ଆଜିର ରାଶିଫଳ, 4 ଜୁଲାଇ 2022, ସୋମବାର, ମହାଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ଜୁଲାଇ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଧର୍ମ ଓ ଆସ୍ଥା ର ବଳ ମିଳିବ । କ୍ୟାରିୟର କାରୋବାରରେ ଶୁଭତାର ସଂଚାର ରହିବ । ଜମି ସହ ଜଡିତ କୌଣସି ସଉଦା ଆପଣଙ୍କ ପାଇଁ ଫାଇଦା ଆଣିପାରେ । ଯୋଜନା ଅନୁଯାୟୀ କର ଯାଉଥିବା କାମ ଆପଣଙ୍କୁ ସଫଳତାର ଶିଖର ରେ ନେଇ ପହଞ୍ଚାଇବ । ଆପଣଙ୍କର କିଛି ବିଗିଡି ଯାଇଥିବା ମାମଲାର ସମାଧାନ ହେବ । କ୍ଯାରିୟର ପାଇଁ ଏହି ସମୟ ଭଲ ରହିବ । ମେହନତ ଲଗାତାର କରନ୍ତୁ । ଆପଣ ଘରେ କୌଣସି କାର୍ଯ୍ୟକ୍ରମ ବା ଉଶ୍ଚବ ରେ ଯୋଗ ଦେବେ । ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ । ପୁରୁଣା ଟଙ୍କା ଫେରି ପାଇବେ ।

ବୃଷ ରାଶି : ଆଜି ଆପଣଙ୍କ ଦିନ ସାମାନ୍ଯ ରହିବ । କାର୍ଯ୍ୟ ର ପ୍ରଗତି ସମ୍ଭବ ହେବ । ସଂକଳ୍ପର ଭାବନା ପ୍ରବଳ ରହିବ । ପରିବାରରେ ସୁଖ ଶାନ୍ତି ର ମାହୋଲ ରହିବ । ଚାକିରି କ୍ଷେତ୍ର ସହ ଜଡିତ କୌଣସି ଶୁଭ ଖବର ମିଳିପାରେ । ପ୍ରମୋଶନ ହେବାର ଯୋଗ ରହିଛି । ଆଜି ଆପଣଙ୍କର କନ୍ଫିଡେନ୍ସ ଲେବଲ ବଢିବ । ଜୀବନ ସାଥିଙ୍କ ସହ ସମୟ ବ୍ଯତୀତ କରିଲେ ଆପଣଙ୍କର ସମ୍ପର୍କ ମଜବୁତ ହେବ । କୌଣସି ଖାସ କାମକୁ ନେଇ ଭଲ ଯୋଜନା କରିବେ । ଆୟ ରେ ବୃଦ୍ଧି ହେବା ସହ ସ୍ଥାୟୀ ସମ୍ପତି ମଧ୍ୟ ମିଳିବାର ଅବସର ରହିଛି ।

ମିଥୁନ ରାଶି : ମାତା ପିତାଙ୍କ ଠାରୁ ଭଲ ଉପଦେଶ ମିଳିବ ଯାହା ଦ୍ଵାରା ଆପଣଙ୍କର ଲାଭ ହେବ । ସମୟର ସଠିକ ଉପୋଯୋଗ କରନ୍ତୁ । କଳା କ୍ଷେତ୍ରରେ ରୁଚି ବଢିବ । ବେପାର ବ୍ୟବସାୟରେ ସୁଅବସର ପ୍ରାପ୍ତ ହେବ । ଲାଭ ହେବାର ସମ୍ଭାବନା ରହିଛି । ନୂଆ ପ୍ରସ୍ତାବ ମିଳିପାରେ । ବିବାହ ଯୋଗ୍ୟ ଜାତକଙ୍କ ପାଇଁ ସମୟ ଶୁଭ ରହିବ । ନିଜର ଜବରଦସ୍ତ ଆତ୍ମବିଶ୍ବାସର ଭରପୁର ଫାଇଦା ଉଠାନ୍ତୁ । ବାହାରକୁ ଯାଆନ୍ତୁ ଓ କିଛି ନୂଆ ସମ୍ପର୍କ ବା ମିତ୍ର ସ୍ଥାପନ କରନ୍ତୁ । ବୁଝ ବିଚାରୀ ଭଲ ଲୋକଙ୍କ ସହ ମିତ୍ରତା ସ୍ଥାପନ କରନ୍ତୁ । ଦାଂପତ୍ଯ ଜୀବନ ପ୍ରେମ ପୂର୍ଣ୍ଣ ରହିବ ।

କର୍କଟ ରାଶି : ଆଜି ଆପଣ କୌଣସି କଥାକୁ ନେଇ ନିଜେ ମାନେ ମାନେ ହସିବେ । କୌଣସି ଧାର୍ମିକ ଅନୁଷ୍ଠାନରେ ଭାଗ ନେବାର ଅବସର ମିଳିବ । ବ୍ୟାପାରିକ କାର୍ଯ୍ୟ ରେ କରା ଯାଇଥିବା ଯାତ୍ରା ଲାଭପ୍ରଦ ରହିବ । ନିଜର ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ । ବାହନ, ଘର ଓ ସରକାରୀ କାର୍ଜ୍ଯାଳୟ ରେ ଅଟକି ରହିଥିବା କାମ ଆରମ୍ଭ ହେବ । ଜମି ବା ବାହନ କ୍ରୟ କରିବାର ଯୋଗ ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ । ଅଚାନକ ଧାନ ଲାଭ ହେବ । କଳାତ୍ମକ କ୍ଷେତ୍ର ରେ ଆପଣଙ୍କର ରୁଚି ବୃଦ୍ଧି ହେବ ।

ସିଂହ ରାଶି : ଆଜି ନିବେଶ କରିବା ପାଇଁ ସମୟ ସଠିକ ରହିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ଠିକ ରହିବ । ଦିନର ଆରମ୍ଭ ବ୍ୟସ୍ତତାରେ ରହିବ । ବେପାରରେ ନୂଆ ଯୋଜନା ଆରମ୍ଭ ହେବ । ତରବର ହେଲେ କ୍ଷତି ହୋଇପାରେ । ପାରିବାରିକ ଜୀବନରେ ଖୁସି ର ମାହୋଲ ରହିବ । ଧାର୍ମିକ ରୁଚି ବଢିବ । କମ କାର୍ଯ୍ୟ ରେ ଅବହେଳା କରନ୍ତୁ ନାହି । କୌଣସି ଖାସ କାମ ପାଇଁ ସର୍ଟ କଟ ଯୋଜନା କରନ୍ତୁ ନାହି । ଖାସ ମିତ୍ରଙ୍କ ସହ ମନାନ୍ତର ହୋଇପାରେ । ଆପଣଙ୍କ ମନରେ ସାମାଜିକ କାମ କରିବାର ନୂଆ ବିଚରା ଆସିବ । ଆପଣ ନିଜ ଭିତରେ ବ୍ୟସ୍ତ ରେ ରହିବାକୁ ଚେଷ୍ଟା କରିଲେ ଭଲ ହେବ ।

କନ୍ୟା ରାଶି : ଆଜି ପ୍ରେମ ପ୍ରସ୍ତାବ ଆପଣଙ୍କ ପାଖକୁ ଆସିବାର ନଜର ଆସୁଛି । ଅବସର ମିଳିଲେ ଆପଣ ନିଜେ ଏକା ରହିବାକୁ ଚେଷ୍ଟା କରନ୍ତୁ । ଆଜି ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଲାଭ ମିଳିବ । ବରିଷ୍ଠ ଅଧିକାରୀ ଓ ସହକର୍ମୀ ମାନଙ୍କ ସହଯୋଗ ମିଳିବ । ଆପଣଙ୍କ ପାଇଁ ଆଜି ଦିନ ଟି ଆର୍ଥିକ ଲାଭ ହେବାର ଅଛି । ଆଜି କୌଣସି ଭୁଲ କାମ କରନ୍ତୁ ନାହି । ସ୍ୱାସ୍ଥ୍ୟ ମାମଲାରେ ଆଜି ଆପଣ ଫୁର୍ତ୍ତି ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ନୋବେଲ ପଢିବାକୁ ଇଚ୍ଛା ହେବ । ଆପଣଙ୍କୁ କିଛି ବିରୋଧର ସାମନା କରିବାକୁ ପଡିପାରେ ।

ତୁଳା ରାଶି : ଆଜି ଏକାଗ୍ରତା ରେ କମି ଅନୁଭବ କରିବେ । ସୁନ୍ଦର ବସ୍ତ୍ର ଆଭୁଷଣ ଓ ଭୋଜନ କରିବାର ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କ ପାଇଁ ଭାଗ୍ୟ ଉଦୟ ହେବାର ଦିନ ରହିଛି । ଜୀବନ ସାଥି ଓ ପରିବାର ସହ ସୁଖ ଶାନ୍ତି ଓ ଆନନ୍ଦ ରେ ସ୍ମାୟ ବ୍ଯତୀତ କରିବେ । ଆଜି କୌଣସି ସମ୍ପର୍କ ଭଙ୍ଗାନ୍ତୁ ନାହି । ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । ଆତ୍ମବିଶ୍ଵାସ ଦୃଢ ରହିବ । ବେପାରରେ ଉନ୍ନତି ହେବ । ମନ ପ୍ରସନ୍ନ ରହିବ ।

ବିଛା ରାଶି : ଆଜି ଆପଣଙ୍କୁ କୌଣସି ମାମଲାରେ ଦାୟିତ୍ଵ ମିଳିପାରେ ଓ ଆପଣଙ୍କୁ ଚିନ୍ତା ମଧ୍ୟ କରିବାକୁ ପଡିବ । ପରିବାର ଲୋକଙ୍କ ସହ ମିଶି କୌଣସି ଯୋଜାନ କରିବେ ଯେଉଁ କାରଣରୁ ପ୍ରତେକ ସଦସ୍ୟଙ୍କୁ ଆନନ୍ଦ ମିଳିବ । ଭୂମି ଭାବନା ସହ ଜଡିତ ସମସ୍ୟାର ସମାଧାନ ହେବ । ସ୍ଵତନ୍ତ୍ର ନିପଷ୍ଟି ନେବାର ସୁବିଧା ରହିବ । ବିବାହ ପାଇଁ ଯୋଗ୍ୟ ବ୍ୟକ୍ତି ଙ୍କୁ ଜୀବନ ସାଥି ମିଳିବାର ଯୋଗ ରହିଛି । ଘର ସହ ଜଡିତ କୌଣସି ନିସ୍ପତି ନେବା ପାଇଁ ଆପଣଙ୍କୁ ଅନ୍ୟ ମାନଙ୍କରର ସହଯୋଗ ମିଳିପାରେ ।

ଧନୁ ରାଶି : ଆଜି ଆପଣଙ୍କୁ ମାତା ପିତାଙ୍କ ପୁରା ସମର୍ଥନ ଓ ଆଶୀର୍ବାଦ ପ୍ରାପ୍ତ ହେବ । ଟଙ୍କା ସହ ଜଡିତ ସମସ୍ୟାର ସମାଧାନ ହେବ । ଆପଣ ପଇସା ଖର୍ଚ୍ଚ କରିବା ସମୟରେ ସତର୍କତା ରଖିବାର ଆବଶ୍ୟକତା ରହିଛି । ଯେଉଁ ଲୋକ ମାନେ ଜମି ବାଡି ମାମଲାରେ ଜଡିତ ଅଛନ୍ତି ସେମାନଙ୍କୁ ବହୁତ ଅଧିକ ଲାଭ ମିଳିବ । ଆଜି ସାମାଜିକ ଓ ବ୍ଯବସାୟିକ ସମାରୋହ ରେ ଯୋଗ ଦେବେ । କୌଣସି ବଡ ସମସ୍ୟାର ଅନ୍ତ ହେବା କାରଣରୁ ଆପଣଙ୍କ ମନ ପ୍ରସନ୍ନ ହେବ । ବାହାନ ସୁଖ ପ୍ରାପ୍ତ ହେବ । ଗୁପ୍ତ କଥା ର ଖୁଲାସା ହୋଇପାରେ ।

ମକର ରାଶି : ଆଜି ଆପଣଙ୍କର ଯାତ୍ରା ଫଳଦାୟୀ ରହିବ । ପ୍ରାଇଭେଟ ଚାକିରି କରୁଥିବା ଲୋକଙ୍କୁ ସିନିୟର୍ସ ମାନଙ୍କର ପୁରା ସହଯୋଗ ମିଳିବ । ଆଧାତ୍ମ ସହ ଜଡିତ କଥ ଉପରେ ଆପଣ ଆଲୋଚନା କରିବେ । ଯାହା ଦ୍ଵାରା ଆପଣଙ୍କ ମନ କୁ ଶାନ୍ତି ପ୍ରାପ୍ତ ହେବ । କୋର୍ଟ କଚେରୀ ସହ ଜଡିତ କୌଣସି ମାମଲାରେ ଆଜି ନିସ୍ପତି ଆପଣଙ୍କ ପକ୍ଷ ରେ ରହିବ । କୌଣସି ମିତ୍ର ବା ସମ୍ପର୍କୀୟ ଙ୍କ ମୁଡ ଆପଣଙ୍କ ପାଇଁ ଖରାପ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ସହଯୋଗୀ ମାନଙ୍କ ସହ ଭଲ ସମ୍ପର୍କ ରହିବ ।

କୁମ୍ଭ ରାଶି : ଅଚାନକ ଆଜି ଦାୟିତ୍ଵ ଆପଣଙ୍କ ଯୋଜନାରେ ବାଧା ଆଣିପାରେ । ରୋଜଗାର କ୍ଷେତ୍ରରେ ଅସ୍ଥିରତା ହେବା କାରଣରୁ ମନରେ ଚିନ୍ତା ଆସିପାରେ । ଅଧିକାରୀ ମାନଙ୍କ ସହ ମନାନ୍ତର ହୋଇପାରେ ତେଣୁ ବାଣୀ ଉପରେ ସଂଯମ ରଖନ୍ତୁ । ଆଜି ଆପଣଙ୍କ ମଧ୍ୟ ରୁ କିଛି ଲୋକ ବିବାଦ ଘେରରେ ରହି ପାରନ୍ତି । ସ୍ୱାସ୍ଥ୍ୟ କୁ ନେଇ ଅବହେଳା କରିଲେ ଆପଣଙ୍କର କ୍ଷତି ହୋଇପାରେ । ଆର୍ଥିକ ସ୍ଥିତି ବେହତର ରହିବ । ଭୂମି ବାହାନ କୀର କରିବାର ଯୋଜନା କରିବେ । ପ୍ରିୟଜନ ଓ ସମ୍ପର୍କୀୟ ମାନଙ୍କ ପାଖରେ ଅଲଗା ପରିଚିୟ କରିବେ ।

ମୀନ ରାଶି : ଆଜି ଆପଣ ଆତ୍ମବିଶ୍ଵାସ ରେ ଭରପୁର ରହିବେ । ସଠିକ ନିସ୍ପତି ନେବେ । ସମ୍ପର୍କ ଓ କାର୍ଯ୍ୟ ଭିତରେ ତାଳମେଳ ଠିକ ରହିବ । ଆର୍ଥିକ ରୂପରେ ଆପଣ ମଜବୁତ ରହିବେ । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବାରୁ ବଞ୍ଚନ୍ତୁ ନଚେତ କୌଣସି ବଡ ରୋଗର ଶିକାର ହୋଇ ପାରନ୍ତି । ବିଦେଶ ସହ ଜଡିତ କାମରେ ସଫଳତା ମିଳିବ । ଆଜି ପରିଜନଙ୍କ ସହ କଳହ କରିବାରୁ ବଞ୍ଚିତ ହୁଅନ୍ତୁ ବିବାଦ ବଢିବାର ସମ୍ଭାବନା ରହିଛି । ଆଜି ସୁଖ ର ସାଧନାରେ ବ୍ୟୟ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।