ଆଜିର ରାଶିଫଳ, 4 ଫେବୃୟାରୀ 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଦିନ ଟି ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣ ମାନସିକ ସ୍ତର ରେ ଭଲ ରହିବେ । ମନରେ ଆଗ୍ରହ ସୃଷ୍ଟି ହେବ । ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । କୌଣସି ଦିଗରୁ ଅଚାନକ ଧନ ଅଲାଭ ହେବ । ଆପଣଙ୍କର ଚାକିରି, ବେପାର, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ର ରେ ଭଲ ପରିଣାମ ଦେଖିବାକୁ ମିଳିବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ ।

ବୃଷ ରାଶି : ଆପଣଙ୍କର ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଦ୍ଵାରା ହୋଇଥିବା କାମ ସାମାଜିକ ଲୋକଙ୍କର ଭଲ ହେବ । ଏହି ଭଲ ପ୍ରଭାବ ଆପଣଙ୍କ ଜୀବନରେ ବଡ ସଫଲାଟା ଆଣି ଦେବ । ସମାଜରେ ଅମଣ ସମାନ ବୃଦ୍ଧି ପାଇବ । ଆୟ କରିବାର ନୂଆ ମାର୍ଗ ଆପଣ ପାଇବେ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ରହିବ । ମନ କଥା ସାଥି ଙ୍କୁ କହିବାର ସୁଯୋଗ ପାଇବେ ।

ମିଥୁନ ରାଶି : ଆଜି ଆପଣଙ୍କୁ କୌଣସି ଦିଗରୁ ଖୁସି ଖବର ଶୁଣିବାକୁ ମିଳିବ । ସନ୍ତାନ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ । ମହିଳା ମିତ୍ର ମାନଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଉଚ୍ଚ ଅଧିକାରୀଙ୍କ ସହଯୋଗ ଆପଣ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ପାଇବେ । ବିଦେଶକୁ ଯାତ୍ରା କରିବାର ଅବସର ପ୍ରାପ୍ତ ହେବ । ନୂଆ ଜାଗାକୁ ଯାତ୍ରା କରିବା ପାଇଁ ପ୍ଳାନ କରିବେ । କାର୍ଯ୍ୟ କ୍ଷେତ୍ର ରେ ଉନ୍ନତି ହେବ । ପିତା ଙ୍କ ଠାରୁ ଆର୍ଥିକ ଲାଭ ପାଇବେ ।

କର୍କଟ ରାଶି : ଆଜି ଆପଣ ବେପାର କ୍ଷେତ୍ର କୁ ନେଇ ଟଙ୍କା ନିବେଶ କରିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗିବ । ଆୟ କରିବାର ନାଉଆ ମାର୍ଗ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବୁଲିବା ପାଇଁ ପ୍ଳାନ କରିବେ । ଅଚାନକ ଧନ ଲାଭ ହେବ । କାର୍ଯ୍ୟ କ୍ଷେତ୍ର ରେ ନୂଆ ଦାୟିତ୍ଵ ମିଳିପାରେ । ପରିବାରର ରେ ସୁଖ ଶାନ୍ତିର ମାହୋଲ ରହିବ ।

ସିଂହ ରାଶି : ଆଜି ଆପଣଙ୍କର ଟଙ୍କା ଅଧିକ ଖର୍ଚ୍ଚ ହୋଇପାରେ । ତେଣୁ ସତର୍କ ରୁହନ୍ତୁ । ଜୀବନ ସାଥି ଙ୍କ ସହ ଆପଣଙ୍କର କୌଣସି କଥାକୁ ନେଇ ଆଲୋଚନା ହୋଇପାରେ । ପ୍ରେମ ଜୀବନରେ ଆଶାର ନୂଆ କିରଣ ମିଳିପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଧନ ଲାଭ ହେବ ସହ ଆପଣ ନୂଆ ଯୋଜନା କରିବେ । ଭାଗ୍ଯର ସଂପୂର୍ଣ୍ଣ ସାଥ ମିଳିବ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ନିଜର ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧରମିକ ସ୍ଥାନ କୁ ଯାତ୍ରା କରିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନର ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଅଚାନକ ଧନ ପ୍ରାପ୍ତ ହେବ । ଘର ପରିବାର ରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଯାହା ପାଇଁ ଅପାନଙ୍କ ଘରକୁ ନୂଆ ଅତିଥିଙ୍କ ଆଗମନ ହୋଇପାରେ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ ।

ତୁଳା ରାଶି : ଏହି ରାଶିର ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ମହିଳା ମାନେ ପୂଜା ପାଠ ରେ ବ୍ୟସ୍ତ ରହିବେ । ମନର ନୂଆ କାମ କରିବା ପାଇଁ ଆଗ୍ରହ ସୃଷ୍ଟି ହେବ । ଯାତ୍ରାର ସ୍ଥିତି ସୁଖଦ ତଥା ଫଳପ୍ରଦ ରହିବ । କାର୍ଯ୍ୟ କ୍ଷେତ୍ର ରେ ଦାୟିତ୍ଵ ଭାର ବଢିପାରେ । ସମୟ ଅନୁସାରେ ଆପଣଙ୍କୁ ସଠିକ ବସ୍ତୁ ମିଳିବାର ସମ୍ଭାବନା ରହିଛି । ଆୟ ରେ ବୃଦ୍ଧି ହୋଇପାରେ । ପାରିବାରିକ ଦାୟିତ୍ଵ ବୃଦ୍ଧି ପାଇପାରେ ।

ବିଛା ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ରୋମାନ୍ସ କରିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଆଜି ଆପଣଙ୍କ ଉପରେ ଅନ୍ୟ ମାନଙ୍କର ଦ୍ରୁଷ୍ଟି ଆକର୍ଷଣ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । ଜୀବନରେ ଅପାର ସଫଳତା ପ୍ରାପ୍ତ ହେବ । ବେପାର ବାଣିଜ୍ୟକୁ ନେଇ ଆପଣ ବଡ ଲାଭ ପାଇବେ ।

ଧନୁ ରାଶି : ଆପଣଙ୍କର ସମ୍ପର୍କ ରେ ସୁଧାର ଆସିବ । ଅଟକି ରହିଥିବା କାମ ପୁରା ହେବ । ଅଚାନକ ଧନ ଅଲାଭ ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ସଫଳ ହେବେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ରହିଥିଲା ତାହା ଦୂର ହେବ । ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ର ରେ ଉଚ୍ଚ ପଦ ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଆପଣ ସାଂସ୍କୃତିକ କାର୍ଯ୍ୟ ରେ ମନ ନିବେଶ କରିବେ । ଅଚାନକ ଧନ ଲାଭ ହେବ । ଆଜି ପରିବାର ରେ ଶାନ୍ତିର ମାହୋଲ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ଆପଣ କୌଣସି ନୂଆ ବାହନ କ୍ରୟ କରିବେ । କୌଣସି କ୍ଷେତ୍ର ରୁ ତତକାଳ ଲାଭ ମିଳିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । ଗୃହରେ ଅତିଥି ଙ୍କ ଆଗମନ ହୋଇପାରେ ।

କୁମ୍ଭ ରାଶି : ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ମନର ଶାନ୍ତି ପାଇଁ ଆପଣଙ୍କୁ ଯୋଗ କରିବା ନିହାତି ଜରୁରୀ ଅଟେ । କୋର୍ଟ କଚେରୀ ମାମଲା ରେ ଆପଣ ବିଜୟୀ ହେବେ । ମହିଳା ମାନେ ନୂଆ ମିତ୍ରା ସ୍ଥାପନ କରିବେ । ମିତ୍ର ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ସମାଜରେ ଖ୍ୟାତୟ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ଯୋଗ୍ୟ ହେବେ । ଅଟକି ରହିଥିବା ଧନ ଫେରି ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ ।

ମୀନ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଗୃହକୁ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଅଚାନକ ଧନ ଲାଭ ହେବ । କ୍ଯାରିୟର ପାଇଁ କିଛି ନୂଆ କରିବା ପାଇଁ ଚିନ୍ତା କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ମନ ଦେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ମନରେ ଆଗ୍ରହ ସୃଷ୍ଟି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।