ଆଜିର ରାଶିଫଳ, 4 ମେ 2022, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣ ଘର କାମରେ ବ୍ୟସ୍ତରେ ରହିବେ । ପ୍ରେମିକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଆପଣ ଧନ ଲାଭରେ କାର୍ଯ୍ୟ କରୁଥିବେ କିନ୍ତୁ ଆପଣଙ୍କର ଖର୍ଚ୍ଚ ବଢିପାରେ । ଭାଗ୍ୟ ଉପରେ ଆପଣ ଅଧିକ ଭରସା କରିବେ । ପ୍ରତେକ କାମ ଆପଣଙ୍କ ମୁତାବକ ହେବ ନାହି । ବ୍ୟବସାୟରେ ବଡ ଲାଭ ମିଳିପାରେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତରରେ ରହିବେ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା କାମ ସଫଳ ହେବ ।

ବୃଷ ରାଶି : ଆଜି ଆପଣ ଟଙ୍କା ପଇସା ମାମଲାକୁ ନେଇ ଅଧିକ ଭରସା କରନ୍ତୁ ନାହି । ଜୀବନ ସାଥିଙ୍କ ସହ ସମ୍ପର୍କ ସାମାନ୍ୟ ରହିବ । କୌଣସି ବଡ ବ୍ୟକ୍ତିଙ୍କ ହସ୍ତକ୍ଷେପ କାରଣରୁ ପାରିବାରିକ କଳହ ଦୂର ହେବ । ସାମାଜିକ କାର୍ଯ୍ୟ ପ୍ରତି ଆପଣ ପ୍ରେରଣା ପାଇବେ । ଚାକିରି କ୍ଷେତ୍ରରେ ଆପଣଙ୍କର ଉନ୍ନତି ହୋଇପାରେ । ଆଜି ଆପଣ କୌଣସି ଯୋଜନା ପୂରଣ କରିବାରେ ସଫଳ ହେବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଜୀବନରେ ନୂଆ କାମ ଆରମ୍ବ କରିବେ ।

ମିଥୁନ ରାଶି : ଆଜି ଆପଣଙ୍କ ମନ ରୋମାଣ୍ଟିକ ରହିବ । ପରିବାରରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ସାବଧାନ ରୁହନ୍ତୁ । ବେପାରୀ ମାନଙ୍କୁ ବେପାର କ୍ଷେତ୍ର ରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଆପଣଙ୍କୁ ନୂଆ ସ୍ରୋତ ମିଳିପାରେ । ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କର୍କଟ ରାଶି : ଆପଣଙ୍କର ଲମ୍ବା ସମୟରୁ ଅଟକି ରହିଥିବା କାମ ଭାଇଙ୍କ ଦ୍ଵାରା ପୂରଣ ହେବେ । ବ୍ଯବସାୟିକ ପ୍ରସଙ୍ଗକୁ ନେଇ ଯାତ୍ରା କରିବେ । ଆଜି ଆପଣ ମାତା ପିତାଙ୍କ ସହ ଯାତ୍ରା କରି ପାରନ୍ତି । ପିତାଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ଜୀବନ ସାଥିଙ୍କ ସହ ପାନଙ୍କର ସ୍ମାପର୍କ ଭଲ ରହିବ । ଆଜି ପୁରୁଣା ମିତ୍ରଙ୍କ ଆଶା ଆପଣଙ୍କର ଭେଟ ହୋଇପାରେ । ଆପଣ ଯେଉଁ କ୍ଷେତ୍ରରେ ରହିବେ ଉଚ୍ଚ ସ୍ତରରେ ରହିବେ ।

ସିଂହ ରାଶି : ଆଜି ଆପଣଙ୍କର ସମାଜରେ ମନ ସମାନ ବୃଦ୍ଧି ପାଇବ । ଜୀବନରେ କିଛି ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଭଲ ସମୟ ବ୍ଯତୀତ ହେବେ । ସହକର୍ମୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଧନ ସମ୍ପତି ମାମଲାରେ ଆପଣ ସଫଳ ହେବେ । ଅଚାନକ ଧନ ଲାଭ ହୋଇପାରେ ।

କନ୍ୟା ରାଶି : ଘରେ ସୁଖ ସମୃଦ୍ଧି ଲାଗି ରହିବ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଶିକ୍ଷା ବା ସନ୍ତାନ ତରଫରୁ ଶୁଭ ଖବର ପ୍ରାପ୍ତ ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ପ୍ରେମୀ ଯୁଗଳ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଆପଣ ମନ କଥା ସାଥୀଙ୍କୁ କହି ପାରିବେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ଆଗରେ ରହିବେ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା କାମ ପୂର୍ଣ୍ଣ ହେବେ ।

ତୁଳା ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଆପଣଙ୍କ ଜୀବନରେ ନୂଆ କାମ ଆରମ୍ଭ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ମିତ୍ର ମାନଙ୍କ ସହ ଆପଣଙ୍କର ସମୟ ଭଲ ରହିବ । ଆପଣ ଯେତେ ଚେଷ୍ଟା କରିବେ ସେତିକି ସଫଳ ହେବେ । ଅଚାନକ ଧନ ଲାଭ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ କରିବେ । ଅଫିସରେ ସହକର୍ମୀ ମାନଙ୍କ ସହଯୋଗ ମିଳିବ । ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ବିଛା ରାଶି : ପରିବାର ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବେ । ଅଚାନକ ଧନ ଲାଭ ହୋଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କର ବେତନରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଧନୁ ରାଶି : ଆଜି ଆପଣଙ୍କ ଦିନ ଟି ଅନୁକୂଳ ରହିବ । ପ୍ରେମ ଜୀବନରେ ସମୟ ଭଲ ବ୍ଯତୀତ ହେବ । ଆପଣଙ୍କ ଦ୍ଵାରା ଆରମ୍ଭ କରା ଯାଇଥିବା କାମ ସଫଳ ହେବେ । ଅଟକି ରହିଥିବା ଟଙ୍କା ଆପଣ ଫେରି ପାଇବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟ ରେ ଆପଣଙ୍କର ରୁଚି ବୃଦ୍ଧି ହେବ । ଆପଣଙ୍କର ଦାଂପତ୍ଯ ଜୀବନରେ ମଧୁମୟ ରହିବ । ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ମାନସିକ ସ୍ତରରେ ଆପଣ ଫିଟ ରହିବେ ।

ମକର ରାଶି : ଆଜି ଆପଣ ବାଦ ବିବାଦରୁ ଦୂରେଇ ରହିବେ । ଘରେ ଖୁଶିର ମାହୋଲ ରହିବ । ଆଜି ଆପଣ କୌଣସି କ୍ଷେତ୍ରରେ ନିବେଶ କରିବେ । ପ୍ରେମ ଜୀବନରେ ଆପଣଙ୍କୁ ଉପଯୁକ୍ତ ସାଥି ମିଳିପାରେ । ଆପଣଙ୍କର ସମାଜିକ କାର୍ଯ୍ୟ ରେ ରୁଚି ବଢିବ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ଅଗ୍ରସର ହେବେ । ଆଜି ଆପଣ ଅନ୍ୟ କୁ ସାହାଜ୍ୟ କରିବେ । ଜୀବନରେ କିଛି ଅଲଗା କରିବା ପାଇଁ ଚିନ୍ତା କରିବେ ।

କୁମ୍ଭ ରାଶି : ଆପଣଙ୍କ ଜୀବନରେ ହସ ଖୁସରି ମାହୋଲ ରହିବ । ଅଟକି ରହିଥିବା କାମ ପୂରଣ ହେବେ । ମିତ୍ର ମାନଙ୍କ ସହ ସମୟ ଭଲ ରହିବ । ନୂଆ ମିତ୍ର ମଧ୍ୟ ସ୍ଥାପନ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଆପଣ ଯେଉଁ କ୍ଷେତ୍ରରେ ରହିବେ ସର୍ବଦା ଉଚ୍ଚ ସ୍ତର ରେ ରହିବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବେ । ବେପାର ବାଣିଜ୍ୟ କ୍ଷେତ୍ରରେ ନୂଆ ଯୋଜନା କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମୀନ ରାଶି : ମହିଳା ମାନେ କୌଣସି କ୍ଷେତ୍ରରୁ ଶୁଭ ଖବର ପ୍ରାପ୍ତି କରିବେ । ଧନ ଲାଭର ଯୋଗ ରହିଛି । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ଅଗ୍ରସର ହେବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ପ୍ରାପ୍ତ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।