ଗଙ୍ଗା ଠାରୁ ବି ଅତି ପବିତ୍ର ଓ ସ୍ଵାମୀ ସୁହାଗିନୀ ହୋଇଥାନ୍ତି ଏହି 3 ଟି ନାମର ଝିଅ, ଆପଣଙ୍କ ନାମ ଅଛି କି ?

ହିନ୍ଦୁ ଧର୍ମର ସମସ୍ତ ଶାସ୍ତ୍ର ଗୁଡିକର ଭିନ୍ନ ଭିନ୍ନ ମହତ୍ଵ ରହିଛି । ଏହା ଉପରେ ଆମେ ବିଶ୍ବାସ କରିବା ସହ ଏହା ସତ୍ୟ ବୋଲି ଅନେକ ବହୁବାର ମଧ୍ୟ ପ୍ରମାଣିତ ହୋଇଛି । ଶାସ୍ତ୍ର ଅନୁସାରେ ଆମେ ନିଜ ନାମକୁ ଆଧାର କରି ଆମ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ଜାଣିପାରି ଥାଉ । ତେବେ ଜ୍ଯୋତିଷ ଶାସ୍ତ୍ରକୁ ଆଧାର କରି ଆଜି ଆମେ ଜାଣିବା କେଉଁ ତିନୋଟି ନାମର ଝିଅମାନେ ହୋଇଥାନ୍ତି ସବୁଠୁ ଅଧିକ ପବିତ୍ର ।

ପ୍ରଥମେ ହେଉଛି ଇଂରାଜୀ ଅକ୍ଷର ‘R’ ନାମର ଝିଅମାନେ । ଯେଉଁ ନାରୀ ମାନଙ୍କ ନାମର ପ୍ରଥମ ଅକ୍ଷର R ଲେଟରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏବଂ ଏହି ନାରୀ ମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ ।

ଏହି ନାରୀମାନେ ସର୍ବଦା ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଏମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ ଖୁସିରେ ରହିଥାନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି । ଏହି ନାମର ନାରୀମାନେ ନିଜ ସ୍ଵାମୀ ଓ ପରିବାରର ବହୁତ ଅଧିକ ଯତ୍ନ ନେଇଥାନ୍ତି ଏବଂ ଏମାନେ ଗଙ୍ଗା ପରି ଅତି ପବିତ୍ର ହୋଇଥାନ୍ତି ।

ଦ୍ବିତୀୟରେ ହେଉଛି ଇଂରାଜୀ ଅକ୍ଷର ‘K’ ନାମର ଝିଅମାନେ । ଏହି ନାମର ନାରୀମାନେ ଅତ୍ୟନ୍ତ ରୂପବତୀ ହୋଇଥାନ୍ତି ଏବଂ ତା’ ସାଙ୍ଗକାଉ ଗୁଣବତୀ ମଧ୍ୟ ହୋଇଥାନ୍ତି । ଏହି K ନାମର ନାରୀମାନେ ନିଜ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ଆକର୍ଷଣ କରିଥାନ୍ତି । ଏହି ନାରୀମାନେ କୌଣସି ପରିସ୍ଥିତିରେ ମଧ୍ୟ ଭାଙ୍ଗି ପଡନ୍ତି ନାହିଁ ।

ଏହି ନାରୀମାନେ ନିଜ ସ୍ଵାମୀ ଓ ପରିବାରର ଲୋକଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ନେଇ ଆସନ୍ତି । ଏମାନେ ସବୁ କାର୍ଯ୍ୟରେ ଧୈର୍ଯ୍ୟ ସହକାରେ କାମ କରି ସଫଳତା ହାସଲ କରିଥାନ୍ତି । ତେଣୁ ଏହି ନାମର ନାରୀମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

ତୃତୀୟରେ ହେଉଛି ଇଂରାଜୀ ଅକ୍ଷର ‘T’ ନାମର ଝିଅମାନେ । ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ସ୍ବଭାବରେ ବହୁତ ଭଲ ଓ ଦୟାଳୁ ହୃଦୟର ହୋଇଥାନ୍ତି । ଏହି ନାରୀମାନଙ୍କ ରୂପ ମଧ୍ୟ ଅତି ସୁନ୍ଦର ହୋଇଥାଏ । ଏମାନେ ନିଜର ସମସ୍ତ କର୍ତ୍ତବ୍ୟକୁ ପୂରଣ କରିଥାନ୍ତି । ଏହି ନାରୀଙ୍କ ବାଣୀ ଅତି ମଧୁର ହୋଇଥିବାରୁ ସମସ୍ତ ଲୋକ ତାଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି ।

ଏହି ନାମର ନାରୀମାନେ ନିଜ ସ୍ଵାମୀ ଓ ତାଙ୍କ ପରିବାର ଲୋକଙ୍କଉ ସବୁବେଳେ ଖୁସିରେ ରଖନ୍ତି ଓ ବହୁତ ଯତ୍ନ ମଧ୍ୟ ନିଅନ୍ତି । ଏହି ସବୁ ଗୁଣର ଅଧିକାରୀ ହୋଇଥିବାରୁ ଏହି ନାରୀ ମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି ମାନାଯାଏ । ତେବେ ଆପଣଙ୍କ ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।