ତାଳୀରୁ ଆରମ୍ଭ ତାଲିରେ ଶେଷ ! ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କିନ୍ନର ବଳରାମଙ୍କର କିପରି ହେଲା ଶେଷକୃତ୍ୟ, ଦେଖନ୍ତୁ ଏହି Video

ବାଜୁଛି ତାଳି ଶୁଭୁଚି “ରାମ ନାମ ସତ୍ୟ ହେ” । କୋକେଇ ଉପରେ ସୋଇଛି ଶବ । କିନାର ଯିଏ କି ଶ୍ରୀମନ୍ଦିର ଦ୍ଵାରା ଦେଇକି ନିଜର ଅନ୍ତିମ ସତ୍କାର ପାଇଁ ଯାଉଛନ୍ତି । ଏହା ହେଉଛି ସେହି କିନ୍ନର ଙ୍କ କାହାଣୀ ଯିଏ କି ନିଜ ପରିବାର ଲୋକଙ୍କ ଠାରୁ ବିଦାୟ ନେଇକି ଶେଷ ଯାତ୍ରା ରେ ଚାଲି ଯାଉଛନ୍ତି । ଶ୍ରୀ ମନ୍ଦିର ସମ୍ମନା ଦେଇକି ଯାଉଛନ୍ତି ସବୁ କିନ୍ନର ମାନେ । ଏହି କିନ୍ନର ଶ୍ରୀ ମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କଥା ସବୁ ଜାଣି ଛନ୍ତି ।

ଏହି ସମୟରେ କିନ୍ନର ମାନଙ୍କ ତାଳି ରେ ଫାଟି ଯାଉଛି ସବୁ ଗଗନ ଓ ପବନ । ତାଳି ମାରି ନିଜ ଜୀବନ ବଞ୍ଚାଉ ଥିବା କିନ୍ନର ଙ୍କ ଶେଷ ଯାତ୍ରା । ଏହି କିନ୍ନର ହେଉ ଛନ୍ତି ନିମାପଡା ଥାନା ଗଡ ପୋଖରୀ କୋଠ ଭିତର ସାହିର ବଳରାମ । କାଲୀ ଅପରାହ୍ନ ରେ ବଳରାମ ଜଗନ୍ନାଥ ଙ୍କ ଗୁମୁଟ ରୁ ତଳକୁ ଦେଇ ପଡି ଥିଲେ । ଏହା ପରେ ତାଙ୍କୁ ରକ୍ତରେ ଜର୍ଜରିତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଚିକିସ୍ଛା କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ।

ଏହା ପରେ ତାଙ୍କର ସେହି ଜାଗାରେ ମୃତ୍ୟୁ ହୋଇ ଯାଇଥାଏ । ଏହା ପରେ ତାଙ୍କୁ ସେହି ଜଗନ୍ନାଥଙ୍କ ମନ୍ଦିରର ଦେଇକି ନିଆ ଯାଇଥିଲା । ଜଗନ୍ନାଥ ମନ୍ଦିର ଆମ ଓଡିଶା ରେ ଥିବା ସବୁ ଠାରୁ ପବିତ୍ର ଜାଗା ଅଟେ । ଏହି ଜାଗାରେ ଆଗରୁ ଏହି ଭଳି ଘଟଣା ଠାରେ ହେବା ପରେ ମଧ୍ୟ ଆଉ ଥରେ ଏହା ହେବାରେ ଲାଗିଛି ।

ତେବେ ଭଗବାନ ଙ୍କ ପାଖରେ ଯାଇ ଥିବା ଆତ୍ମା ନିଶ୍ଚିତ ଭାବେ ମୁକ୍ତି ପାଇ ଜୀବ । କିନ୍ନର ମାନେ ଯେଉଁ ମାନେ ଦିନ ରାତି ଖରା ରେ ବୁଲି ବୁଲି ନିଜ ଜୀବନ ବଞ୍ଚାଇବା ପାଇଁ ଲୋକଙ୍କ କଥା ଶୁଣି ଖରାପ କଥାକୁ ଗ୍ରହଣ କରି ଆଜି ବଞ୍ଚି ଛନ୍ତି ସେମାନେ ମଧ୍ୟ ଆମ ସମାଜ ର ଏକ ଅଙ୍ଗ ଅଟନ୍ତି । କିନ୍ତୁ ଏବେଭି ସେମାନେ ଅବହେଳିତ ହୋଇକି ଅଛନ୍ତି ।

ତାଙ୍କ ପାଇଁ ଆମ ର ଦାଇତ୍ଵ କିଛି ନାଇ ବୋଲି ଭାବୁ ଆମେ ମାତ୍ର ପ୍ରକୃତିର ନିୟମ ଅଛି କେହି ନା କେହି ଯିଏ ଭି ଏହି ଧାରାରେ ଜନ୍ମ ନେଇଛନ୍ତି ତାଙ୍କ ଜୀବନର କିଛି ନା କିଛି ଲକ୍ଷ ଅଛି । ଯାହା ପାଇଁ ସେମାନେ ଏଠାରେ ଜନ୍ମ ନେଇ ଛନ୍ତି । ତେବେ ଏହା ଆମ ପାଇଁ ଦୁଃଖର ବିଷୟ କି ଆତ୍ମା ହତ୍ୟା ଭଳି ପାପ ପବିତ୍ର ଜାଗାରେ ହେବା ଦ୍ଵାରା ଆମେ ଏହା ଆକଳନ କରି ପାରିବା କି କିନ୍ନର ଙ୍କ କିଛି ଅଧିକା ମଜବୁରି ଥିବା ଦ୍ଵାରା ସେ ଏହି ଭଳି କରିଛନ୍ତି । ମାତ୍ର ଏହାର ଅଭିଯାଏ କିଛି ଭି ପ୍ରମାଣ ମିଳିନୀ ।