ଆଜିର ରାଶିଫଳ, 30 ଅକ୍ଟୋବର 2022, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩୦ ଅକ୍ଟୋବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ମାଙ୍ଗଳିକ ବା ରାଜନୈତିକ କାର୍ଯ୍ୟ ରେ ବ୍ୟସ୍ତ ରେ ରହିବେ । ଛାତ୍ର ଙ୍କୁ ପ୍ରତିଯୋଗି ପରୀକ୍ଷା ରେ ଲାଭ ହେବ । ଧନ ପ୍ରାପ୍ତି ର ମାର୍ଗ ରେ ଆସୁଥିବା ବାଧା ଦୂର ହେବ । ଆପଣ ଯେଉଁ ଯୋଜନା କରିବେ ସେଥିରେ ଆପଣଙ୍କୁ ବଡ ସଫଳତା ମିଳିବ । ରାଜନୀତି ସହ ଜଡିତ ଲୋକଙ୍କ ଦିନ ଉପଲବ୍ଧି ରେ ଭାରି ରହିବ । ବୈବାହିକ ଜୀବନ ସଫଳ ରହିବ । ସଞ୍ଚିତ ଧନର ଉପୋଯୋଗ ସଠିକ ଭାବେ କରନ୍ତୁ । ବ୍ୟସ୍ତତା କାରଣରୁ ଥକାପଣ ଅନୁଭବ କରିବେ ।

ବୃଷ ରାଶି : ଆପଣଙ୍କୁ ବିରୋଧୀୟ ଙ୍କ ଉପରେ ବିଜୟ ପ୍ରାପ୍ତ କରିବାର ଅଛି । ଆଜି ଭାଗ୍ୟ ଆପଣଙ୍କର ସାଥ ଦେବ । କାର୍ଯ୍ୟ ରେ ଅନାବଶ୍ୟକ ଭାବେ ବିଳମ୍ବ ହେବ । କାହା ସହ ବିବାଦ ହେବାର ସମ୍ଭାବନା ରହିଛି । ଯାହା ଆପଣଙ୍କୁ ମାନସିକ ଆଘାତ ଲାଗିପାରେ । ଶାରୀରିକ କଷ୍ଟ ରୁ ରିହାତି ପାଇବେ ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମଧ୍ୟାହ୍ନ ପରେ ସ୍ଥିତି ରେ ପରିବର୍ତ୍ତନ ହେବ । ମାନସିକ ଓ ଶାରୀରିକ ରୂପରେ କିଛି ବ୍ରଗ୍ରତା ର ଅନୁଭବ କରିବେ । ଅଟକି ରହିଥିବା କାର୍ଯ୍ୟ ପୁଅରଣା ହେବ । ଲଭ ଲାଇଫ ସାନଦାର ରହିବ ।

ମିଥୁନ ରାଶି : ଯଦି ଆପଣ ନିଜର ସ୍ଵପ୍ନ ପୁରା କରିବାକୁ ଚାହୁଁଛନ୍ତି ଟୀ ସମୟ ଅନୁକୁଳ ଅଟେ । ଅଫିସରେ ସହଯୋଗୀ ମାନଙ୍କ ସହ ଆଲୋଚନା କରିବେ । ଏମିତି ଲୋକ ମାନଙ୍କର ସାହାଜ୍ଯ ମିଳିବାର ଯୋଗ ଅଛି । ଆର୍ଥିକ ନୀତି ର ପରିବର୍ତ୍ତନ ସୁଖଦ ରହିବ । ଘର ବାହାରେ ପ୍ରସନ୍ନତା ର ବାତାବରଣ ରହିବ । ପ୍ରେମ ଜତାଇବା ପାଇଁ ଦିନ ଠିକ ଅଟେ । ସମୟ ଅନୁଯାୟୀ କାମ ପୁରା ହେବ । ଆପଣଙ୍କ ମାନସିକ ସ୍ଥିତି ରେ ସନ୍ତୁଳନ ରହିବ । ଶାରୀରିକ ପୀଡା ହୋଇପାରେ ।

କର୍କଟ ରାଶି : ଆଜି ପ୍ରିୟଜନ ଙ୍କ ସହ ଭେଟ ହୋଇପାରେ । ସୁଖ ସୁବିଧାରେ ବୃଦ୍ଧି ହେବ । ଆୟ ଭଲ ହେବ ଓ ବ୍ୟାପାର ରେ ଫାଇଦାଡ ହେବ । କାର୍ଯ୍ୟ କ୍ଷେତ୍ର ରେ କିଛି ଶୁଖିବାକୁ ଅବସର ମିଳିବ । ଆୟ ର ଅପେକ୍ଷା କରନ୍ତୁ ନାହି । କାର୍ଯ୍ୟ ଗତି ଧିମା ରହିବ । ଚାକିରି ରେ କାର୍ଯ୍ୟ ଭାର ବଢିବ । କମ୍ଜୋରି ଅନୁଭବ ହୋଇପାରେ । ପୁରୁଣା ବନ୍ଧୁ ଙ୍କ ସହ ସମୟ ବ୍ଯତୀତ କରିବାର ଅବସର ମିଳିବ । କାର୍ଯ୍ୟ ଭାର ଅଧିକ ହେବାରୁ ଆପଣ ବ୍ୟସ୍ତ ରେ ରହିବେ ।

ସିଂହ ରାଶି : ଭୂମି ଲାଭ ର ଯୋଗ ଅଛି । ନିବେଶ ଭାବି ଚିନ୍ତି କରନ୍ତୁ । ରାଜନୀତିର ଲୋକେ କାର୍ଯ୍ୟ ଦ୍ଵାରା ଉଚ୍ଚ ନେତାଙ୍କୁ ଖୁସି କରିବେ । ଆପଣଙ୍କ ଦିନ ସଂଘର୍ଷ କରାକ ରହିବ । ଦାମ୍ପତ୍ୟ ଜୀବନରେ ପ୍ରେମ ଭାରି ରହି । ଅନେକ ଦିନରୁ ଭାବିଥିବା କାମ ପୁରା ହୋଇପାରେ । ପାରିବାରିକ ସମ୍ପର୍କ ଅମଧୁର ରହିବ । ନିଜର ଭୁଲ ସୁଧାରିବାକୁ ଆପଣ ଅବସର ମିଳିପାରେ । ଆପଣଙ୍କ ପାଇଁ ଦିନ ଉଶ୍ଚାହ ବର୍ଦ୍ଧକ ଓ ମନୋରଞ୍ଜନ ରେ ଭାରି ହୋଇ ରହିବ ।

କନ୍ୟା ରାଶି : କାହା ଉପରେ ଅଧିକ ଭରସା କରିବା ଓ ନିର୍ଭର କରିବା ଆପଣଙ୍କ ପାଇଁ ଠିକ ନୁହେଁ । ଯଦି ଆପଣ ବିରୋଧୀ ଅଟନ୍ତି ତେବେ ଆପଣଙ୍କୁ କିଛି ସମସ୍ୟାର ସମୁଖିନ୍ନ ହେବାକୁ ପଡିପାରେ । ସ୍ଥାୟୀ ସମ୍ପତି ରେ ଆପଣଙ୍କୁ ବଡ ଲାଭ ମିଳିପାରେ । ଚାକିରି ରେ ଅଫିସର ମାନଙ୍କ ସହ ବୈଚାରିକ ମତଭେଦ ହୋଇପାରେ । ଆପଣଙ୍କୁ ଜୀବନ ସାଥି ଙ୍କ ସହଯୋଗ ମିଳିବ । ବ୍ୟାପାର ରେ ଲାଭ ହୋଇପାରେ । ଆଜି ବାହନ ସାବଧାନ ପୂର୍ବକ ଚଲାନ୍ତୁ ।

ତୁଳା ରାଶି : ଆଜି ଅଜଣା ବ୍ୟକ୍ତି ଉପରେ ଭରସା କରିବା ଠାରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କ ଲୋକପ୍ରିୟତା ରେ ବୃଦ୍ଧି ହୋଇପାରେ । ଆଜି ଦିନ ଟିଆ ଆପଣଙ୍କ ଦ୍ଵାରା ଧନ ଅର୍ଜିତ କରିବାରେ ଆସୁଥିବା ବାଧା ଦୂର ହେବ । ବ୍ୟବସାୟିକ ରୂପରେ ସବୁ କିଛି ସୁଧାର ଆସିବ । ଆପଣଙ୍କୁ ଭଲ ପ୍ରଗତି ପ୍ରାପ୍ତି ହେବ । ଆପଣ ପିଲାଙ୍କ ଉପରେ ଗର୍ବ ଅନୁଭବ କରିବେ । କାରଣ ସେ ଆପଣଙ୍କୁ ଖୁସି ହେବାର କାରଣ ଦେବେ । ବ୍ୟାପାର ରେ ଉନ୍ନତି ର ଆସର ରହିଛି ।

ବିଛା ରାଶି : ଆଜି ଯାତ୍ରା କରିବାର ଯୋଗ ରହିଛି । ସମୟ ଅନୁଯାୟୀ ବୋଜନ କରନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଦିନରେ ସ୍ୱାସ୍ଥ୍ୟ ର ସ୍ଥିତି ପୂର୍ବର ଅପେକ୍ଷା ବେହତର ରହିବ । ଆପଣଙ୍କ ପ୍ରେମ ଓ ବ୍ୟାପାର ରେ ପୁରା ସହଯୋଗ ମିଳିବ । ଯେଉଁ ଜିନିଷର ଆବଶ୍ୟକାତ ଅଛି ଆପଣଙ୍କୁ ତାହା ମିଳିବ । ଆଜି ଦିନରେ ନିବେଶ କରନ୍ତୁ ନାହି । ବରିଷ୍ଠ ଙ୍କୁ ଖୁସି କରିବା ପାଇଁ ଆପଣ ଚେଷ୍ଟା କରିବେ । ଅନ୍ୟ ର ଜରୁରତ ପୁରା କରିବାରେ ଆପଣ ଧ୍ୟାନ ଦେବେ ।

ଧନୁ ରାଶି : ଆଜି ଆପଣଙ୍କ ପ୍ରୟାସ ରତ କ୍ଷେତ୍ର ରେ ସମସ୍ଯା ହୋଇପାରେ । ଲ ପାଠ ପଢୁଥିବା ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ବେହତର ରହିବାର ଅଛି । କୌଣସି ବଡ ଓକିଲ ଙ୍କ ଠାରୁ ଭଲ ପରାମର୍ଶ ମିଳିବ । ପୁରା ଦିନ ଆଜି ମଉଜ ମସ୍ତି ରେ ବ୍ଯତୀତ ହେବ । ସରାକରି ଅଫିସରେ କାମ କରୁଥିବା ଲୋକ ଙ୍କ ପ୍ରମୋଶନ ହେବାର ଯୋଗ ରହିଛି । ଭାଇ ଭଉଣୀ ଙ୍କ ସହ ତର୍କ ଆପଣଙ୍କ ପାଇଁ ନିରାଶା ଆଣିପରେ । ଆପଣଙ୍କ ମନ କୌଣସି ନାରୀ ଙ୍କ ପ୍ରତି କେନ୍ଦ୍ରିତ ହୋଇପାରେ ।

ମକର ରାଶି : କ୍ରୋଧ ଓ ଆବେଶ ରୁ ବଞ୍ଚିତ ରୁହନ୍ତୁ । କୁଟୁମ୍ବ ପରିବାର ରେ ଧାର୍ମିକ କାର୍ଯ୍ୟ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ଭଲ ଫଳ ମିଳିପାରେ । ବାହନ ସୁଖ ମଧ୍ୟ ପ୍ରାପ୍ତ ହୋଇପାରେ । ଭୂମି ଭବନ ସହ ଜଡିତ କୌଣସି ମାମଲାରେ ନିସ୍ପତି ଆପଣଙ୍କ ପକ୍ଷ ରେ ହୋଇପାରେ । ଚାକିରି ଓ ବେପରା ରେ ଆଜି ଆପଣଙ୍କୁ ଭଲ ଫାଇଦା ମିଳିପାରେ । ପିଲା ମାନଙ୍କ ସହ କୌଣସି ପାର୍କ କୁ ବୁଲିବାକୁ ଯାଇ ପାରନ୍ତି । ପୂର୍ବ ରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ ।

କୁମ୍ଭ ରାଶି : ଫାଇଦା କମାଇବା ପାଇଁ ବିଜେଷ୍ଣ ରେ ନୂଆ ଅବସର ସାମନା କୁ ଆସିବ । ମେହନତ ଅଧିକ ଓ ଲାଭ କମ ହେବ । ଆଜି ଦିନରେ ମିଳିବାକୁ ଥିବା ଅବସର କୁ ହାତ ଛଡା କରନ୍ତୁ ନାହି । ଦୁଷ୍ଟ ଜନ ଙ୍କ ଠାରୁ ହାନି ହୋଇପାରେ । ଆର୍ଟ୍ସ ବିଦ୍ୟାର୍ଥୀ ଙ୍କ ପାଇଁ ଦିନ ଭଲ ରହିବାର ଅଛି । ମେହନତ ବଳରେ ସଫଳତା ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ସାମାଜିକ କ୍ଷେତ୍ର ରେ ମାନ ସମାନ ବଢିବ ।

ମୀନ ରାଶି : ଆଜି ଆପଣଙ୍କୁ ଭୌତିକ ଓ ସାଂସାରିକ ଦ୍ରୁଷ୍ଟି କୋଣରୁ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କୁ ଆପଣଙ୍କର ପ୍ରତି ଦ୍ଵନ୍ଦୀ ଉପରେ ନଜର ରଖିବାର ଜରୁରତ ଅଛି । ଆଜି ଦିନରେ ଆପଣଙ୍କୁ ନିଜ ବ୍ୟାପାର ରେ କିଛି ବ୍ୟବସ୍ଥା ରେ ବ୍ଯତୀତ ହେବ । ଆଜି ଆପଣଙ୍କୁ ଶତ୍ରୁ ମାନଙ୍କ ସାମନା କରିବାକୁ ପଡିପାରେ । ଆପଣଙ୍କୁ କୌଣସି ସ୍ଥାନ କୁ ଯାତ୍ରା କରିବାକୁ ପଡିପାରେ । ମନ ପ୍ରଫୁଲ୍ଲ ରହିବ । ଆମ ସହ ଅଗାକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।