବ । ଧନ ଲାଭ ହେବ । ପରିବାର ର ସହଯୋଗରେ ସମସ୍ୟାର ସମାଧାନ ହେବ । ସାମାଜିକ କାର୍ଯ୍ୟ ସମ୍ମାନ ଓ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଅନ୍ୟ ର ସହଯୋଗ ନେଲେ ସଫଳତା ମିଳିବ । ପାରିବାରିକ ପ୍ରସନ୍ନତା ତଥା ସନ୍ତୁଷ୍ଟି ରହିବ ।

କନ୍ୟା ରାଶି : ଆଜି ଆପଣଙ୍କର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଅନେକ ଦିନରୁ ଅଟକି ରହିଥିବା ଧନ ଫେରି ପାଇବେ । ଆଜି ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଫେସ କରିବାରେ ସଫଳ ହେବେ । ଛାତ୍ର ଓ ଶ୍ରମିକ ବର୍ଗ ଙ୍କ ପାଇଁ ଦିନ ଶୁଭ ରହିବ । କିନ୍ତୁ ଆପଣଙ୍କୁ ନିଜ ଲକ୍ଷ୍ୟ ପ୍ରତି ଅଧିକ ଧ୍ୟାନ ଦେବାର ଅଛି । ଅଧିକ ମାମଲାରେ ଆପଣ କ୍ଷତି ହେବାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କ ସହଯୋଗୀ ଆପଣଙ୍କୁ ପ୍ରେତକ କ୍ଷେତ୍ରରେ ସହଯୋଗ କରିବେ ।

ତୁଳା ରାଶି : ଆଜି ଚାକିରି ଓ ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କର ପ୍ରଶଂସା ହେବ । ବ୍ଯବସାୟିକ କାର୍ଯ୍ୟ ରେ ଏବେ ଗତି ତେଜ ରହିବ । ଏହି ସମୟରେ ନିଜ କାମକୁ ଅହଡିକ ବେହତର କରିବାର ଜରୁରତ ଅଛି । ନୂଆ କାର୍ଯ୍ୟ ସ୍ଥଳ ସହ ଯୋଡି ହେବା ବା ନୂଆ ଯୋଜନା ଓ ଉପକ୍ରମ କୁ ଆରମ୍ଭ କରିବା ପାଇଁ ଦିନ ଅନୁକୂଳ ରହିବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଅନେକ ଦିନରୁ ଅଟକି ରହିଥିବା କମ ପୁରା ହେବାର ଯୋଗ ଅଛି । ଭରପୁର ପ୍ରୟାସ କରନ୍ତୁ ।

ବିଛା ରାଶି : ଆଜି ମିତ୍ର ବା ସ୍ଵଜନ ଙ୍କ ସହ ବୁଲିବାର ଆନନ୍ଦ ନେବେ । ବାଣୀ ଉପରେ ସଂଯମ ରଖନ୍ତୁ । କ୍ରୋଧ ଅତିରିକ୍ତ କରିବାର ବଞ୍ଚିତ ରୁହନ୍ତୁ । ଘରେ ଅତିଥି ଙ୍କ ଆଗମନ ହେବ । ଯାହା ପାଇଁ ପରିବେଶର ମାହୋଲ ଭଲ ରହିବ । କୌଣସି ଅବିବାହିତ ବ୍ୟକ୍ତି ଙ୍କର ବିବାହ କଥା ଚର୍ଚ୍ଚା ହୋଇପାରେ । କୌଣସି  ନିସ୍ପତି ଆପଣଙ୍କୁ ତୁରନ୍ତ ନେବା ପାଇଁ କୁହା ଯାଇପାରେ । ଅପେକ୍ଷା କରିଥିବା ଅକାର୍ଯ୍ୟ ରେ ବିଳମ୍ବ ହେବ । ଜୀବନରେ ଅଚାନକ ଧନ ଲାଭର ଯୋଗ ରହିଛି ।

ଧନୁ ରାଶି : ଆଜି ଆପଣଙ୍କର ନୂଆ କାର୍ଯ୍ୟ ରେ ରୁଚି ବଢିବ । ଆପଣଙ୍କୁ ପରିବାରର କୌଣସି ସଦସ୍ୟ ଙ୍କ ସାହାଜ୍ଯ ନେବାକୁ ପଡିବ । କାମ ଅ କାର୍ଯ୍ୟ କୁ ନେଇ କୌଣସି ନିକଟକୁ ଯାତ୍ରା ଆପଣଙ୍କ ଭବିଷତର ଦ୍ଵାରା ଖୋଲି ଦେବ । ଏହି ସମୟରେ କିଛି ନୂଆ ଉପଲବ୍ଧି ମିଳିବାର ଯୋଗ ଅଛି । ଆଜି ଦିନ ଟି ମିଶ୍ରିତ ପ୍ରଭାବ ପ୍ରଦାନ କରିବ । ଯଦି ଆପଣ ନିଜର କା ଉପରେ ଧ୍ୟାନ ଦେବେ ତେବେ ପ୍ରତିଷ୍ଠା ଓ ସଫଳତା ଆପଣଙ୍କର ହେବ । ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ ।

ମକର ରାଶି : ଆଜ୍ୟ ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବ । ଅଟକି ରହିଥିବା ପଇସା ମିଳିବାରୁ ଚିନ୍ତା ମୁକ୍ତ ହେବେ । ଭାଗ୍ୟ ଆନଙ୍କ ପକ୍ଷ ରେ ରହିବ । ଆଜି କମ ପ୍ରୟାସରେ ବି ଆପଣ ନିଜ କାମକୁ ପୁରା କରିବାରେ ସଫଳ ହେବେ । କିଛି ଅପ୍ରତ୍ଯାଶିତ ସହଯୋଗ ବି ଆପଣାକୁ ମିଳିବ । ଚାକିରି ରେ କୌଣସି  ନୂଆ କାମ କରିଲେ ସମ୍ମାନ ମିଳିବ । କମର୍ଷ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ସାନଦାର ରହିବ । ବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ।

କୁମ୍ଭ ରାଶି : ଆଜି ଆପଣଙ୍କ ପାଖରେ ନୂଆ ଅବସର ହେବ ଓ ତାର ଉପୋଯୋଗ କରି ଲାଭ ଉଠାନ୍ତୁ । ରାଜନୀତିଜ୍ଞ ସଫଳ ହେବ । ଆଜି ଉଧାର ଲେନଦେନ ରୁ ବଞ୍ଚିତ ରୁହନ୍ତୁ । କୌଣସି  କଥାକୁ ନେଇ ଆପଣ ଚିନ୍ତା ରେ ରହିବେ । ଆଳସ୍ୟ କାରଣରୁ ଆଜି କାମରେ ପ୍ରଭାବ ପଡିପାରେ । ଆଜି ଧନର ଆଗମନ ହୋଇପାରେ । ଭାବନାତ୍ମକ କ୍ଷେତ୍ରରେ କମଜୋର ଅନୁଭବ କରିବେ । ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ମିଳିବ ।

ମୀନ ରାଶି : ଆଜି ଆପଣଙ୍କୁ କ୍ଯାରିୟର ଦିଗରେ ନାଉଆ ଅବସର ମିଳିବ । ବଡ ଭାଇ ଭଉଣୀ ଙ୍କ ସହ ତାଳମେଳ ବଜାୟ ରଖନ୍ତୁ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଚାନକ ଧନ ଲାଭର ଯୋଗ ରହିଛି । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ଜୀବନରେ କିଛି ନୂଆ କରିବାର ଚିନ୍ତା କରିବେ । ଚାକିରି ରେ ଉନ୍ନତି ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।